Base Word
פַּרְסָה
Short Definitiona claw or split hoof
Long Definitionhoof
Derivationfeminine of H6538
International Phonetic Alphabetpɑrˈsɔː
IPA modpɑʁˈsɑː
Syllableparsâ
Dictionpahr-SAW
Diction Modpahr-SA
Usageclaw, (cloven-)footed, hoof
Part of speechn-f

Exodus 10:26
ହଁ, ସଦାପ୍ରଭୁଙ୍କ ଉପାସନା ପାଇଁ ଆମ୍ଭମାନଙ୍କର ପଶୁଗଣଙ୍କୁ ଆମ୍ଭମାନଙ୍କ ସହିତ ନବେୁ। ଏଠା ରେ ଗୋଟିଏ ହେଲେ ଖୁରା ହିଁ ରହିବ ନାହିଁ। କାରଣ ଆମ୍ଭମାନଙ୍କ ସଦାପ୍ରଭୁଙ୍କର ଉପାସନା ନିମନ୍ତେ ସମାନଙ୍କେ ମଧ୍ଯରୁ ବଳି ନବୋକୁ ହବେ। କଣ ଦଇେ ସଦାପ୍ରଭୁଙ୍କର ଉପାସନା କରିବାକୁ ହବେ, ତାହା ଆମ୍ଭମାନେେ ସଠାେରେ ଉପସ୍ଥିତ ନ ହେଲେ ଜାଣି ପାରିବୁ ନାହିଁ। ତେଣୁ ଆମ୍ଭମାନଙ୍କର ଯାହାସବୁ ଅଛି ଆମ୍ଭମାନଙ୍କୁ ସେସମସ୍ତ ଦ୍ରବ୍ଯ ସଙ୍ଗ ରେ ନଇେ ୟିବାକୁ ହବେ।

Leviticus 11:3
ପଶୁମାନଙ୍କ ମଧିଅରେ ଯାହାର ଖୁରା ଦୁଇ ଭାଗ ରେ ବିଭକ୍ତ ଓ ପାଦ ଚିରା ଏବଂ ଯେ ପାକୁଳି କରେ, ତାହାକୁ ତୁମ୍ଭମାନେେ ଭୋଜନ କରିବ।

Leviticus 11:3
ପଶୁମାନଙ୍କ ମଧିଅରେ ଯାହାର ଖୁରା ଦୁଇ ଭାଗ ରେ ବିଭକ୍ତ ଓ ପାଦ ଚିରା ଏବଂ ଯେ ପାକୁଳି କରେ, ତାହାକୁ ତୁମ୍ଭମାନେେ ଭୋଜନ କରିବ।

Leviticus 11:4
କେତକେ ପଶୁ ଅଛନ୍ତି ଯେଉଁମାନେ କି ପାକୁଳି କରନ୍ତି।

Leviticus 11:4
କେତକେ ପଶୁ ଅଛନ୍ତି ଯେଉଁମାନେ କି ପାକୁଳି କରନ୍ତି।

Leviticus 11:5
ମାତ୍ର ସମାନଙ୍କେର ଖୁରା ଦୁଇଫାଳ ରେ ବିଭକ୍ତ ନୁହେଁ, ସଭେଳି ପ୍ରାଣୀଙ୍କୁ ତୁମ୍ଭମାନେେ ଭୋଜନ କରିବ ନାହିଁ।

Leviticus 11:6
ସମାନଙ୍କେ ମଧିଅରେ ଓଟ, ଶାଫନ୍ ଓ ଠକେୁଆ ପ୍ରଭୃତି ତୁମ୍ଭମାନଙ୍କ ପାଇଁ ଅଶୁଚି ଅଟେ।

Leviticus 11:7
ଆଉ କେତକେ ପ୍ରାଣୀ ଅଛନ୍ତି ଯେଉଁମାନଙ୍କର ଦୁଇଫାଳ ବିଶିଷ୍ଟ ଖୁରା ଅଛି। ମାତ୍ର ସମାନେେ ପାକୁଳି କରନ୍ତି ନାହିଁ। ସଗେୁଡିକୁ ମଧ୍ଯ ତୁମ୍ଭମାନେେ ଭୋଜନ କରିବ ନାହିଁ। ସେପ୍ରକାର ପ୍ରାଣୀ ହେଉଛି ଶୂକର, ସେ ମଧ୍ଯ ତୁମ୍ଭମାନଙ୍କ ପାଇଁ ଅଶୁଚି।

Leviticus 11:26
ଯେଉଁସବୁ ଜନ୍ତୁର ଖୁରା ବିଭକ୍ତ ମାତ୍ର ପାଦ ଚିରା ନୁହେଁ, କିମ୍ବା ଯେଉଁମାନେ ପାକୁଳି କରନ୍ତି ନାହିଁ ସମାନେେ ତୁମ୍ଭମାନଙ୍କ ପାଇଁ ଅଶୁଚି। ୟିଏ କହେି ସମାନଙ୍କେୁ ସ୍ପର୍ଶ କରିବ ସେ ଅଶୁଚି ହବେ।

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்