Base Word
תָּקַע
Short Definitionto clatter, i.e., slap (the hands together), clang (an instrument); by analogy, to drive (a nail or tent-pin, a dart, etc.); by implication, to become bondsman by handclasping)
Long Definitionto blow, clap, strike, sound, thrust, give a blow, blast
Derivationa primitive root
International Phonetic Alphabett̪ɔːˈk’ɑʕ
IPA modtɑːˈkɑʕ
Syllabletāqaʿ
Dictiontaw-KA
Diction Modta-KA
Usageblow (a trumpet), cast, clap, fasten, pitch (tent), smite, sound, strike, × suretiship, thrust
Part of speechv

Genesis 31:25
ତା' ପରଦିନ ଲାବନ ଯାକୁବକୁ ଧରିଲେ। ଯାକୁବ ପର୍ବତ ଉପରେ ତାଙ୍କର ତମ୍ବୁ ପକାଇଲେ। ତେଣୁ ଲାବନ ଏବଂ ତାଙ୍କର ସମସ୍ତ ଲୋକମାନେ ପର୍ବତମଯ ଦେଶ ଗିଲିଯଦ ରେ ଛାଇଣୀ ପକାଇଲେ।

Genesis 31:25
ତା' ପରଦିନ ଲାବନ ଯାକୁବକୁ ଧରିଲେ। ଯାକୁବ ପର୍ବତ ଉପରେ ତାଙ୍କର ତମ୍ବୁ ପକାଇଲେ। ତେଣୁ ଲାବନ ଏବଂ ତାଙ୍କର ସମସ୍ତ ଲୋକମାନେ ପର୍ବତମଯ ଦେଶ ଗିଲିଯଦ ରେ ଛାଇଣୀ ପକାଇଲେ।

Exodus 10:19
ତେଣୁ ସଦାପ୍ରଭୁ ପବନର ଦିନ ପରିବର୍ତ୍ତନ କଲେ। ପଶ୍ଚିମ ଦିଗରୁ ପ୍ରଚଣ୍ଡ ବଗେ ରେ ପବନ ବହିଲା। ଏହି ପବନ ମିଶରରୁ ସମସ୍ତ ପଙ୍ଗପାଳଦଳକୁ ଉଡାଇ ନଇେ ଲୋହିତ ସୂଫ ସାଗର ରେ ପକାଇଲା। ଏପରିକି ଗୋଟିଏ ହେଲେ ପଙ୍ଗପାଳ ମିଶର ରେ ରହିଲେ ନାହିଁ।

Numbers 10:3
ସମାନେେ ଯେତବେେଳେ ଦୁଇଟି ତୁରୀ ବଜାଇବେ ସମସ୍ତ ଲୋକମାନେ ସମାଗମ ତମ୍ବୁ ରେ ତୁମ୍ଭ ନିକଟରେ ଏକତ୍ରୀତ ହବୋ ଉଚିତ୍।

Numbers 10:4
ଯଦି ସମାନେେ ଏକ ତୂରୀ ବଜାଇବେ ତବେେ ପରିବାରବର୍ଗର ଅଧିପତିମାନେ ତିମ୍ଭ ନିକଟରେ ଏକତ୍ରୀତ ହବୋ ଉଚିତ୍।

Numbers 10:5
ଯଦି ତୁମ୍ଭମାନେେ ତୂରୀକୁ ଅଧା ବଜାଅ, ପୂର୍ବ ଦିଗସ୍ଥିତ ଛୀଉଣୀର ଲୋକମାନେ ୟାତ୍ରା କରିବା ଉଚିତ୍।

Numbers 10:6
ପୁଣି ତୁମ୍ଭମାନେେ ଦ୍ବିତୀୟଥର ତୂରୀ ଅଧା ବଜାଇଲେ ଦକ୍ଷିଣ ଦିଗସ୍ଥିତ ଛାଉଣୀର ଲୋକମାନେ ୟାତ୍ରା କରିବେ। ଏହି କ୍ରମ ରେ ସମାନେେ ଲୋକମାନଙ୍କର ୟାତ୍ରା ନିମନ୍ତେ ରଣତୂରୀ ବଜାଇବେ।

Numbers 10:6
ପୁଣି ତୁମ୍ଭମାନେେ ଦ୍ବିତୀୟଥର ତୂରୀ ଅଧା ବଜାଇଲେ ଦକ୍ଷିଣ ଦିଗସ୍ଥିତ ଛାଉଣୀର ଲୋକମାନେ ୟାତ୍ରା କରିବେ। ଏହି କ୍ରମ ରେ ସମାନେେ ଲୋକମାନଙ୍କର ୟାତ୍ରା ନିମନ୍ତେ ରଣତୂରୀ ବଜାଇବେ।

Numbers 10:7
ଲୋକମାନଙ୍କୁ ଏକତ୍ରୀତ କରିବା ସମୟରେ ତୁମ୍ଭମାନେେ ଲଗାତର ଅଧା ସ୍ବର ନୁହଁ, ଦୀର୍ଘସ୍ବର କରି ତୂରୀ ବଜାଇବ।

Numbers 10:8
କବଳେ ହାରୋଣର ପୁତ୍ର ଯାଜକମାନେ ଏହି ଦୁଇ ତୂରୀ ବଜାଇବେ। ଆଉ ଏହି ବିଧି ତୁମ୍ଭମାନଙ୍କ ପ୍ରତି ପୁରୁଷାନୁକ୍ରମେ ଅନନ୍ତକୀଳୀନ ହବେ।

Occurences : 68

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்