Base Word
צָפָה
Short Definitionproperly, to lean forward, i.e., to peer into the distance; by implication, to observe, await
Long Definitionto look out or about, spy, keep watch, observe, watch
Derivationa primitive root
International Phonetic Alphabett͡sˤɔːˈpɔː
IPA modt͡sɑːˈfɑː
Syllableṣāpâ
Dictiontsaw-PAW
Diction Modtsa-FA
Usagebehold, espy, look up (well), wait for, (keep the) watch(-man)
Part of speechv

Genesis 31:49
ଏହାପରେ ଲାବନ କହିଲେ, ସଦାପ୍ରଭୁ ଆମ୍ଭର ପର୍ୟ୍ଯବେକ୍ଷଣ କରନ୍ତୁ ଏବଂ ଆମ୍ଭର ମଧ୍ଯସ୍ଥ ହୁଅନ୍ତୁ। ଯେତବେେଳେ ଆମ୍ଭମାନେେ ପରସ୍ପରଠାରୁ ଦୂର ରେ ରହିବୁ। ତା'ପରେ ସେ ଏହାକୁ ମଧ୍ଯ ଡାକିଲେ: ମିସ୍ପା।

1 Samuel 4:13
ସହେି ସମୟରେ ଏଲି ଫାଟକ ପାଖ ରେ ବସି ଅପେକ୍ଷା କରିଥିଲେ, କାରଣ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନିମନ୍ତେ ତାଙ୍କର ହୃଦଯ ଉତ୍କସ୍ଖିତ ଥିଲା। ଇତ୍ଯବସର ରେ ସହେିଲୋକ ସମ୍ବାଦ ଦଲୋ ଏବଂ ନଗରୟାକ ଉଚ୍ଚସ୍ବର ରେ କାନ୍ଦି ଉଠିଲେ।

1 Samuel 14:16
ସେତବେେଳେ ବିନ୍ଯାମୀନ ପ୍ରଦେଶର ଗିବିଯା ରେ ଶାଉଲଙ୍କ ସୈନ୍ଯମାନେ ଦେଖିଲେ ପଲେଷ୍ଟୀୟ ସୈନ୍ଯମାନେ ଏଣତେଣେେ ଦୌଡ଼ନ୍ତିକ୍ସ୍ଟଛନ୍ତି।

2 Samuel 13:34
ଏଥି ମଧିଅରେ ଅବଶା ଲୋମ ପଳାଯନ କରିଥିଲା।

2 Samuel 18:24
ଦାଉଦ ନଗରର ଦକ୍ସ୍ଟଇ ଫାଟକର ମଧିଅରେ ବସିଥିଲେ। ତା'ପରେ ଜଣେ ପ୍ରହରୀ ଦ୍ବାର ଛାତର କାନ୍ଥ ଉପରକକ୍ସ୍ଟ ୟାଇ ଦେଖିଲା ଜଣେ ଲୋକ ଦୌଡି ଦୌଡି ଆସକ୍ସ୍ଟଅଛି।

2 Samuel 18:25
ପ୍ରହରୀଟି ରାଜା ଦାଉଦଙ୍କକ୍ସ୍ଟ କହିଲେ, ରାଜା ଦାଉଦ କହିଲେ, ଯଦି ସେ ଲୋକଜଣକ ଏକା ଆସକ୍ସ୍ଟଅଛି ତବେେ ସେ ଖବର ନଇେ ଆସିଛ।

2 Samuel 18:26
ପ୍ରହରୀ ଆଉ ଜଣେ ଦୌଡି ଆସିବାର ଦେଖିଲା। ପ୍ରହରୀ ଜଣକ ଦ୍ବାରପାଳକକ୍ସ୍ଟ ଡାକି କହିଲା, ଦେଖ! ଆଉ ଜଣେ ଲୋକ ଦୌଡି ଆସକ୍ସ୍ଟଅଛି।

2 Samuel 18:26
ପ୍ରହରୀ ଆଉ ଜଣେ ଦୌଡି ଆସିବାର ଦେଖିଲା। ପ୍ରହରୀ ଜଣକ ଦ୍ବାରପାଳକକ୍ସ୍ଟ ଡାକି କହିଲା, ଦେଖ! ଆଉ ଜଣେ ଲୋକ ଦୌଡି ଆସକ୍ସ୍ଟଅଛି।

2 Samuel 18:27
ପ୍ରହରୀ ଜଣକ କହିଲା, ମୁ ଭାବକ୍ସ୍ଟଛି ପ୍ରଥମ ଲୋକଟି ସାଦୋକର ପକ୍ସ୍ଟତ୍ର ଅହୀମାସ୍।

2 Kings 9:17
ଜଣେ ବିଶ୍ବାସ ଯୋଗ୍ଯ ପ୍ରହରୀ ୟିଷ୍ରିଯଲରେ ଦୁର୍ଗ ଉପରେ ଛିଡା ହାଇେ ଦେଖିଲା, ଯହେୂର ବଡ ଦଳ ଆସୁଅଛନ୍ତି। ସେ ଯୋରାମ ନିକଟକୁ ୟାଇ କହିଲେ, ମୁଁ ଏକ ବଡ ଦଳ ଲୋକ ଆସିବାର ଦେଖୁଛି।

Occurences : 35

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்