Base Word
פֶּטֶר
Short Definitiona fissure, i.e., (concretely) firstling (as opening the matrix)
Long Definitionfirstborn, firstling, that which separates or first opens
Derivationor פִּטְרָה; from H6362
International Phonetic Alphabetpɛˈt̪’ɛr
IPA modpɛˈtɛʁ
Syllablepeṭer
Dictionpeh-TER
Diction Modpeh-TER
Usagefirstling, openeth, such as open
Part of speechn-m
Base Word
פֶּטֶר
Short Definitiona fissure, i.e., (concretely) firstling (as opening the matrix)
Long Definitionfirstborn, firstling, that which separates or first opens
Derivationor פִּטְרָה; from H6362
International Phonetic Alphabetpɛˈt̪’ɛr
IPA modpɛˈtɛʁ
Syllablepeṭer
Dictionpeh-TER
Diction Modpeh-TER
Usagefirstling, openeth, such as open
Part of speechn-f

Exodus 13:2
ଇଶ୍ରାୟେଲ ସନ୍ତାନମାନଙ୍କ ମଧିଅରେ ମନୁଷ୍ଯ ହେଉ କି ପଶୁ ହେଉ, ଯେ କହେି ପ୍ରଥମେ ଜାତ ହବେ, ସହେି ପ୍ରଥମଜାତ ସମସ୍ତଙ୍କୁ ଆମ୍ଭ ଉଦ୍ଦେଶ୍ଯ ରେ ପ୍ରଦାନ କର, ତାହା ଆମ୍ଭର।

Exodus 13:12
ତୁମ୍ଭେ ନିଶ୍ଚଯ ତୁମ୍ଭର ପ୍ରଥମଜାତ ପୁତ୍ରକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ତୁମ୍ଭମାନେେ ତୁମ୍ଭମାନଙ୍କର ଗୋରୁଗାଈମାନଙ୍କ ପ୍ରଥମଜାତ ପୁଂପଶୁ ସଦାପ୍ରଭୁଙ୍କୁ ଦବୋ ଉଚିତ୍।

Exodus 13:12
ତୁମ୍ଭେ ନିଶ୍ଚଯ ତୁମ୍ଭର ପ୍ରଥମଜାତ ପୁତ୍ରକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ତୁମ୍ଭମାନେେ ତୁମ୍ଭମାନଙ୍କର ଗୋରୁଗାଈମାନଙ୍କ ପ୍ରଥମଜାତ ପୁଂପଶୁ ସଦାପ୍ରଭୁଙ୍କୁ ଦବୋ ଉଚିତ୍।

Exodus 13:13
ତୁମ୍ଭେ ମଷେଶାବକ ଦଇେ ପ୍ରେତ୍ୟକକ ପ୍ରଥମଜାତ ଗଧକୁ ମୁକ୍ତ କରିପାରିବ। ଯଦି ତୁମ୍ଭେ ମୁକ୍ତ ନ କର, ତବେେ ତୁମ୍ଭେ ତା'ର ବକେକୁ ଭାଙ୍ଗି ଦବୋ ଉଚିତ୍। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ ହବେ। କିନ୍ତୁ ତୁମ୍ଭକୁ ତୁମ୍ଭର ପ୍ରଥମ ସନ୍ତାନ ପୁତ୍ରମାନଙ୍କୁ ମୁକ୍ତ କରିବାକୁ ହବେ।

Exodus 13:15
ମିଶର ରେ, ଫାରୋ ଥିଲେ ଅତି କଠାେର ମନା। ସେ ଆମ୍ଭକୁ ୟିବାକୁ ଦେଉନଥିଲେ, ତେଣୁ ସଠାେରେ ସଦାପ୍ରଭୁ ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ, ପ୍ରଥମଜାତ ପଶୁମାନଙ୍କୁ ହତ୍ଯା କରିଥିଲେ। ସହେି କାରଣରୁ ଆମ୍ଭମାନେେ ପଶୁମାନଙ୍କର ପ୍ରଥମଜାତ ଅଣ୍ଡିରା ପଶୁ ଉତ୍ସର୍ଗ କରୁ କିନ୍ତୁ ଆମ୍ଭମାନଙ୍କ ପ୍ରଥମଜାତ ପୁତ୍ରମାନଙ୍କୁ ତାଙ୍କ ନିକଟରୁ କିଣି ଫରୋଇ ଆଣୁ।'

Exodus 34:19
କୌଣସି ସ୍ତ୍ରୀର ପ୍ରଥମ ସନ୍ତାନ ମାରେ। ଏପରିକି ଗୋମଷୋଦି ପଲର ପ୍ରଥମଜାତ ସନ୍ତାନ ମାରେ।

Exodus 34:19
କୌଣସି ସ୍ତ୍ରୀର ପ୍ରଥମ ସନ୍ତାନ ମାରେ। ଏପରିକି ଗୋମଷୋଦି ପଲର ପ୍ରଥମଜାତ ସନ୍ତାନ ମାରେ।

Exodus 34:20
ଯଦି ତୁମ୍ଭେ ଏକ ପ୍ରଥମଜାତ ଗଧକୁ ରଖିବାକୁ ଚାହୁଁଛ, ତବେେ ତୁମ୍ଭମାନେେ ଏକ ମଷେ ବଦଳ ରେ ତାହା କ୍ରଯ କରିପାରିବ। କିନ୍ତୁ ଯଦି ତୁମ୍ଭେ ମଷେ ବଦଳ ରେ ତାହା କ୍ରଯ ନକର, ତବେେ ତୁମ୍ଭେ ସହେି ଗଧର ବକେ ଭାଙ୍ଗିବ। ତୁମ୍ଭମାନେେ ତୁମ୍ଭର ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ମୁକ୍ତ କରିପାରିବ। କୌଣସି ବ୍ଯକ୍ତି ବିନା ଉପହାର ରେ ମାେ ପାଖକୁ ଆସିବ ନାହିଁ।

Numbers 3:12
ମୁଁ ତୁମ୍ଭକୁ କହିଥିଲି ଇଶ୍ରାୟେଲର ପ୍ରେତ୍ୟକକ ବଂଶର ପ୍ରଥମ ଜାତ ମାରେ ସବେକ ହବେ। ବର୍ତ୍ତମାନ ଲବେୀୟମାନେ ମାରେ ଅଧିକୃତ, ତେଣୁ ଇଶ୍ରାୟେଲୀୟମାନଙ୍କ ପ୍ରଥମ ଜାତ ପରିବର୍ତେ ଲବେୀୟମାନେ ମାରେ ହବେେ।

Numbers 8:16
କାରଣ ସମାନେେ ଇଶ୍ରାୟେଲ ଲୋକମାନଙ୍କ ମଧ୍ଯରୁ ଆମ୍ଭ ଉବ୍ଦେଶ୍ଯ ରେ ସମ୍ପୂର୍ଣରୂପେ ଦତ୍ତ ଲୋକ, ଆମ୍ଭେ ଇଶ୍ରାୟେଲ ସନ୍ତାନଗଣ ମଧ୍ଯରୁ ସମସ୍ତ ପ୍ରଥମ ଜାତ ସନ୍ତାନ ବଦଳ ରେ ସମାନଙ୍କେୁ ଆପଣା ନିମନ୍ତେ ଗ୍ରହଣ କଲୁ।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்