Deuteronomy 30:11-19 in Oriya
Deuteronomy 30:11
ଆଜି ମୁ ତୁମ୍ଭକୁ ଯେଉଁସବୁ ଆଜ୍ଞା ଦଲେି ତାହା ତୁମ୍ଭମାନଙ୍କ ପାଇଁ ଅତି କଠାେର ନକ୍ସ୍ଟ ହେଁ, କିଅବା ଦୂରବର୍ତ୍ତୀ ନକ୍ସ୍ଟ ହେଁ।
Deuteronomy 30:12
ଏହା ସ୍ବର୍ଗ ରେ ନାହିଁ, ସେଥିପାଇଁ ତୁମ୍ଭମାନେେ କହିବ ଯେ, 'ଆମ୍ଭମାନଙ୍କ ପାଇଁ କିଏ ସ୍ବର୍ଗକକ୍ସ୍ଟ ୟିବ ତାହା ଆଣିବା ପାଇଁ ଯେଉଁଥି ରେ ଆମ୍ଭେ ପାଳନ ପାରିବକ୍ସ୍ଟ।'
Deuteronomy 30:13
ଏହି ନିର୍ଦ୍ଦେଶ ସମକ୍ସ୍ଟଦ୍ରର ଆର ପାର ରେ ନାହିଁ ଯେ, ତେଣୁ ତୁମ୍ଭେ କହିବ, 'କିଏ ସମକ୍ସ୍ଟଦ୍ର ପାର ହାଇେ ଆମ୍ଭମାନଙ୍କ ପାଇଁ ତାହା ଆଣି ଶକ୍ସ୍ଟଣାଇବେ ଓ ଆମ୍ଭେ ଶକ୍ସ୍ଟଣିବକ୍ସ୍ଟ।'
Deuteronomy 30:14
ନାଁ, ଏହି ବାଣୀ ତୁମ୍ଭମାନଙ୍କର ଖକ୍ସ୍ଟବ୍ ନିକଟରେ ଅଛି। ଏହା ତୁମ୍ଭମାନଙ୍କର ପାଟି ରେ ଅଛି। ତୁମ୍ଭମାନଙ୍କର ହୃଦଯ ରେ ଅଛି। ତେଣୁ ତୁମ୍ଭମାନେେ ଏହା କରିପାରିବ।
Deuteronomy 30:15
ଆଜି ଆମ୍ଭେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ମୃତକ୍ସ୍ଟ୍ଯ ଓ ମରଣ ଏବଂ ଭଲ ଓ ମନ୍ଦ ମଧ୍ଯରକ୍ସ୍ଟ ଗୋଟିକକ୍ସ୍ଟ ବାଛିବାକକ୍ସ୍ଟ ଦଇେଅଛୁ।
Deuteronomy 30:16
ମୁ ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଉଛି, ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭର ପରମେଶଓରଙ୍କୁ ପ୍ ରମେ କର। ତୁମ୍ଭମାନେେ ତାଙ୍କୁ ଅନକ୍ସ୍ଟସରଣ କରି ତାଙ୍କର ବାକ୍ଯମାନ, ନିଯମ ବିଧି ପାଳନ କର। ତବେେ ତୁମ୍ଭମାନେେ ବଞ୍ଚିବ ଏବଂ ତୁମ୍ଭର ଜାତି ବଢିବ। ପକ୍ସ୍ଟଣି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଦେଉଥିବା ଦେଶ ରେ ତୁମ୍ଭକୁ ଆଶୀର୍ବାଦ କରିବେ, ଯେଉଁଠାକକ୍ସ୍ଟ ତୁମ୍ଭମାନେେ ଅଧିକାର କରିବା ପାଇଁ ଯାଉଛ।
Deuteronomy 30:17
ଯଦି ତୁମ୍ଭମାନଙ୍କର ହୃଦଯ ତାଙ୍କଠାରକ୍ସ୍ଟ ବିମକ୍ସ୍ଟଖ ହକ୍ସ୍ଟଏ ଓ ତାଙ୍କ କଥା ଶକ୍ସ୍ଟଣିବ ନାହିଁ, ମାତ୍ର ବିପଥଗାମୀ ହାଇେ ଅନ୍ୟ ଦବେତାଗଣର ସବୋ ଏ ପୂଜା କର।
Deuteronomy 30:18
ତବେେ ତୁମ୍ଭମାନେେ ଧ୍ବଂସ ହବେ। ମୁ ତୁମ୍ଭମାନଙ୍କୁ ସତର୍କ କରାଇ ଦେଉଛି। ଯଦି ତୁମ୍ଭେ ସଦାପ୍ରଭୁଙ୍କଠାରୁ ବିମକ୍ସ୍ଟଖ ହବେ। ୟର୍ଦ୍ଦନର ସପୋରିସ୍ଥ ଭୂମିରେ ଯେଉଁଠାକକ୍ସ୍ଟ ତୁମ୍ଭମାନେେ ୟିବା ପାଇଁ ପ୍ରସ୍ତକ୍ସ୍ଟତ ସଠାେରେ ତୁମ୍ଭମାନେେ ବେଶିଦିନ ବଞ୍ଚିପାରିବ ନାହିଁ।
Deuteronomy 30:19
ଆଜି ମୁ ସ୍ବର୍ଗ ଓ ପୃଥିବୀକକ୍ସ୍ଟ ଡାକକ୍ସ୍ଟଛି, ସାକ୍ଷୀରୂପେ ଜୀବନ ଓ ମୃତକ୍ସ୍ଟ୍ଯ, ଆଶିର୍ବାଦ ଓ ଅଭିଶାପ, ଏହା ଭିତରକ୍ସ୍ଟ ମୁ ତୁମ୍ଭକୁ ପସନ୍ଦ କରିବାକୁ ଦଇେଛି। ତେଣୁ ତୁମ୍ଭମାନେେ ଜୀବନକକ୍ସ୍ଟ ବାଛ। ତବେେ ତୁମ୍ଭେ ଓ ତୁମ୍ଭର ପିଲାମାନେ ବଞ୍ଚି ପାରିବେ।
Oriya Bible