Job 15:17
ମାେ କଥା ଶୁଣ ଆୟୁବ, ମୁଁ ତୁମ୍ଭକୁ ବୁଝାଇ ଦେଉଛି। ମୁଁ ଯାହା ଜାଣିଛି ତୁମ୍ଭକୁ କହିବି।
I will shew | אֲחַוְךָ֥ | ʾăḥawkā | uh-hahv-HA |
thee, hear | שְֽׁמַֽע | šĕmaʿ | SHEH-MA |
that and me; | לִ֑י | lî | lee |
which I have seen | וְזֶֽה | wĕze | veh-ZEH |
I will declare; | חָ֝זִ֗יתִי | ḥāzîtî | HA-ZEE-tee |
וַאֲסַפֵּֽרָה׃ | waʾăsappērâ | va-uh-sa-PAY-ra |
Cross Reference
Job 5:27
ଆୟୁବ, ଦେଖ ଆମ୍ଭମାନେେ ଏସବୁ ଜିନିଷ ଅନୁସନ୍ଧାନ କରି ସମାନଙ୍କେୁ ଜାଣିଛୁ ଏବଂ ଏସବୁ ସତ୍ଯ ବୋଲି ମଧ୍ଯ ଜାଣିଛୁ। ତେଣୁ ଆମ୍ଭ କଥା ଶୁଣ ଏବଂ ସଗେୁଡ଼ିକ ଆପଣା ମଙ୍ଗଳ ନିମନ୍ତେ ଶିକ୍ଷା କର।
Job 13:5
ମୁଁ ଚା ହେଁ ତୁମ୍ଭେ ଅନ୍ତତଃ ନିରବ ରୁହ ତାହା ସବୁଠାରୁ ବୁଦ୍ଧିମାନର କାମ ତୁମ୍ଭେ କରିବ।
Job 33:1
ଆୟୁବ ବର୍ତ୍ତମାନ ମାରେକଥା ଶୁଣ। ଯେଉଁ ବିଷଯ ମୁଁ କହୁଛି, ତାହା ସାବଧାନ ହାଇେ ଶୁଣ।
Job 34:2
ହେ ଜ୍ଞାନୀମାନେ ମାେ କଥା ମନଦଇେ ଶୁଣ, ଯାହା ମୁଁ କହିବାକୁ ଚାହୁଁଛି। ହେ ବୁଦ୍ଧିମାନ ମାେ କଥାକୁ ଧ୍ଯାନ ଦଇେ ଶୁଣ।
Job 36:2
ମାେ ସହିତ ଟିକେ ସାମାନ୍ଯ ଅଧିକ ସମୟ ର୍ଧୈୟ୍ଯ ଧର। ଯାହା ଫଳ ରେ ମୁଁ ମାରୟେୁକ୍ତି ତୁମ୍ଭକୁ ଦଇପୋରିବି। ତଥାପି ପରମେଶ୍ବରଙ୍କ ତରଫରୁ ମାେତେ ବହୁତ କିଛି କହିବାର ଅଛି।