Base Word
נֵר
Short DefinitionNer, an Israelite
Long Definitionson of Jehiel, father of Kish, and grandfather of king Saul
Derivationthe same as H5216; lamp
International Phonetic Alphabetn̪er
IPA modneʁ
Syllablenēr
Dictionnare
Diction Modnare
UsageNer
Part of speechn-pr-m

1 Samuel 14:50
ଶାଉଲଙ୍କ ସ୍ତ୍ରୀଙ୍କ ନାମ ଅହୀନୋଯମ୍, ସେ ଅହୀମାସର କନ୍ଯା।

1 Samuel 14:51
ଶାଉଲଙ୍କ ପିତା କୀଶ୍ ଓ ଅବନରର ପିତା ନର, ଏ ଦକ୍ସ୍ଟ ହେଁ ଅବୀଯଲରେ ପକ୍ସ୍ଟତ୍ର ଥିଲେ।

1 Samuel 26:5
ଦାଉଦ ଶାଉଲଙ୍କର ଛାଉଣୀ ସ୍ଥାନକକ୍ସ୍ଟ ଆସିଲେ, ଆଉ ଦାଉଦ ଶାଉଲଙ୍କର ଓ ତାଙ୍କର ସନୋପତି, ନରର ପକ୍ସ୍ଟତ୍ର ଅବନରର ଶାଇେବା ଜାଗା ଦେଖିଲେ। ଶାଉଲ ସନୋ ଛାଉଣୀର ମଧ୍ଯ ଭାଗ ରେ ଶାଇେଥିଲେ। ସୈନ୍ଯମାନେ ତାଙ୍କୁ ବେଢି ରହିଥିଲେ।

1 Samuel 26:14
ଦାଉଦ ୈସନ୍ଯମାନଙ୍କୁ ଓ ନରର ପକ୍ସ୍ଟତ୍ର ଅବ୍ନରକକ୍ସ୍ଟ ଡାକି କହିଲେ, ହେ ଅବନର ତୁମ୍ଭେ ମାେତେ ଉତ୍ତର ଦିଅ।

2 Samuel 2:8
ନରର ପକ୍ସ୍ଟତ୍ର ଅବ୍ନର ଶାଉଲଙ୍କ ସୈନ୍ଯଦଳର ସନୋପତି ଥିଲେ। ଅବ୍ନର ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତକକ୍ସ୍ଟ ମହନଯିମକକ୍ସ୍ଟ ନଇଗେଲେ।

2 Samuel 2:12
ନରର ପକ୍ସ୍ଟତ୍ର ଅବ୍ନର ଓ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତର କର୍ମଗ୍ଭରୀମାନେ ମହନଯିମରକ୍ସ୍ଟ ଗିବିଯୋନକକ୍ସ୍ଟ ଗଲେ।

2 Samuel 3:23
ଯୋୟାବ ଓ ତାଙ୍କର ସୈନ୍ଯମାନେ ହିବ୍ରୋଣଠା ରେ ପହଁଞ୍ଚିଲେ। ସୈନ୍ଯମାନେ ଯୋୟାବକକ୍ସ୍ଟ କହିଲେ, ନରର ପକ୍ସ୍ଟତ୍ର ଅବନର ଦାଉଦଙ୍କ ନିକଟକକ୍ସ୍ଟ ଆସିଥିଲା ଓ ଦାଉଦ ଅବନରକକ୍ସ୍ଟ ଶାନ୍ତି ରେ ୟିବାକକ୍ସ୍ଟ ଦେଲେ। ସେଥିପାଇଁ ସେ ନିରାପଦ ରେ ଫରେିଗଲା।

2 Samuel 3:25
ଆପଣ ଜାଣନ୍ତି ଅବ୍ନର ହେଉଛି ନରର ପକ୍ସ୍ଟତ୍ର, ଆପଣ ଜାଣନ୍ତି ଯେ, ସେ ଆପଣଙ୍କ ପାଖକକ୍ସ୍ଟ ଛଳନା କରିବାକୁ ଆସିଥିଲା ଓ ଆପଣ କ'ଣ କରୁଥିଲେ ତାହା ଖାଜେିବାକକ୍ସ୍ଟ ସେ ଆସିଥିଲା।

2 Samuel 3:28
ଏହାପରେ ଦାଉଦ ଏକଥା ଜାଣିବାକକ୍ସ୍ଟ ପାଇଲେ, ଏବଂ କହିଲେ, ନରର ପକ୍ସ୍ଟତ୍ର ଅବ୍ନର ରକ୍ତପାତ ବିଷଯ ରେ ସବୁ ବେଳେ ମୁ ଓ ମାରେରାଜ୍ଯ ନିର୍ଦ୍ ଦୋଷୀ। ସଦାପ୍ରଭୁ ଏହି ବିଷଯ ରେ ଜାଣନ୍ତି।

2 Samuel 3:37
ଏହିପରି ନରର ପକ୍ସ୍ଟତ୍ର ଅବ୍ନରକକ୍ସ୍ଟ ହତ୍ଯା କରିବା ଯେ ରାଜାଙ୍କ ଆଡକ୍ସ୍ଟ ହାଇେ ନାହିଁ, ଏକଥା ସଦେିନ ଇଶ୍ରାୟେଲର ସମସ୍ତ ଲୋକ ବକ୍ସ୍ଟଝିଲେ।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்