Base Word
פַּרְתַּם
Short Definitiona grandee
Long Definitionnoble, nobleman
Derivationof Persian origin
International Phonetic Alphabetpɑrˈt̪ɑm
IPA modpɑʁˈtɑm
Syllablepartam
Dictionpahr-TAHM
Diction Modpahr-TAHM
Usage(most) noble, prince
Part of speechn-m

Esther 1:3
ଆପଣା ଅଧିକାରର ତୃତୀୟ ବର୍ଷ ରେ ଆପଣାର ସବୁ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲେ। ତହିଁରେ ପାରସ୍ଯ ଓ ମାଦିଯା ଦେଶର ବିକ୍ରମି ଲୋକମାନେ ଏବଂ କୂଳୀନ ଓ ପ୍ରଦଶାଧେିପତିମାନେ ତାଙ୍କର ସାକ୍ଷାତ ରେ ଉପସ୍ଥିତ ହେଲେ।

Esther 6:9
ଆଉ ସହେି ବସନ ଓ ଅଶ୍ବ ମହାରାଜାଙ୍କର ଏକ ପ୍ରଧାନ ଅଧିପତିର ହସ୍ତ ରେ ଦିଆଯାଉ। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାକୁ ସମାନେେ ସହେି ରାଜ ବସନ ପିନ୍ଧାନ୍ତୁ ଓ ସହେି ଅଶ୍ବ ରେ ଆରୋହଣ କରାଇ ନଗର ଦାଣ୍ତ ରେ ତାହାର ଆଗେ ଆଗେ ଏହା ଘାଷେଣା କରାନ୍ତୁ। 'ମହାରାଜ ଯାହାର ସମ୍ମାନ ରେ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏହିପରି କରାୟାଏ।'

Daniel 1:3
ତା'ପ ରେ ରାଜା ନବୂଖଦ୍ନିତ୍ସର ଅସ୍ପନସ୍କୁ ଏକ ଆଦେଶ ଦେଲେ। ଅସ୍ପନସ୍ ସବୋ ରେ ଜଣେ ନଫୁସକାଧିପତି ଥିଲେ। ରାଜା କେତକେ ଇଶ୍ରାୟେଲର ସନ୍ତାନମାନଙ୍କୁ ରାଜପ୍ରାସାଦକୁ ଆଣିବା ପାଇଁ କହିଲେ। ନବୂଖଦନି୍ତ୍ସର କବଳେ ମହତ୍ବପୂର୍ଣ୍ଣ ପରିବାରରୁ ୟିହୁଦି ଲୋକମାନଙ୍କୁ ଓ ଇଶ୍ରାୟେଲ ବଂଶରୁ ରାଜାମାନଙ୍କୁ ଚାହିଁଲେ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்