ఆదికాండము 5:20
యెరెదు దినములన్నియు తొమి్మదివందల అరువదిరెండేండ్లు; అప్పుడతడు మృతిబొందెను.
Cross Reference
ଆଦି ପୁସ୍ତକ 10:15
ସୀଜୋନର ପିତା ଥିଲେ କିଣାନ, ସିଦୋନ ଥିଲା କିଣାନର ପ୍ରଥମ ପୁତ୍ର। କିଣାନ ମଧ୍ଯ ହେତ୍ର ପିତାଥିଲେ। ହେତ୍ ହେଲେ ହିଟାତୀଯମାନଙ୍କର ପିତା।
ଆଦି ପୁସ୍ତକ 13:7
ସହେି ସମୟରେ ସଠାେରେ କିଣାନୀଯ ଓ ପିରିଜୀଯ ଲୋକମାନେ ସଠାେରେ ବାସ କରୁଥିଲେ। ଅବ୍ରାମଙ୍କର ଓ ଲୋଟଙ୍କର ମଷେପାଳକମାନଙ୍କ ମଧିଅରେ ଝଗଡ଼ା ହେଲା।
ଆଦି ପୁସ୍ତକ 24:6
ଅବ୍ରହାମ ତାଙ୍କୁ କହିଲେ, ନା ମାରେ ପୁତ୍ରକୁ ସଠାେକୁ ନବେ ନାହିଁ।
ଆଦି ପୁସ୍ତକ 34:30
କିନ୍ତୁ ଯାକୁବଶିମିଯୋନ ଓ ଲବେୀକୁ କହିଲେ, ତୁମ୍ଭମାନେେ ମାେତେ ବହୁ ଅସୁବିଧା ରେ ପକାଇଲଣି। ଏଠାକାର ସମସ୍ତ ଲୋକେ ମାେତେ ଘୃଣା କରିବେ। ସମସ୍ତ କିଣାନୀଯ ସମସ୍ତ ପିରିଜୀଯ ସମସ୍ତ ଲୋକେ ମାରେ ବିରଦ୍ଧାଚରଣ କରିବେ। ଆମ୍ଭମାନଙ୍କର ବହୁତ କମ୍ ଲୋକ। ଯଦି ଏହି ସ୍ଥାନର ଲୋକମାନେ ଆମ୍ଭ ସହ ୟୁଦ୍ଧ କରିବା ପାଇଁ ଏକତ୍ରିତ ହବେେ। ତବେେ ଆମ୍ଭେ ଧ୍ବଂସ ପାଇୟିବା। ଏବଂ ଆମ୍ଭର ସମସ୍ତ ଲୋକେ ମାେ ସହିତ ଶଷେ ହାଇଯେିବେ।
ଆଦି ପୁସ୍ତକ 50:10
ଏହାପରେ ସମାନେେ ୟର୍ଦ୍ଦନପାରସ୍ଥ ଆଟଦର ଖଳା ରେ ଉପସ୍ଥିତ ହୁଅନ୍ତେ ସଠାେରେ ମହାବିଳାପ କରି ରୋଦନ କଲେ। ସମାନେେ ସଠାେରେ ଯୋଷଫଙ୍କେ ପିତାଙ୍କ ପାଇଁ ସାତଦିନ ଶାେକ କଲେ।
ଦିତୀୟ ବିବରଣ 3:25
ମୁ ବିନତି କରୁଛି, ମାେତେ ସପୋରିକି ୟିବାକକ୍ସ୍ଟ ଦିଅ, ୟର୍ଦ୍ଦନର ସପୋରିସ୍ଥ ସହେି ଉତ୍ତମ ଦେଶ, ସହେି ରମଣୀଯ ପର୍ବତ ଓ ଲିବାନୋନ୍ ଦେଖିବାକକ୍ସ୍ଟ ଦିଅ।'
ଦିତୀୟ ବିବରଣ 3:27
ପିସ୍ଗାର ଶୃଙ୍ଗକକ୍ସ୍ଟ ଚଢିୟାଅ, ଆଉ ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ପୂର୍ବ ଆଡେ ତକ୍ସ୍ଟମ୍ଭ ନିଜ ଆଖି ରେ ସହେି ଦେଶକକ୍ସ୍ଟ ଦେଖ, କାରଣ ତୁମ୍ଭେ କବେେ ୟର୍ଦ୍ଦନ ନଦୀ ପାର ହବେ ନାହିଁ।
ଦିତୀୟ ବିବରଣ 11:30
ସହେି ଦକ୍ସ୍ଟଇ ପର୍ବତ କି ୟର୍ଦ୍ଦନର ସପୋରି ସୂର୍ୟ୍ଯାସ୍ତ ପଥ ପ୍ରାନ୍ତ ରେ ଗିଲ୍ଗଲ୍ ସମ୍ମକ୍ସ୍ଟଖସ୍ଥ ପଦାନିବାସୀ କିଣାନୀଯମାନଙ୍କ ଦେଶ ରେ ମାରେିର ଆଲୋନ୍ତୋଟା ନିକଟରେ ନାହିଁ।
ପ୍ରଥମ ଶାମୁୟେଲ 6:18
ସମାନେେ ମଧ୍ଯ ସକ୍ସ୍ଟବର୍ଣର ମୂଷିକମାନଙ୍କର ନକ୍ସା ପଠାଇଲେ। ଏହି ସକ୍ସ୍ଟବର୍ଣ ମୂଷିକମାନଙ୍କର ସଂଖ୍ଯା, ପାଞ୍ଚଜଣ ପଲେଷ୍ଟୀୟ ଶାସକମାନଙ୍କର ନଗରର ସଂଖ୍ଯା ସହିତ ସମାନ। ଏହି ନଗରର ଗ୍ଭରିପଟେ ପ୍ରାଚୀର ବେଷ୍ଟିତ ଓ ଗ୍ରାମ ବେଷ୍ଟିତ ଥିଲା। ବୈଥ୍-ଶମେଶର ଲୋକମାନେ ସଦାପ୍ରଭୁଙ୍କର ନିଯମ-ସିନ୍ଦକ୍ସ୍ଟକ ପଥର ଉପରେ ରଖିଲେ।
And all | וַיִּֽהְיוּ֙ | wayyihĕyû | va-yee-heh-YOO |
the days | כָּל | kāl | kahl |
of Jared | יְמֵי | yĕmê | yeh-MAY |
were | יֶ֔רֶד | yered | YEH-red |
nine | שְׁתַּ֤יִם | šĕttayim | sheh-TA-yeem |
hundred | וְשִׁשִּׁים֙ | wĕšiššîm | veh-shee-SHEEM |
שָׁנָ֔ה | šānâ | sha-NA | |
sixty | וּתְשַׁ֥ע | ûtĕšaʿ | oo-teh-SHA |
and two | מֵא֖וֹת | mēʾôt | may-OTE |
years: | שָׁנָ֑ה | šānâ | sha-NA |
and he died. | וַיָּמֹֽת׃ | wayyāmōt | va-ya-MOTE |