Base Word
אַשְׁמֻרָה
Short Definitiona night watch
Long Definitionwatch (a period of time), night-watch
Derivationor אַשׁמוּרָה; or אַשׁמֹרֶת; (feminine) from H8104
International Phonetic Alphabetʔɑʃ.muˈrɔː
IPA modʔɑʃ.muˈʁɑː
Syllableʾašmurâ
Dictionash-moo-RAW
Diction Modash-moo-RA
Usagewatch
Part of speechn-f

Exodus 14:24
ପ୍ରଭାତ ରେ ସଦାପ୍ରଭୁ ମେଘସ୍ତମ୍ଭ ଓ ଆଲୋକ ସ୍ତମ୍ଭ ଦଇେ ମିଶ୍ରୀଯ ସୈନ୍ଯମାନଙ୍କୁ ଦେଖିଲେ ଏବଂ ସଦାପ୍ରଭୁ ମିଶରୀଯ ସୈନ୍ଯମାନଙ୍କୁ ଦ୍ବନ୍ଦ ରେ ପକାଇଲେ।

Judges 7:19
ତେଣୁ ଗିଦ୍ଦିୟୋନ ଏବଂ ତାଙ୍କ ସହିତ ଥିବା 100 ସୈନିକ ଛାଉଣୀ ପାଖ ରେ ପହନ୍ଚିଲେ। ସେତବେେଳେ ମିଦିଯନୀଯମାନେ ସମାନଙ୍କେର ନୂତନ ପ୍ରହରୀମାନଙ୍କୁ ପରିବର୍ତ୍ତନ କରୁଥିଲେ। ଏହା ମଧ୍ଯ ରାତ୍ରି ସମୟ ଥିଲା। ଏହି ସମୟରେ ଗିଦ୍ଦିୟୋନ ଓ ତା'ର ଲୋକମାନେ ସମାନଙ୍କେର ଶିଙ୍ଗାଗକ୍ସ୍ଟଡିକ ବଜାଇବାକକ୍ସ୍ଟ ଲାଗିଲେ ଓ ସମାନଙ୍କେର ଜାରଗୁଡିକୁ ଭାଙ୍ଗି ଚକ୍ସ୍ଟରମାର କରି ପକାଇଲେ।

1 Samuel 11:11
ତା' ପରଦିନ ପ୍ରଭାତ ରେ ଶାଉଲ ତାଙ୍କ ସୈନ୍ଯମାନଙ୍କୁ ତିନିଭାଗ କରି ସୂର୍ େଯ୍ଯାଦଯ ସମୟରେ ଅେମ୍ମାନୀୟ ଶିବିର ରେ ଆତର୍କିତ ଆକ୍ରମଣ କଲେ। ସମାନେେ ସମାନଙ୍କେର ପ୍ରହରୀସବୁ ପରବର୍ତ୍ତନ କରୁଥିଲେ ତେଣୁ ପୂର୍ବାହ୍ନ ପୂର୍ବରକ୍ସ୍ଟ ଶାଉଲ ଏବଂ ତାଙ୍କ ସୈନ୍ଯ ତାଙ୍କୁ ପରାସ୍ତ କଲେ ଅମ୍ମାନେୀୟମାନେ ବିଭିନ୍ନ ଆଡେ ଦୌଡି ପଳାଇଲେ। ସୈନ୍ଯମାନେ ଏପରି ପଳାଯନ କଲେ ଯେ, ଦକ୍ସ୍ଟଇଟି ସୈନ୍ଯ ଏକତ୍ରୀତ ହାଇେ ପାରିଲେ ନାହିଁ।

Psalm 63:6
ମୁଁ ଶୟ୍ଯା ଉପରେ ଗଡ଼ୁଥିବା ସମଯରେ ତୁମ୍ଭକୁ ମନେ କରିବି। ରାତି ସମଯରେ ମଧ୍ଯ ମୁଁ ତୁମ୍ଭ ବିଷଯରେ ଭାବିବି।

Psalm 90:4
ତୁମ୍ଭ ଦୃଷ୍ଟିରେ, ସହସ୍ର ବର୍ଷ ଗତକାଲିର ତୁଲ୍ଯ ଓ ରାତ୍ରୀର ଅଳ୍ପ ସମୟପରି।

Psalm 119:148
ମୁଁ ତୁମ୍ଭର ପ୍ରତିଜ୍ଞା ଧ୍ଯାନ କରିବା ପାଇଁ ରାତ୍ରି ଉଜାଗର ରହିଲି।

Lamentations 2:19
ଉଠ, ରାତ୍ରିର ପ୍ରେତ୍ୟକକ ପ୍ରହରର ଆରମ୍ଭ ରେ ଆର୍ତ୍ତସ୍ବର କର; ସଦାପ୍ରଭୁଙ୍କ ସମ୍ମୁଖ ରେ ତୁମ୍ଭର ହୃଦଯ ଜଳପରି ଢ଼ାଳି ଦିଅ; ତୁମ୍ଭର ସନ୍ତାନସନ୍ତତିଙ୍କ ପ୍ରାଣରକ୍ଷା ପାଇଁ ତାଙ୍କ ସମ୍ମୁଖ ରେ ହାତୟୋଡ଼ି ପ୍ରାର୍ଥନା କର। କାରଣ ସମାନେେ ପ୍ରେତ୍ୟକକ ସଡ଼କ ମୁଣ୍ଡ ରେ କ୍ଷୁଧା ରେ ଛଟପଟ ହେଉଛନ୍ତି।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்