Base Word
גִּיל
Short Definitiona revolution (of time, i.e., an age); also joy
Long Definitiona rejoicing
Derivationfrom H1523
International Phonetic Alphabetɡɪi̯l
IPA modɡiːl
Syllablegîl
Dictionɡeel
Diction Modɡeel
Usage× exceedingly, gladness, × greatly, joy, rejoice(-ing), sort
Part of speechn-m
Base Word
גִּיל
Short Definitiona revolution (of time, i.e., an age); also joy
Long Definitiona rejoicing
Derivationfrom H1523
International Phonetic Alphabetɡɪi̯l
IPA modɡiːl
Syllablegîl
Dictionɡeel
Diction Modɡeel
Usage× exceedingly, gladness, × greatly, joy, rejoice(-ing), sort
Part of speechn-m

Job 3:22
ସହେି ଲୋକମାନେ ସମାନଙ୍କେର କବର ପାଇ ଖୁସି ହବେେ, ସମାନେେ ତାଙ୍କର ସମାଧି ପାଇ ଉଲ୍ଲସିତ ହବେେ।

Psalm 43:4
ମୁଁ ପରମେଶ୍ବରଙ୍କ ୟଜ୍ଞବଦେୀ ନିକଟକୁ ଆସିବି। ମୁଁ ପରମେଶ୍ବରଙ୍କ ନିକଟକୁ ୟିବି, ୟିଏ ମାେତେ ସମସ୍ତ ସୁଖ ପ୍ରଦାନ କରିଛନ୍ତି। ସଦାପ୍ରଭୁ ମାରେ ପରମେଶ୍ବର, ମୁଁ ଏହି ବୀଣା ବାଦ୍ଯୟନ୍ତ୍ରରେ ତୁମ୍ଭର ପ୍ରଶଂସା ଗାନ କରିବି।

Psalm 45:15
ସମାନେେ ଆନନ୍ଦ ଉଲ୍ଲାସରେ ଆସିବେ। ସମାନେେ ଆନନ୍ଦ ଉଲ୍ଲାସ ମଧ୍ୟରେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ।

Psalm 65:12
ମରୁଭୂମି ଓ ପର୍ବତଗୁଡ଼ିକୁ ତୁମ୍ଭେ ସବୁଜ ଘାସରେ ଆଚ୍ଛାଦିତ କର।

Proverbs 23:24
ଧାର୍ମିକର ପିତା ଅତିଶଯ ଆନନ୍ଦ କରେ। ପୁଣି ଜ୍ଞାନୀ ସନ୍ତାନର ଜନ୍ମଦାତା ତାହା ହତେୁ ହୃଷ୍ଟ ହୁଏ।

Isaiah 16:10
ଉର୍ବରା କ୍ଷତରେୁ ଆନନ୍ଦ ଉଲ୍ଲାସ ଦୂରୀଭୂତ ହବେ ଏବଂ ଦ୍ରାକ୍ଷା କ୍ଷତେ ରେ ଗାନ ଓ ଆନନ୍ଦ ଧ୍ବନି ଶୁଣାୟିବ ନାହିଁ। ଦ୍ରାକ୍ଷାକୁ କୁଣ୍ଡ ରେ ପଦ ରେ ଚାପି କହେି ଦ୍ରାକ୍ଷାରସ ବାହାର କରିବ ନାହିଁ, କାରଣ ଆମ୍ଭେ ଦ୍ରାକ୍ଷା ସଂଗ୍ରହର ଆନନ୍ଦ ଧ୍ବନି ନିବୃତ୍ତି କରିଅଛୁଁ।

Jeremiah 48:33
ମାୟୋବର ବିଶାଳ ଦ୍ରାକ୍ଷାକ୍ଷେତ୍ରରୁ ଆନନ୍ଦ ଉଲ୍ଲାସ ଦୂରୀଭୂତ ହାଇେଅଛି। ପୁଣି ମୁଁ ଦ୍ରାକ୍ଷାକୁଣ୍ଡଗୁଡ଼ିକୁ ଦ୍ରାକ୍ଷାରସ ଶୂନ୍ଯ କରିଅଛି। ଆଉ ଆଗକୁ କହେି ଆନନ୍ଦ ଉଲ୍ଲାସ ରେ ଦ୍ରାକ୍ଷା ମର୍ଦ୍ଦନ କରିବ ନାହିଁ। ଆନନ୍ଦଧ୍ବନି ଲୋପ କାଇବ।

Daniel 1:10
କିନ୍ତୁ ସହେି ନଫୁସକାଧିପତି ଦାନିୟେଲଙ୍କୁ କହିଲା, ମୁଁ ମାରେମୁନିବ ରାଜାଙ୍କୁ ଭୟ କରେ। ଯଦି ତୁମ୍ଭମାନେେ ସେ ଆଦେଶ କରିଥିବା ଖାଦ୍ୟ ଓ ପାନୀଯ ଗ୍ରହଣ ନକର, ତୁମ୍ଭମାନେେ ରୁଗ୍ଣ ଦଖାୟିବେ ଓ ଦୁର୍ବଳ ଅନୁଭବ କରିବ। ଯଦି ତୁମ୍ଭମାନେେ ଅନ୍ୟମାନଙ୍କଠାରୁ ଶୁଖିଲା ଦଖାୟୋଅ, ରାଜା ମାେ ଉପ ରେ ରାଗିବେ ଏବଂ ମାରେମୁଣ୍ତ କାଟ କରିବେ। ତା'ପ ରେ ତୁମ୍ଭମାନେେ ଏହି ଅପରାଧ ପାଇଁ ଦୋଷୀ ସାବ୍ଯସ୍ତ ହବେ।

Hosea 9:1
ହେ ଇଶ୍ରାୟେଲ, କୌଣସି ଉତ୍ସବ ପାଳନ କର ନାହିଁ। ଅନ୍ୟ ଦେଶପରି ଖୁସି ହୁଅ ନାହିଁ। ତୁମ୍ଭେ ଜଣେ ଗଣିକା ପରି ବ୍ଯବହାର କଲ ଓ ପରମେଶ୍ବରଙ୍କୁ ଭୁଲିଗଲ। ତୁମ୍ଭମାନେେ ପ୍ରତି ଶସ୍ଯଖଳା ରେ ୟୌନ ଅପରାଧମୂଳକ ପାପ କଲ।

Joel 1:16
ଆମ୍ଭମାନଙ୍କର ଖାଦ୍ୟ ଓ ଆନନ୍ଦ ଉଲ୍ଲାସ ପରମେଶ୍ବରଙ୍କ ମନ୍ଦିରରୁ ଗ୍ଭଲି ୟାଇଛି।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்