Base Word
אַצִּיל
Short Definitiona joint of the hand (i.e., knuckle); also (according to some) a party-wall (Ezekiel 41:8)
Long Definitionjoining, joint (such as elbow etc)
Derivationfrom H0680 (in its primary sense of uniting)
International Phonetic Alphabetʔɑt͡sˤˈsˤɪi̯l
IPA modʔɑˈt͡siːl
Syllableʾaṣṣîl
Dictionats-SEEL
Diction Modah-TSEEL
Usage(arm) hole, great
Part of speechn-f

Jeremiah 38:12
କୁଶୀଯ ଏବଦ-ମଲକେ ଯିରିମିୟଙ୍କୁ କହିଲା, ତୁମ୍ଭେ ଏହି ଚିରାକନା ଓ ବ୍ଯକ୍ତି ବସ୍ତୁ ଆପଣା ବକ୍ଷ ମୂଳ ରେ ଦିଅ। ଆମ୍ଭମାନେେ ଯେତବେେଳେ ରଜ୍ଜୁ ରେ ତୁମ୍ଭକୁ ଉପରକୁ ଉଠାଇବୁ, ସେଥି ରେ ତୁମ୍ଭକୁ କଷ୍ଟ ହବେ ନାହିଁ। ତେଣୁ ଯିରିମିୟ ସହେିପରି କଲେ।

Ezekiel 13:18
'ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, ସ୍ତ୍ରୀ ଲୋକମାନେ ତୁମ୍ଭକୁ ଧିକ୍, ଯେଉଁମାନେ ସମସ୍ତ ଲୋକମାନଙ୍କ ପାଇଁ କଙ୍କଣ ତିଆରି କରୁଛନ୍ତି ଓ ୟାଦୁ ଓଢ଼ଣୀ ମୁଣ୍ଡ ରେ ପିନ୍ଧିବା ପାଇଁ ତିଆରି କରୁଛନ୍ତି, ଲୋକମାନଙ୍କୁ ଫାଶ ରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି।

Ezekiel 41:8
ମୁଁ ଦେଖିଲି ଯେ ମନ୍ଦିରର ଚତୁର୍ଦ୍ଦିଗ ରେ ଉଚ୍ଚୀକୃତ ମଜେିଆ ଥିଲା। ପାଶର୍‌ବସ୍ଥ କଠାେରୀଗୁଡ଼ିକର ମୂଳଭିତ୍ତି ଛଅହାତ ପରିମିତ ସମ୍ପୂର୍ଣ୍ଣ ଏକ ନଳ ଥିଲା।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்