Base Word
רִנָּה
Short Definitionproperly, a creaking (or shrill sound), i.e., shout (of joy or grief)
Long Definitionringing cry
Derivationfrom H7442
International Phonetic Alphabetrɪnˈnɔː
IPA modʁiˈnɑː
Syllablerinnâ
Dictionrin-NAW
Diction Modree-NA
Usagecry, gladness, joy, proclamation, rejoicing, shouting, sing(-ing), triumph
Part of speechn-f

1 Kings 8:28
ତଥାପି ହେ ସଦାପ୍ରଭୁ, ମାେ ପରମେଶ୍ବର, ତୁମ୍ଭ ଦାସ ଆଜି ତୁମ୍ଭ ନିକଟରେ କାକୂକ୍ତି କରି ନିବଦନେ କରୁଛି, ଯେ ହତେୁ, ମୁଁ ତୁମ୍ଭର ଦାସ, ତୁମ୍ଭେ ମାରେ ପ୍ରାର୍ଥନା ଓ ବିନତି ରେ ମନୋୟୋଗ କର।

1 Kings 22:36
ପୁଣି ସୂର୍ୟ୍ଯାସ୍ତ ବଳକେୁ ପ୍ରେତ୍ୟକଙ୍କୁ ନିଜ ନିଜ ନଗରକୁ ଓ ଦେଶକୁ ଫରେିୟିବାକୁ ଆଦେଶ ଦିଆଗଲା।

2 Chronicles 6:19
କିନ୍ତୁ ମାେ ପ୍ରାର୍ଥନା ରେ ଓ ମୁଁ ତୁମ୍ଭ ନିକଟରେ ଦୟା ଭିକ୍ଷା କରିବା ସମୟରେ ସେଥିପ୍ରତି ଧ୍ଯାନ ଦିଅ। ହେ ସଦାପ୍ରଭୁ, ମାରେ ପରମେଶ୍ବର, ମୁଁ ତୁମ୍ଭ ନିକଟରେ ଡ଼ାକ ପକାଇବା ସମୟରେ ମାରେ ଡ଼ାକ ଶୁଣ। ମୁଁ ତୁମ୍ଭ ନିକଟରେ ଯେଉଁ ପ୍ରାର୍ଥନା କରିଅଛି, ତାହା ଣୁଣ। ମୁଁ ତୁମ୍ଭର ଦାସ ଅଟେ।

2 Chronicles 20:22
ସହେି ଲୋକମାନେ ପରମେଶ୍ବରଙ୍କର ପ୍ରଶଂସା ଓ ଗାନ କରିବା ସମୟରେ ସଦାପ୍ରଭୁ ଅମ୍ମାନେ, ମାୟୋବ ଓ ସଯେୀର ପାର୍ବତ୍ଯାଞ୍ଚଳର ଲୋକମାନଙ୍କର ଉପରେ ଅତର୍କିତ ଆକ୍ରମଣ କରାଇଲେ। ଯେଉଁ ଲୋକମାନେ ଯିହୁଦାକୁ ଆକ୍ରମଣ କରିବାକୁ ଆସିଥିଲେ, ସମାନେେ ପ୍ରହାରିତ ହେଲେ।

Psalm 17:1
ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଥରେ ଶୁଣ ଓ ମାେତେ ନ୍ଯାଯ ପ୍ରଦାନ କର। ମୁଁ ତୁମ୍ଭକୁ ଉଚ୍ଚ ସ୍ବରରେ ଡ଼ାକୁ ଅଛି। ୟେ ହତେୁ ମୁଁ ନିଷ୍କପଟ, ତଣେୁ ୟାହା ମୁଁ କହୁଛି, ଦୟାକରି ମାରେ ପ୍ରାର୍ଥନାକୁ ଗ୍ରହଣ କର।

Psalm 30:5
ପରମେଶ୍ବର କୋର୍ଧିତ ହୁଅନ୍ତି। ତଣେୁ ତାଙ୍କର ନିଷ୍ପତ୍ତି ହିଁ ମୃତ୍ଯୁ। କିନ୍ତୁ ସେ ମାେ ପ୍ରତି କରୁଣା ପ୍ରଦର୍ଶନ କରି ମାେତେ ଜୀବନଦାନ ଦଇେଛନ୍ତି। ସାରା ରାତି ମୁଁ କାନ୍ଦୁଥିଲି। ତା'ପରଦିନ ସକାଳୁ ଦେଖିଲି, ମୁଁ ଖୁସିରେ ଗୀତ ବୋଲୁଛି।

Psalm 42:4
ଯେତବେେଳେ ମୁଁ ମନେ ପକାଏ, ମାରେ ହୃଦଯ ବିଦୀର୍ଣ୍ଣ ହାଇୟୋଏ। ସହେି ସୁଦିନ ଗୁଡ଼ିକୁ ୟାହା ମୁଁ ତୁମ୍ଭ ମନ୍ଦିରରେ କଟାଇଥିଲି। ଯେତବେେଳେ ଲୋକଭିଡ଼ ମଧ୍ୟରେ ମୁଁ ପରମେଶ୍ବରଙ୍କ ମନ୍ଦିରକୁ ଚାଲିଲି, ମୁଁ ମନେ ପକାଏ ସହେିସବୁ ଖୁସିର ଦିନଗୁଡ଼ିକ ଓ ପ୍ରଶଂସାର ଗୀତ ସବୁ ୟାହାକି ଲୋକମାନେ ପର୍ବପର୍ବାଣି ବେଳେ ଗାନ କରନ୍ତି।

Psalm 47:1
ହେ ସର୍ବଗୋଷ୍ଠୀଯମାନେ ଆନନ୍ଦରେ କରତାଳି ଦିଅ। ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଜଯଧ୍ବନି କର।

Psalm 61:1
ପରମେଶ୍ବର, ସାହାୟ୍ଯ ପାଇଁ ମାରେ କ୍ରନ୍ଦନ ଶୁଣ। ମାରେ ପ୍ରାର୍ଥନାରେ ମନୋୟୋଗ କର।

Psalm 88:2
ମାରେ ପ୍ରାର୍ଥନା ପ୍ରତି ଟିକେ ଧ୍ଯାନ ଦିଅ। ମାେ ପ୍ରତି ଦୟାକରି, ମାରେ ପ୍ରାର୍ଥନାରେ କର୍ଣ୍ଣପାତ କର।

Occurences : 33

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்