Base Word
שִׁכּוֹר
Short Definitionintoxicated, as a state or a habit
Long Definitiondrunken
Derivationor שִׁכֹּר; from H7937
International Phonetic Alphabetʃɪk̚ˈkor
IPA modʃiˈko̞wʁ
Syllablešikkôr
Dictionshik-KORE
Diction Modshee-KORE
Usagedrunk(-ard, -en, -en man)
Part of speecha

1 Samuel 1:13
ସହେି ସମୟରେ ହାନ୍ନା ମନେ ମନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। କବଳେ ତାଙ୍କର ଓଷ୍ଠ ହଲକ୍ସ୍ଟଥିଲା। ମାତ୍ର ତାଙ୍କର ସ୍ବର ଶକ୍ସ୍ଟଣା ଯାଉନଥିଲା। ତେଣୁ ସେ ଗଭୀର ଭାବରେ ଦ୍ରାକ୍ଷାପାନ କରିଛି ବୋଲି ଏଲି ଭାବିଲେ।

1 Samuel 25:36
ଯେତବେେଳେ ଅବୀଗଲ ନାବଲ ନିକଟକକ୍ସ୍ଟ ଆସିଲା। ସେତବେେଳେ ସେ ଦେଖିଲା ସେ ନିଜ ଘ ରେ ରାଜ ଭୋଜନ ପରି ଭୋଜନ କରୁଥିଲା, ନାବଲ୍ ଅତିଶଯ ମଦ୍ଯପାନ କରିଥିଲା ଓ ତା'ର ମନ ଅତ୍ଯନ୍ତ ଖକ୍ସ୍ଟସିଥିଲା। ଏହି ହତେକ୍ସ୍ଟ ସେ ସକାଳ ପର୍ୟ୍ଯନ୍ତ କୌଣସି କଥା ଜଣାଇଲା ନାହିଁ।

1 Kings 16:9
ରାଜା ଏଲାଙ୍କର ରଥ ସମୂହର ଅର୍ଦ୍ଧକରେ ଅଧ୍ଯକ୍ଷ ସିମ୍ରି ନାମକ ରାଜାଙ୍କର ଜଣେ ଅଧିକାରୀ ଥିଲେ, ଏଲାଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ। ସହେି ସମୟରେ ଏଲା ଅର୍ସାର ଗୃହ ରେ ମଦ୍ଯପାନ କରି ମାତାଲ ହାଇଗେଲା। ଅର୍ସା ତିର୍ସା ପ୍ରାସାଦର ଦାଯିତ୍ବ ରେ ଥିଲା।

1 Kings 20:16
ମଧ୍ଯାହ୍ନ ରେ ଯେତବେେଳେ ରାଜା ବିନ୍ହଦଦ୍ ଓ ବତିଶ ଜଣ ଅନ୍ୟ ରାଜା ନିଜ ଶିବିର ରେ ପାନ କରୁଥିଲେ ଓ ମତ୍ତ ହାଇେଥିଲେ, ସହେି ସମୟରେ ଆହାବ୍ ଆକ୍ରମଣ ଆରମ୍ଭ କରି ଦେଲେ।

Job 12:25
ସହେି ନେତାମାନେ ଆଲୋକ ବିନା ଅନ୍ଧାର ରେ ଦରାଣ୍ଡି ହୁଅନ୍ତି। ପରମେଶ୍ବର ସମାନଙ୍କେୁ ମାତାଲ ଭଳି ଟଳମଳ ଓ ଇତସ୍ତତଃ କରାନ୍ତି।

Psalm 107:27
ସମାନେେ ମତ୍ତଲୋକ ପରି ଏକଡ଼ ସକେଡ଼ ଦୋହଲନ୍ତି। ଏବଂ ସମାନଙ୍କେର ବୁଦ୍ଧି ହଜିୟାଏ।

Proverbs 26:9
ମତ୍ତଲୋକର ହସ୍ତ ରେ କଣ୍ଟକ ଉଠାୟିବା ଯେପରି, ମୂର୍ଖମାନଙ୍କ ମୁଖ ରେ ହିତାପଦେେଶ ବାକ୍ଯ ଠିକ୍ ସହେିପରି ଅଟେ।

Isaiah 19:14
ସଦାପ୍ରଭୁ ମିଶରୀଯମାନଙ୍କୁ ବିଭ୍ରାନ୍ତ କରାଇଛନ୍ତି। ସମାନେେ ନିଜେ ବାଉଳା ହାଇେଛନ୍ତି ଓ ମିଶରକୁ କୁପଥରେ ନଇେଛନ୍ତି। ସହେି ପ୍ରାଚୀନଗଣ ଯାହା ସବୁ କରିଛନ୍ତି ସେ ସମସ୍ତ କୁକର୍ମ। ମାତାଲ ନିଜ ବାନ୍ତି ରେ ଟଳଟଳ ହେଲାପରି ସମାନେେ ମିଶରକୁ ପ୍ରେତ୍ୟକକ କାର୍ୟ୍ଯ ରେ ବିପଥଗାମୀ କରିଛନ୍ତି।

Isaiah 24:20
ପୃଥିବୀର ଅପରାଧ ପାପଭାର ବହୁତ ବଢ଼ି ୟାଇଛି ଓ ସହେି ଭାର ରେ ତାହାର ପତନ ଘଟିବ। ପୃଥିବୀ ଗୋଟିଏ ମଦ୍ଯପ ପରି ପଡ଼ିବ ଓ ଗୋଟିଏ କୁଡ଼ିଆ ଘର ପରି ଦୋହଲିବ। ଏହା ଆଉ ତିଷ୍ଠିବ ନାହିଁ।

Isaiah 28:1
ଶମରିଯାକୁ ଚାହଁ ! ଇଫ୍ରଯିମର ମତ୍ତ ଲୋକମାନେ ନିଜ ନଗରୀ ପାଇଁ ଗର୍ବିତ। କାରଣ ପର୍ବତ ଉପ ରେ ଅବସ୍ଥିତ ଓ ଫଳଶାଳୀ ଉପତ୍ୟକା ବେଷ୍ଟିତ ସହେି ନଗରୀକୁ ଶମରିଯାମାନେ ରମଣୀଯ ପୁଷ୍କର ମୁକୁଟ' ସଦୃଶ, ମାତ୍ର ସହେି ଭୂଷଣ ସ୍ବରୂପ ସୁନ୍ଦର ପୁଷ୍ପ ମ୍ଲାନ ହବେ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்