Base Word
שַׁלּוּם
Short DefinitionShallum, the name of fourteen Israelites
Long Definitionson of Jabesh, conspirator and slayer of king Zachariah of the northern kingdom of Israel ending the dynasty of Jehu; assumed the throne and became the 15th king of the northern kingdom; reigned for one month and was killed by Menahem
Derivationor (shorter) שַׁלֻּם; the same as H7966
International Phonetic Alphabetʃɑlˈluːm
IPA modʃɑˈlum
Syllablešallûm
Dictionshahl-LOOM
Diction Modsha-LOOM
UsageShallum
Part of speechn-pr-m

2 Kings 15:10
ଆଉ ୟାବେଶଙ୍କ ପୁତ୍ର ଶଲ୍ଲମ ୟିଖରିଯଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ତାଙ୍କୁ ସମସ୍ତଙ୍କ ସମ୍ମୁଖ ରେ ବଧ କଲେ ଓ ନୂତନ ରୂପେ ରାଜା ହେଲେ।

2 Kings 15:13
ଯିହୁଦା ରେ ଉଷିୟଙ୍କ ରାଜତ୍ବର ଅଣଗ୍ଭଳିଶ ବର୍ଷ ରେ ୟାବେଶଙ୍କ ପୁତ୍ର ଶଲ୍ଲୁମ ଇଶ୍ରାୟେଲ ରେ ରାଜା ହେଲେ। ସେ ଶମରିଯା ରେ ଏକମାସ ପାଇଁ ଶାସନ କଲେ।

2 Kings 15:14
ଆଉ ଗାଦିର ପୁତ୍ର ମନ ହେମ୍ ତିର୍ସାରୁ ଆସି ଶମରିଯା ରେ ଉପସ୍ଥିତ ହେଲେ ଓ ୟାବେଶଙ୍କ ପୁତ୍ର ଶଲ୍ଲୁମଙ୍କୁ ଶମରିଯା ରେ ଆଘାତ କରି ବଧ କଲେ ଓ ତାଙ୍କ ପଦ ରେ ରାଜ୍ଯ କଲେ।

2 Kings 15:15
ଶଲ୍ଲୁମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ଜିଖରିଯଙ୍କ ବିରୁଦ୍ଧ ରେ କୃତ ଚକ୍ରାନ୍ତ ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

2 Kings 22:14
ଏଣୁ ହିଲକିଯ ଯାଜକ, ଅହୀକାମ୍, ଅକ୍ବୋର, ଶାଫନ ଓ ଅସାଯ ବସ୍ତ୍ରାଗାର ରକ୍ଷକ ହର୍ହସର ପୌତ୍ର, ତିକ୍ବର ପୁତ୍ର ଶଲ୍ଲୁମର ଭାର୍ୟ୍ଯା ହୁଲଦା ଭବିଷ୍ଯଦ୍ବକ୍ତା ନିକଟକୁ ଗଲେ। ୟିଏ ଯାଜକର ଲୁଗାର ଯତ୍ନ ନେଲେ। ସେ ୟିରୁଶାଲମର ଦ୍ବିତୀୟ କୋଠରୀ ରେ ବାସ କରୁଥିଲା। ସମାନେେ ତା' ସହିତ କଥାବାର୍ତ୍ତା ହେଲେ।

1 Chronicles 2:40
ଇଲୀଯାସ ସିସମୟଙ୍କର ପିତା ଥିଲେ। ସିସମୟ ଶଲ୍ଲୁମଙ୍କର ପିତା ଥିଲେ।

1 Chronicles 2:41
ଶଲ୍ଲୁମ୍ ୟିକମିଯଙ୍କ ପିତା ଥିଲେ ଏବଂ ୟିକମିଯ ଇଲୀଶାମଙ୍କର ପିତା ଥିଲେ।

1 Chronicles 3:15
ଯୋଶିୟଯଙ୍କ ପୁତ୍ରମାନଙ୍କର ତାଲିକା ଏହି : ପ୍ରଥମ ପୁତ୍ର ୟୋହାନନ୍, ଦ୍ବିତୀୟ ପୁତ୍ର, ଯିହାୟୋଦାରକୀମ୍, ତୃତୀୟ ପୁତ୍ର ସିଦିକିଯ, ଚତୁର୍ଥ ପୁତ୍ର ଶଲ୍ଲୁମ୍।

1 Chronicles 4:25
ଶୌଲଙ୍କର ପୁତ୍ର ଥିଲେ ଶଲ୍ଲୁମ। ଶଲ୍ଲୁମଙ୍କର ପୁତ୍ର ଥିଲେ ମିବସମ୍। ମିବସମ୍ଙ୍କର ପୁତ୍ର ଥିଲେ ମିସମ।

1 Chronicles 6:12
ଅହୀଟୂବ୍ ସାଦୋକଙ୍କ ପିତା ଥିଲେ। ସାଦୋକ ଶଲ୍ଲୁମ୍ଙ୍କ ପିତା ଥିଲେ।

Occurences : 27

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்