Ecclesiastes 12:9-14 in Oriya

Ecclesiastes 12:9
ଉପଦେଶକ ଜ୍ଞାନବାନ ହବୋରୁ ଲୋକମାନଙ୍କୁ ନିତ୍ଯ ଜ୍ଞାନ ଶିକ୍ଷା ମିଳିଲା। ପୁଣି ସେ ଅନୁଧ୍ଯାନ କରି ଓ ଅନୁସନ୍ଧାନ କରି ଅନକେ ହିତାପଦେେଶ ସଂଗ୍ରହ କଲେ।

Ecclesiastes 12:10
ଉପଦେଶକ ସଠିକ୍ ଶବ୍ଦ ଖାଜେିବା ପାଇଁ ଚେଷ୍ଟା କଲେ। ଏବଂ ଯେଉଁ ଶବ୍ଦଗୁଡ଼ିକ ପୁରାପୁରି ସତ୍ଯ ଓ ସିଦ୍ଧ, ସଗେୁଡ଼ିକ ଲେଖିଲେ।

Ecclesiastes 12:11
ଜ୍ଞନୀମାନଙ୍କର କଥାଗୁଡ଼ିକ ପାଞ୍ଚଣ ତୁଲ୍ଯ ଏବଂ ନୀତିବଚନ ସଂଗ୍ରହକାରୀମାନଙ୍କର ଶବ୍ଦଗୁଡ଼ିକ ମଷେପାଳକମାନଙ୍କର ପାଞ୍ଚଣ ବାଡ଼ି ରେ ଥିବା କଣ୍ଟା ତୁଲ୍ଯ।

Ecclesiastes 12:12
କିନ୍ତୁ ମାରେ ପୁତ୍ର, ସେଥି ରେ ଯାହା ୟୋଗ କରାୟାଇଛି ତା ପାଇଁ ଯତ୍ନବାନ୍ ହୁଅ। ପୁସ୍ତକଗୁଡ଼ିକ ଲେଖିବାର ଅନ୍ତ ନାହିଁ ଏବଂ ଅତ୍ଯଧିକ ପଠନ ତୁମ୍ଭକୁ ଅତ୍ଯନ୍ତ କ୍ଲାନ୍ତ ପ୍ରଦାନ କରିବ।

Ecclesiastes 12:13
ସାରକଥା ଏହି, ଆମ୍ଭମାନେେ ସବୁ ଶୁଣିଛୁ। ପରମେଶ୍ବରଙ୍କୁ ଭୟ କର ଓ ତାଙ୍କର ଆଜ୍ଞାସବୁ ପାଳନ କର। କାରଣ ଏହା ହିଁ ମନୁଷ୍ଯର ପୂର୍ଣ୍ଣ କର୍ତ୍ତବ୍ଯ ଅଟେ।

Ecclesiastes 12:14
ପରମେଶ୍ବର ପ୍ରେତ୍ୟକକ କର୍ମ, ପୁଣି ଭଲ କି ମନ୍ଦ ପ୍ରେତ୍ୟକକ ଗୁପ୍ତ ବିଷଯ ବିଚାର ରେ ଆଣିବେ।

Oriya Bible