1 Chronicles 3:1-23 in Oriya

1 Chronicles 3:1
ଦାଉଦଙ୍କର କେତାଟେି ପୁତ୍ର ହିବ୍ରୋଣ ସହର ରେ ଜନ୍ମ ହାଇେଥିଲେ। ଦାଉଦଙ୍କ ପୁତ୍ରମାନଙ୍କର ତାଲିକା ଏହି ପ୍ରକାର ରେ ଥିଲା :

1 Chronicles 3:2
ତୃତୀୟ ପୁତ୍ର ଥିଲେ ଅବଶା ଲୋମ୍। ତାଙ୍କର ମାତା ମାଖା ତଲମଯଙ୍କର ଝିଅ ଥିଲେ। ଏହି ତଲ୍ମଗଯ ଗଶୂରର ରାଜା ଥିଲେ।

1 Chronicles 3:3
ପଞ୍ଚମ ପୁତ୍ର ଥିଲେ ଶଫଟୀଯ। ତାଙ୍କର ମାତା ଥିଲେ : ଅବିଟଲ୍।

1 Chronicles 3:4
ଦାଉଦ ହିବ୍ରୋଣ ରେ ଥିବା ସମୟରେ ଏହି ଛଅ ପୁତ୍ର ଜନ୍ମ ହାଇେଥିଇଲେ।

1 Chronicles 3:5
ୟିରୁଶାଲମ ରେ ଦାଉଦଙ୍କର ଏହି ପୁତ୍ରମାନେ ଜନ୍ମ ହାଇେଥିଲେ।

1 Chronicles 3:6
ଅନ୍ୟ ନଅ ଜଣ ପୁତ୍ର ହେଲେ :

1 Chronicles 3:7
ୟିଭର, ଇଲୀଶାମା, ଇଲୀଫଲେଟ୍, ନୋଗହ,

1 Chronicles 3:8
ନଫେଗ୍, ୟାଫୀଯ, ଇଲୀଯାଦା, ଇଲୀଶାମା ଓ ଇଲୀଫଲେଟ୍।

1 Chronicles 3:9
ଏମାନେ ସମସ୍ତେ ଦାଉଦଙ୍କ ପୁତ୍ରଗଣ ଥିଲେ। ଏହାଛଡ଼ା ତାଙ୍କର ଉପପତ୍ନୀମାନଙ୍କର ମଧ୍ଯ ପୁତ୍ରଗଣ ଥିଲେ। ତାମର ସମାନଙ୍କେର ଭଉଣୀ ଥିଲେ।

1 Chronicles 3:10
ଶଲୋମନଙ୍କର ପୁତ୍ର ଥିଲେ ରିହବିଯାମ୍ ଓ ରିହବିଯାମ୍ଙ୍କର ପୁତ୍ର ଥିଲେ ଅବିଯ। ଅବିଯଙ୍କର ପୁତ୍ର ଥିଲେ ଆସା। ଆସାଙ୍କର ପୁତ୍ର ଥିଲେ ଯିହାଶାଫେଟ୍।

1 Chronicles 3:11
ଯିହାଶାଫେଟ୍ଙ୍କର ପୁତ୍ର ଥିଲେ ଯୋରାମ। ଯୋରାମଙ୍କର ପୁତ୍ର ଥିଲେ ଅହସିଯ। ଅହସିଯଙ୍କର ପୁତ୍ର ଥିଲେ ଯୋୟାଶ୍।

1 Chronicles 3:12
ୟୋଯାଶଙ୍କ ପୁତ୍ର ଥିଲେ ଅମତ୍ସିଯ। ଅମତ୍ସିଯଙ୍କ ପୁତ୍ର ଥିଲେ ଅସରିଯ। ଅସରିଯଙ୍କ ପୁତ୍ର ଥିଲେ ଯୋଥମ୍।

1 Chronicles 3:13
ଯୋଥମ୍ଙ୍କ ପୁତ୍ର ଥିଲେ ଆହସ। ଆହସଙ୍କ ପୁତ୍ର ଥିଲେ ହିଜକିଯ। ହିଜକିଯଙ୍କ ପୁତ୍ର ଥିଲେ ମନଃଶି।

1 Chronicles 3:14
ମନଃଶିଙ୍କ ପୁତ୍ର ଥିଲେ ଆମାେନ୍। ଆମାେନ୍ଙ୍କ ପୁତ୍ର ଥିଲେ ଯୋଶିୟଯ।

1 Chronicles 3:15
ଯୋଶିୟଯଙ୍କ ପୁତ୍ରମାନଙ୍କର ତାଲିକା ଏହି : ପ୍ରଥମ ପୁତ୍ର ୟୋହାନନ୍, ଦ୍ବିତୀୟ ପୁତ୍ର, ଯିହାୟୋଦାରକୀମ୍, ତୃତୀୟ ପୁତ୍ର ସିଦିକିଯ, ଚତୁର୍ଥ ପୁତ୍ର ଶଲ୍ଲୁମ୍।

1 Chronicles 3:16
ଯିହାୟୋଦାରକୀମଙ୍କ ପୁତ୍ର ଥିଲେ ଯିହାୟୋଦାରଚୀନ୍, ତାଙ୍କର ପୁତ୍ର ଥିଲେ ସିଦିକିଯ।

1 Chronicles 3:17
ୟିକନିଯ ବାବିଲୋନ୍ ରେ ବନ୍ଦୀ ହାଇେ ୟିବା ପରେ, ୟିକନିଯଙ୍କର ସନ୍ତାନମାନଙ୍କର ତାଲିକା। ତାଙ୍କର ସନ୍ତାନମାନେ ଥିଲେ ; ଶଲ୍ଟୀଯେଲ୍,

1 Chronicles 3:18
ମଲକୀରାମ, ପଦାଯ, ଶିନତସର, ୟିକମିଯ ହୋଶାମା ଓ ନଦବିଯ।

1 Chronicles 3:19
ପଦାଯଙ୍କର ପୁତ୍ରମାନେ ଥିଲେ ସରୁଦ୍ଦାବଲେ ଓ ଶିମିଯି। ସରୁବ୍ବାବିଲଙ୍କର ପୁତ୍ରମାନେ ଥିଲେ ମଶୂଲ୍ଲମ ଓ ହନାନିଯ। ଶ ଲୋମୀତ ସମାନଙ୍କେର ଭଉଣୀ ଥିଲେ।

1 Chronicles 3:20
ସରୁବ୍ବାବିଲଙ୍କର ଆହୁରି ପାଞ୍ଚ ପୁତ୍ର ଥିଲେ। ସମାନଙ୍କେର ନାମ ଥିଲା ହଶୂବା, ଓ ହେଲ, ବରେିଖିଯ, ହସଦିଯ ଓ ୟୁଶବ ହଷେଦ୍।

1 Chronicles 3:21
ହନାନିଯଙ୍କର ପୁତ୍ରମାନେ ଥିଲେ ପ୍ଲଟିଯ ଓ ତାଙ୍କର ପୁତ୍ର ଥିଲେ ୟିଶାଯାହ। ତାଙ୍କର ପୁତ୍ର ଥିଲେ : ରଫାଯର ଓ ତାଙ୍କର ପୁତ୍ର ଥିଲେ ଅର୍ଣ୍ଣନର ଓ ତାଙ୍କର ପୁତ୍ର ଥିଲେ ଓବଦିଯର ଓ ତାଙ୍କର ପୁତ୍ର ଥିଲେ ଶଖନିଯର।

1 Chronicles 3:22
ଶଖନିଯରଙ୍କର ବଂଶଧରମାନଙ୍କର ତାଲିକା ଏହି :ଶମଯିଯ। ଶମଯିଯଙ୍କର ଛଅ ପୁତ୍ର ଥିଲେ : ହଟୂଶ୍, ୟିଗାଲ, ବାରୀହ, ନିଯରିଯ, ଶମାେଯିହ ଓ ଶାଫଟ୍।

1 Chronicles 3:23
ନିଯରିଯଙ୍କର ତିନି ପୁତ୍ର ଥିଲେ, ସମାନେେ ହେଲେ ଇଲୀଯୋ-ଐନଯ, ହିଜକିଯ ଅସ୍ରୀକାମ।

Oriya Bible