Base Word
רָבַע
Short Definitionto be quadrate
Long Definitionto square, be squared
Derivationa primitive root (rather identical with H7250 through the idea of sprawling 'at all fours' (or possibly the reverse is the order of deriv.); compare H0702); properly, to be four (sided); used only as denominative of H7253
International Phonetic Alphabetrɔːˈbɑʕ
IPA modʁɑːˈvɑʕ
Syllablerābaʿ
Dictionraw-BA
Diction Modra-VA
Usage(four-)square(-d)
Part of speechv

Exodus 27:1
ସଦାପ୍ରଭୁ ମାଶାଙ୍କେୁ କହିଲେ, ଏକ ୟଜ୍ଞବଦେୀ ନିର୍ମାଣ କରିବାକୁ ଶିଟୀମ୍ କାଠ ବ୍ଯବହାର କର। ଏହା ଏକ ବର୍ଗ କ୍ଷେତ୍ର ହବୋ ଉଚିତ୍। ଏହାର ର୍ଦୈଘ୍ଯ ଓ ପ୍ରସ୍ଥ ପାଞ୍ଚ ହାତ ଲଖାଏଁେ ହବୋ ଉଚିତ୍। ଏବଂ ଏହାର ଉଚ୍ଚତା ତିନି ହାତ ହବୋ ଉଚିତ୍।

Exodus 28:16
ଚତୁଷ୍କଣ ଓ ଦୋହରା ହବେ। ତହିଁର ଦୀର୍ଘତା ଏକ ଚାଖଣ୍ଡ ଓ ପ୍ରସ୍ଥ ଏକ ଚାଖଣ୍ଡ ହବେ।

Exodus 30:2
ଏହି ବଦେୀ ବର୍ଗାକାର ହବେ। ଏକ ହାତ ଲମ୍ବ, ଏକ ହାତ ପ୍ରସ୍ଥ ଏବଂ ଏହା ଦୁଇ ହାତ ଉଚ୍ଚ ହବୋ ଉଚିତ୍। ଏହାର ଶିଙ୍ଗଗୁଡ଼ିକ ବଦେୀର ଅଂଶ ହବେ।

Exodus 37:25
ସେ ଏକ ଧୂପ ଜଳାଇବା ପାଇଁ ଗୋଟିଏ ବଦେୀ ତିଆରି କଲେ। ସେ ଏଥିପାଇଁ ଶିଟିମ୍ କାଠ ବ୍ଯବହାର କଲେ। ଏହି ବଦେୀଟି ଏକ ବର୍ଗାକାର, ଯାହାର ର୍ଦୈଘ୍ଯ ପ୍ରସ୍ଥ ଥିଲା ଏକ ହାତ ଓ ଉଚ୍ଚତା ଥିଲା ଦୁଇହାତ। ଶିଙ୍ଗଗୁଡିକ ତିଆରି ହାଇେଥିଲା ବଦେୀର ଅଂଶ ଭାବରେ।

Exodus 38:1
ଏହାପରେ ନବୈେଦ୍ଯ ଦଗ୍ଧ କରିବା ପାଇଁ ବତ୍ସଲଲେ ଶିଟୀମ୍ କାଠ ରେ ଏକ ୟଜ୍ଞବଦେୀ ନିର୍ମାଣ କଲେ। ଏହି ହାମବଦେେୀଟି ବର୍ଗାକାର ଥିଲା। ଏହାର ର୍ଦୈଘ୍ଯ ପାଞ୍ଚହାତ, ପ୍ରସ୍ଥ ପାଞ୍ଚହାତ ଏବଂ ଉଚ୍ଚତା ତିନିହାତ ଥିଲା।

Exodus 39:9
ଏହା ଚତୁସ୍କୋଣ ଥିଲା। ସମାନେେ ସହେି ବୁକୁ ପଟାକୁ ଦୋହରା କରି ଏକ ଚାଖଣ୍ଡେ ଲମ୍ବ ଓ ଏକ ଚାଖଣ୍ଡ ପ୍ରସ୍ଥ କଲେ।

1 Kings 7:5
ପ୍ରଲତ୍ୟକକର ଶଲଷସର ତିଲନାଟି କବାଟ ଥିଲା। ସବୁ କବାଟସଖାଲା ଥିଲା ଓ ତା'ର ଦ୍ବାରବନ୍ଧ ବର୍ଗାକାର ଥିଲା।

1 Kings 7:31
ଉପଲର ମାଠିଆ ପାଇଁ ଏକ ଥାକ ଥିଲା। ଏହାର ଲମ୍ବ ଏକ ହାତ ଥିଲା। ମାଠିଆର ମୁହଁ ଗୋଲାକାର ଚତଃଷ୍କୋଣ ଥିଲା। ଏହାର ବ୍ଯାସ ଦଲଢହାତ ଥିଲା।ସସହି ଥାକଲର କଂସାସର ବହୁତ ନକ୍ସା ଅଙ୍କା ୟାଇଥିଲା।

Ezekiel 40:47
ଏହାପ ରେ ସେ ଭିତର ପ୍ରାଙ୍ଗଣ ମାପିଲେ। ତାହା ଏକ ବର୍ଗାକାର ଓ ତାହାର ର୍ଦୈଘ୍ଯ 100 ହାତ ଓ ପ୍ରସ୍ଥ 100 ହାତ ଥିଲା। ୟଜ୍ଞବଦେୀଟି ମନ୍ଦିର ସମ୍ମୁଖ ରେ ଥିଲା।

Ezekiel 41:21
ପବିତ୍ରସ୍ଥାନର କାନ୍ଥଗୁଡ଼ିକ ବର୍ଗାକାର ଥିଲା। ମହାପବିତ୍ର ସ୍ଥାନର ସମ୍ମୁଖ ରେ କାଠ ରେ ନିର୍ମିତ ବଦେୀ ପରି ଦଖାଯାେଉଥିବା କିଛି ଗୋଟିଏ ଥିଲା।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்