Base Word
שֶׁרֶץ
Short Definitiona swarm, i.e., active mass of minute animals
Long Definitionteeming or swarming things, creepers, swarmers
Derivationfrom H8317
International Phonetic Alphabetʃɛˈrɛt͡sˤ
IPA modʃɛˈʁɛt͡s
Syllablešereṣ
Dictionsheh-RETS
Diction Modsheh-RETS
Usagecreep(-ing thing), move(-ing creature)
Part of speechn-m

Genesis 1:20
ଏହାପରେ ପରମେଶ୍ବର କହିଲେ, ଜଳ ଜୀବିତ ପ୍ରାଣୀ ରେ ପୂର୍ଣ୍ଣ ହେଉ ଏବଂ ପକ୍ଷୀମାନେ ପୃଥିବୀ ଉପରେ ଓ ଆକାଶ ତାରଣେ ତଳେ ଉଡ଼ନ୍ତୁ।

Genesis 7:21
ପୃଥିବୀପୃଷ୍ଠରୁ ପ୍ରେତ୍ୟକକ ସଜୀବ ପ୍ରାଣୀ ମୃତ୍ଯୁବରଣ କଲେ। ପ୍ରେତ୍ୟକକ ପୁରୁଷ ଓ ସ୍ତ୍ରୀ,

Leviticus 5:2
କିମ୍ବା ଯଦି କୌଣସି ବ୍ଯକ୍ତି କିଛି ଅଶୁଚି ଦ୍ରବ୍ଯ ସ୍ପର୍ଶ କରେ ଅର୍ଥାତ୍ ଅଶୁଚି ପଶୁର ଶବ, କି ଅଶୁଚି ଗୋମଷୋଦି ଶବ କି ଅଶୁଚି ଉ ରୋଗାମୀ ପ୍ରାଣୀର ଶବ ସ୍ପର୍ଶ କରେ ଓ ଯଦି ସେ ଏହା ଅଜାଣତ ରେ କରିଥାଏ ତଥାପି ସେ ଅପରାଧୀ ହବେ।

Leviticus 11:10
ମାତ୍ର ସମୁଦ୍ର କିମ୍ବା ନଦୀ ରେ ବାସ କରୁଥିବା ଜଳଚର ପ୍ରାଣୀମାନଙ୍କ ମଧିଅରେ, ଯେଉଁମାନଙ୍କର ଡଣୋ ବା କାତି ନାହିଁ, ସମାନଙ୍କେୁ ତୁମ୍ଭେ ଭୋଜନ କରିବ ନାହିଁ।

Leviticus 11:20
ପୁଣି ଚାରିପାଦ ଗମନକାରୀ ପକ୍ଷ ବିଶିଷ୍ଟ ଜୀବ ସକଳ ତୁମ୍ଭମାନଙ୍କର ଘୃଣା ଯୋଗ୍ଯ ହବେେ।

Leviticus 11:21
ତଥାପି ଚତୁଷ୍ପଦ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁ ମଧିଅରେ ଭୁମି ରେ ଡଇେଁବା ପାଇଁ ଯେଉଁମାନଙ୍କର ଗୋଡନଳୀ ଦୀର୍ଘ ସମାନେେ ତୁମ୍ଭମାନଙ୍କର ଖାଦ୍ୟ ହବେ।

Leviticus 11:23
ମାତ୍ର ଏମାନଙ୍କ ବ୍ଯତୀତ ଚାରି ଗୋଡିଆ ଉଡନ୍ତା ସମସ୍ତ ପତଙ୍ଗ ତୁମ୍ଭମାନଙ୍କର ଘୃଣା ଯୋଗ୍ଯ ହବେ।

Leviticus 11:29
ଆଉ ଭୂଚର ଉରୋଗାମୀ ଜନ୍ତୁମାନଙ୍କ ମଧିଅରେ ଏଗୁଡିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହବେ। ସମାନେେ ହେଲ ଚୁଚୁନ୍ଦ୍ରା, ମୂଷା ଓ ସବୁ ଜାତିର ବଡ ଏଣ୍ଡୁଅ।

Leviticus 11:31
ଏହି ଉରୋଗାମୀ ଜନ୍ତୁଗୁଡିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହବେେ। ଯେ କହେି ସମାନଙ୍କେର ଶବକୁ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

Leviticus 11:41
ଆଉ ଭୂଚର ପ୍ରେତ୍ୟକକ ଉ ରୋଗାମୀ ପ୍ରାଣୀ ଘୃଣା ଯୋଗ୍ଯ ଅଟେ, ତାହା ଖାଦ୍ୟ ହବେ ନାହିଁ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்