Base Word
טָמַן
Short Definitionto hide (by covering over)
Long Definitionto hide, conceal, bury
Derivationa primitive root
International Phonetic Alphabett̪’ɔːˈmɑn̪
IPA modtɑːˈmɑn
Syllableṭāman
Dictiontaw-MAHN
Diction Modta-MAHN
Usagehide, lay privily, in secret
Part of speechv

Genesis 35:4
ତେଣୁ ସମସ୍ତ ଲୋକେ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ଯାକୁବକୁ ଦେଲେ। ସମାନେେ ମଧ୍ଯ ତାଙ୍କର କର୍ଣ୍ଣକୁଣ୍ଡଳ ସମସ୍ତ ୟାକବକୁ ଦେଲେ। ଯାକୁବ ସଗେୁଡ଼ିକ ନଇେ ଶିଖିମ ନିକଟବର୍ତ୍ତୀ ଆଲୋନ ବୃକ୍ଷ ମୂଳେ ପୋତି ଦେଲେ।

Exodus 2:12
ମାଶାେ ଚତୁପାଶର୍‌ବ ରେ କାହାରିକୁ ପାଇଲେ ନାହିଁ। ତେଣୁ ସଠାେରେ ମାଶାେ ସହେି ମିଶରୀଯ ଲୋକଟିକୁ ହତ୍ଯା କଲେ ଓ ସହେି ଲୋକଟିକୁ ସେ ସହେି ବାଲି ରେ ପୋତି ଦେଲେ।

Deuteronomy 33:19
ସମାନେେ ଲୋକମାନଙ୍କୁ ପର୍ବତକକ୍ସ୍ଟ ଡାକିବେ। ସଠାେରେ ଉତ୍ତମ ଧର୍ମବଳି ଉତ୍ସର୍ଗ କରିବେ। କାରଣ ସମାନେେ ସମକ୍ସ୍ଟଦ୍ରର ବହକ୍ସ୍ଟଳ ପଦାର୍ଥ ଓ ବାଲକ୍ସ୍ଟକାର ଗକ୍ସ୍ଟଲ୍ଗଧନ ଉପ ଭୋଗ କରିବେ।

Joshua 2:6
ରାହବ ଏହି ସବୁକଥା ସମାନଙ୍କେୁ କହିଲା, କିନ୍ତୁ ବାସ୍ତବ ରେ ସେ ସମାନଙ୍କେୁ ଛାତ ଉପରେ ଛଣ କାଠଗଦା ଭିତ ରେ ଲକ୍ସ୍ଟଗ୍ଭଇ ରଖିଥିଲା।

Joshua 7:21
ମୁ ଲକ୍ସ୍ଟଟିତ ଦ୍ରବ୍ଯ ମଧିଅରେ ଖଣ୍ତିଏ ସକ୍ସ୍ଟନ୍ଦର ବାବିଲୀଯ କୋଟ ଓ 200 ଶକେଲ ରୂପା ଓ ଏକ ପାଉଣ୍ତ ଓଜନର ସକ୍ସ୍ଟନାମକ୍ସ୍ଟଣ୍ତା ଦେଖି ଲୋଭ କରି ତାହା ନଲେି। ଏବଂ ସଗେୁଡିକୁ ମାେ ତମ୍ବୁ ମଧିଅରେ ପୋତି ଅଛି। ଆଉ ରୂପା ତହିଁ କୋଟ ତଳେ ଅଛି।

Joshua 7:22
ଯିହାଶୂେୟ କିଛି ଲୋକଙ୍କକ୍ସ୍ଟ ଛାଉଣୀକକ୍ସ୍ଟ ପଠାଇଲେ। ସମାନେେ ସଠାେକକ୍ସ୍ଟ ଦୌଡିଲେ ଓ ସଗେକ୍ସ୍ଟଡିକ ତମ୍ବୁ ତଳେ ପୋତା ହାଇେ ଥିବାର ଦେଖିଲେ। ରୂପାଗକ୍ସ୍ଟଡିକ କୋଟ ତଳେ ଥିଲା।

2 Kings 7:8
ଏହାପରେ କୁଷ୍ଠୀମାନେ ଗୋଟିଏ ଶିବିର ଭିତରକୁ ଗଲେ ଏବଂ ଭୋଜନ ଓ ପାନ କଲେ। ଅଧିକନ୍ତୁ ସମାନେେ ସହେି ତମ୍ବୁରୁ ରୂପା, ସୁନା ଓ ବସ୍ତ୍ର ସମାନଙ୍କେ ପାଇଁ ନଇଗେଲେ ଏବଂ ପଳାଇଲେ ଏବଂ ସହେି ଜିନିଷଗୁଡିକୁ ଲୁଗ୍ଭଇ ରଖିଲେ। ତା'ପରେ ଶିବିରକୁ ଫରେିଆସିଲେ ଓ ଅନ୍ୟ ଏକ ତମ୍ବୁ ଲୁଣ୍ଠନ କଲେ। ସେ ଦ୍ରବ୍ଯ ନଇୟୋଇ ତାକୁ ଲୁଗ୍ଭଇ ରଖିଲେ।

2 Kings 7:8
ଏହାପରେ କୁଷ୍ଠୀମାନେ ଗୋଟିଏ ଶିବିର ଭିତରକୁ ଗଲେ ଏବଂ ଭୋଜନ ଓ ପାନ କଲେ। ଅଧିକନ୍ତୁ ସମାନେେ ସହେି ତମ୍ବୁରୁ ରୂପା, ସୁନା ଓ ବସ୍ତ୍ର ସମାନଙ୍କେ ପାଇଁ ନଇଗେଲେ ଏବଂ ପଳାଇଲେ ଏବଂ ସହେି ଜିନିଷଗୁଡିକୁ ଲୁଗ୍ଭଇ ରଖିଲେ। ତା'ପରେ ଶିବିରକୁ ଫରେିଆସିଲେ ଓ ଅନ୍ୟ ଏକ ତମ୍ବୁ ଲୁଣ୍ଠନ କଲେ। ସେ ଦ୍ରବ୍ଯ ନଇୟୋଇ ତାକୁ ଲୁଗ୍ଭଇ ରଖିଲେ।

Job 3:16
ମୁଁ ଯେତବେେଳେ ଶିଶୁ ବା ପିଲାଥିଲି କାହିଁକି ନ ମରି ଭୂମିରେ କବର ନ ନଲେି ? ମୁଁ ଇଚ୍ଛା କରେ ମୁଁ ଏଭଳି ଏକ ଶିଶୁ ୟିଏ କି ପ୍ରଥମ କିରଣ ଦେଖିବାର ନ ଥିଲା।

Job 18:10
ଭୂମିରେ ଲୁକ୍କାଯିତ ଗୋଟିଏ ଦଉଡ଼ି ତାକୁ ଫାଶ ରେ ପକାଇବ। ସେ ପଡ଼ିବାକୁ ଥିବା ୟନ୍ତା ତାଙ୍କ ବାଟରେ ତାଙ୍କୁ ଅପେକ୍ଷା କରିଛି।

Occurences : 31

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்