Base Word
עֻזִּי
Short DefinitionUzzi, the name of six Israelites
Long Definitiona Levite, son of Bukki and father of Zerahiah in the line of the high priest although apparently never high priest himself
Derivationfrom H5810; forceful
International Phonetic Alphabetʕud͡zˈzɪi̯
IPA modʕuˈziː
Syllableʿuzzî
Dictionoodz-ZEE
Diction Modoo-ZEE
UsageUzzi
Part of speechn-pr-m

1 Chronicles 6:5
ଅବିଶୂଯ ବୁକ୍କିଙ୍କ ପିତା ଥିଲେ। ବୁକ୍କ ଉଷିଙ୍କ ପିତା ଥିଲେ।

1 Chronicles 6:6
ଉଷି ସରହିଯଙ୍କ ପିତା ଥିଲେ। ସରହିଯ ମରାଯୋତଙ୍କ ପିତା ଥିଲେ।

1 Chronicles 6:51
ବୁକ୍କି ଅବୀଶୂଯଙ୍କ ପୁତ୍ର ଥିଲେ। ଉଷି ସରହିଯଙ୍କ ପୁତ୍ର ଥିଲେ। ସରହିଯ ଯିଷିଙ୍କ ପୁତ୍ର ଥିଲେ।

1 Chronicles 7:2
ତାେଲୟଙ୍କର ପୁତ୍ରମାନେ ଥିଲେ, ଉଷି, ରଫାଯ, ୟିରୀଯଲେ, ୟହମଯ, ୟିବସମ୍ ଓ ଶାମୁଯଲେ। ସମାନେେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସହେି ବ୍ଯକ୍ତିଗଣ ସମାନଙ୍କେର ବଂଶାନୁସା ରେ ଅତି ଶକ୍ତିଶାଳୀ ଯୋଦ୍ଧା ଥିଲେ। ରାଜା ଦାଉଦଙ୍କ ସମୟରେ ସମାନଙ୍କେର ସଂଖ୍ଯା ବୃଦ୍ଧି ଘଟି 22,600 ରେ ପହଞ୍ଚି ଥିଲା, ସମାନେେ ୟୁଦ୍ଧ ନିମନ୍ତେ ସଦାପ୍ରସ୍ତୁତ ଥିଲେ।

1 Chronicles 7:3
ଉଷିଙ୍କର ପୁତ୍ର ଥିଲେ ୟିଷ୍ରାହିଯ। ୟିଷ୍ରାହିଯଙ୍କର ପୁତ୍ରମାନେ ଥିଲେ, ମୀଖାଯଲେ, ଓବଦିଯ, ଯାୟେଲ ଓ ୟିଶିଯ। ଏହି ପାଞ୍ଚଜଣ ୟାଜ ସମାନଙ୍କେ ପରିବାରର ମୁଖ୍ଯ ଥିଲେ।

1 Chronicles 7:7
ବଲୋଙ୍କର ପାଞ୍ଚପୁତ୍ର ଥିଲେ। ସମାନଙ୍କେର ନାମ ଥିଲା : ଇଷବୋନ୍, ଉଷ, ଉଷୀଯଲେ, ଯିରମୋେତ୍ ଓ ଈରୀ। ସମାନେେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନଙ୍କେ ପରିବାରର ଇତିହାସରୁ ଜଣାୟାଏ ଯେ, ସମାନଙ୍କେ ମଧିଅରେ 22,034 ଜଣ ସୈନିକ ଥିଲେ।

1 Chronicles 9:8
ୟିବ୍ନିଯ ୟିରୋହମଙ୍କ ପୁତ୍ର ଥିଲେ। ଏଲା ଉଷିଙ୍କ ପୁତ୍ର ଥିଲେ। ଉଷି ମିଖ୍ରିଙ୍କ ପୁତ୍ର ଥିଲେ। ମଶୁଲ୍ଲମ ଶଫଟିଯଙ୍କ ପୁତ୍ର ଥିଲେ। ଶଫଟିଯ ରୁଯଲଙ୍କେ ପୁତ୍ର ଥିଲେ ଏବଂ ରୁଯଲେ ଇବ୍ନିଯଙ୍କ ପୁତ୍ର ଥିଲେ।

Ezra 7:4
ମରାଯୋତ୍ ସରହିଯର ପୁତ୍ର ଥିଲା। ସରହିଯ ଉଷିର ପୁତ୍ର ଥିଲା। ଉଷି ବୁକ୍କିର ପୁତ୍ର ଥିଲା।

Nehemiah 11:22
ଉଷି ୟିରୁଶାଲମ ରେ ଲବେୀୟମାନଙ୍କର ନିରୀକ୍ଷକ ଥିଲେ। ଉଷି ବାନିର ପୁତ୍ର, ବାନି ହଶବିଯର ପୁତ୍ର, ହଶବିଯ ୟିଏକି ମତ୍ତନିଯର ପୁତ୍ର, ମତ୍ତନିଯ ୟିଏକି ମୀକାର ପୁତ୍ର ଥିଲେ। ଉଷି ପରମେଶ୍ବରଙ୍କ ମନ୍ଦିର ରେ ସବୋ କରୁଥିବା ଗାଯକର ଓ ଆସଫର ବଂଶଧର ଥିଲେ।

Nehemiah 12:19
ମତ୍ତନଯ, ୟୋଯାରୀବ ପରିବାରର ମୁଖ୍ଯ ଥିଲେ, ଉଷି ୟିଦଯିଯ ପରିବାରର ମୁଖ୍ଯ ଥିଲେ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்