Base Word
שְׁפִי
Short Definitionbareness; concretely, a bare hill or plain
Long Definitionbareness, smooth or bare height, bare place, high places, barren height
Derivationfrom H8192
International Phonetic Alphabetʃɛ̆ˈpɪi̯
IPA modʃɛ̆ˈfiː
Syllablešĕpî
Dictionsheh-PEE
Diction Modsheh-FEE
Usagehigh place, stick out
Part of speechn-m

Numbers 23:3
ତହୁଁ ବିଲିଯମ ବାଲାକକୁ କହିଲେ, ତୁମ୍ଭେ ଆପଣା ହୋମବଳୀ ନିକଟରେ ଠିଆ ହୁଅ। ମୁଁ ଅନ୍ୟ ଏକ ସ୍ଥାନକୁ ୟିବି। ପ୍ରାଯ ସଦାପ୍ରଭୁ ମାେତେ ସାକ୍ଷାତ କରିବାକୁ ଆସିବେ। ଆଉ ସେ ଯାହା ନିର୍ଦ୍ଦେଶ ଦବେେ, ତାହା ହିଁ ତୁମ୍ଭକୁ କହିବି। ଏଣୁ ସେ ଏକ ଉଚ୍ଚସ୍ଥାନକୁ ଗଲେ।

Isaiah 41:18
ଆମ୍ଭେ ବୃକ୍ଷଶୂନ୍ଯ ଉଚ୍ଚଭୂମିରେ ନଦନଦୀ ସୃଷ୍ଟି କରିବା, ଉପତ୍ୟକାର ମଧ୍ଯ ଭାଗ ରେ ଝରଣାମାନ ଫିଟାଇବା, ପ୍ରାନ୍ତରକୁ ଜଳାଶଯ ଓ ଶୁଷ୍କ ଭୂମିରେ ନିର୍ଝର ଜଳ ପ୍ରବାହିତ କରାଇବା।

Isaiah 49:9
ତୁମ୍ଭେ ବନ୍ଦୀଗଣଙ୍କୁ ବାହାରି ୟାଅ ବୋଲି, 'ଅନ୍ଧକାରସ୍ଥିତ' ଲୋକମାନଙ୍କୁ ଆପଣାମାନଙ୍କୁ ଦଖାେଅ ବୋଲି କହିବ। ସମାନେେ ପଥରେ ଚରିବେ ଓ ବୃକ୍ଷଶୂନ୍ଯ ଉଚ୍ଚସ୍ଥଳୀ ସକଳ ସମାନଙ୍କେର ଚରାସ୍ଥାନ ହବେ।

Jeremiah 3:2
ନିଷ୍ଫଳ ପର୍ବତକୁ ଦେଖ। କେଉଁଠା ରେ ତୁମ୍ଭେ ବ୍ଯଭିଚାର କରି ନାହଁ ? ଯେପରି ଜଣେ ଆରବୀଯ ଲୋକ ପ୍ରାନ୍ତର ରେ ବ ସେ, ସହେିପରି ତୁମ୍ଭେ ସମାନଙ୍କେ ନିମନ୍ତେ ରାଜପଥରେ ବସିଅଛ। ଆଉ ତୁମ୍ଭେ ଆପଣା ଅବିଶ୍ବାସନୀଯତା ଓ ଦୁଷ୍କର୍ମ ଦ୍ବାରା ଦେଶକୁ 'ଅଶୁଚି' କରିଅଛ।

Jeremiah 3:21
ବୃକ୍ଷଶୂନ୍ଯ ପାହାଡ଼ ଉପ ରେ ଇଶ୍ରାୟେଲ ଲୋକମାନଙ୍କର ରୋଦନ ତୁମ୍ଭମାନେେ ଶୁଣିବ। ସମାନେେ ଜାରେ ରେ ଚିତ୍କାର କରୁଛନ୍ତି, ଏବଂ କରୁଣା ପାଇଁ ପ୍ରାର୍ଥନା କରୁଛନ୍ତି। କାରଣ ସମାନେେ କୁଟିଳ ପଥଗାମୀ ହାଇେଛନ୍ତି ଓ ସମାନଙ୍କେର ସଦାପ୍ରଭୁ ପରମେଶ୍ବରଙ୍କୁ ପାଶୋରି ଦଇେଛନ୍ତି।

Jeremiah 4:11
ସହେି ସମୟରେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ପାଖକୁ ଏହି ବାର୍ତ୍ତା ଆସିବ, ପ୍ରାନ୍ତରସ୍ଥ ବୃକ୍ଷଶୂନ୍ଯ ଉଚ୍ଚସ୍ଥଳୀରୁ ଆମ୍ଭ ଲୋକମାନଙ୍କ ଆଡ଼କୁ ଉଷ୍ମବାଯୁ ଆସୁଅଛି। ତାହା ଶସ୍ଯରୁ ତୁଷ ଝାଡ଼ିବା ପାଇଁ ଧୀର ବାଯୁ ନୁହେଁ।

Jeremiah 7:29
ହେ ଯିରିମିୟ, ଆପଣା ମସ୍ତକର କେଶ କାଟି ପକାଇ ଦିଅ ଓ ବୃକ୍ଷଶୂନ୍ଯ ଉଚ୍ଚସ୍ଥଳୀ ରେ ବିଳାପ କର। କାରଣ ସଦାପ୍ରଭୁ ଏହି ବଂଶପ୍ରତି କୋରଧଭାବ ଓ ବିମୁଖତା ପ୍ରକାଶ କରି ଏହି ବଂଶକୁ ଅଗ୍ରାହ୍ଯ ଓ ପରିତ୍ଯାଗ କରିଛନ୍ତି।

Jeremiah 12:12
ଧ୍ବଂସକାରୀଗଣ ପ୍ରାନ୍ତରସ୍ଥ ବୃକ୍ଷଶୂନ୍ଯ ଗିରି ସକଳର ଉପରକୁ ଆସିଅଛନ୍ତି। କାରଣ ସଦାପ୍ରଭୁଙ୍କ ଖଡ୍ନ ଦେଶର ଏକ ସୀମାରୁ ଅନ୍ୟ ସୀମା ପର୍ୟ୍ଯନ୍ତ ଗ୍ରାସ କରୁଅଛି। କୌଣସି ପ୍ରାଣୀ ନିରାପଦ ନୁହେଁ।

Jeremiah 14:6
ପୁଣି ବନ ଗର୍ଦ୍ଦଭମାନେ ବୃକ୍ଷଶୂନ୍ଯ ଗିରି ଉପ ରେ ଠିଆ ହାଇେ ଶୃଗାଳମାନଙ୍କ ପରି ବାଯୁ ସକାେଶ ଧକାନ୍ତି। ତୃଣ ନ ଥିବାରୁ ସମାନଙ୍କେ ଚକ୍ଷୁ କ୍ଷୀଣ ହୁଏ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்