Genesis 47:13-26 in Oriya

Genesis 47:13
ସହେି ସମୟରେ ଅତିଶଯ ଦୁର୍ଭିକ୍ଷ ହବୋରୁ ସର୍ବଦେଶ ରେ ଖାଦ୍ୟଦ୍ରବ୍ଯର ଅଭାବ ହେଲା। ତହିଁରେ ମିଶର ଦେଶୀଯ ଓ କିଣାନ ଦେଶୀଯ ଲୋକମାନେ ଦୁର୍ଭିକ୍ଷ ଦତେୁ ପ୍ରାଯ ମୂର୍ଚ୍ଛାଗତ ହବୋକୁ ଲାଗିଲେ।

Genesis 47:14
ଆଉ ମିଶର ଦେଶ ରେ ଓ କିଣିନଦେଶ ରେ ଯେତେ ରୂପା ଥିଲା। ଲୋକମନେେ ତାହା ଦଇେ ଶସ୍ଯ କିଣିବାରୁ ଯୋଷଫେ ସେ ସବୁ ରୂପା ସଂଗ୍ରର କରି ଫାରୋଙ୍କର ଗୃହକୁ ଆଣିଲେ।

Genesis 47:15
ଏହାପରେ ମିଶର ଦେଶ ରେ ଓ କିଣାନ ଦେଶ ରେ ରୂପାର ଅଭାବ ହୁଅନ୍ତେ ମିଶ୍ରୀଯ ଲୋକ ସମସ୍ତେ ଯୋଷଫଙ୍କେ ନିକଟକୁ ଆସିଲେ ଏବଂ କହିଲେ, ଆମ୍ଭମାନଙ୍କୁ ଖାଦ୍ୟ ସାମଗ୍ରି ଦିଅନ୍ତୁ। ଆମ୍ଭେ କାହିଁକି ତୁମ୍ଭ ସମ୍ମୁଖ ରେ ମରିବୁ। କାରଣ ଆମ୍ଭର ଆଉ ଅଧିକ ରୂପା ନାହିଁ।

Genesis 47:16
କିନ୍ତୁ ଯୋଷଫେ ଉତ୍ତର ଦେଲେ, ତୁମ୍ଭର ପଇସା ସବୁ ଶଷେ ହବୋରୁ ତୁମ୍ଭର ପଶୁମାନଙ୍କୁ ମାେତେ ଦିଅ ଓ ମୁଁ ତୁମ୍ଭମାନଙ୍କୁ ଖାଦ୍ୟ ଦବେି।

Genesis 47:17
ତେଣୁ ଲୋକମାନେ ତାଙ୍କର ଜୀବନ୍ତ ପଶୁ ସବୁ ଯୋଷଫଙ୍କେ ନିକଟକୁ ଆଣିଲେ। ସେ ତାଙ୍କୁ ଅଶ୍ବ, ମଷେ ଏବଂ ଛଳେି ପଶୁପଲ ଏବଂ ଗଧ ବଦଳ ରେ ଖାଦ୍ୟ ଦ୍ରବ୍ଯ ଦେଲେ। ସେ ବର୍ଷ ଯୋଷଫେ ସମାନଙ୍କେର ଖାଦ୍ୟ ବଦଳ ରେ ସମସ୍ତ ଜୀବନ୍ତ ପଶୁ ନେଲେ।

Genesis 47:18
କିନ୍ତୁ ତା'ପର ବର୍ଷ, ସମାନଙ୍କେ ଦଇେ ଖାଦ୍ୟ ସଂଗ୍ରହ କରିବା ପାଇଁ, ଲୋକମାନଙ୍କ ନିକଟରେ ଆଉ ପଶୁ ନଥିଲା। ତେଣୁ ଲୋକମାନେ ଯୋଷଫଙ୍କେ ନିକଟକୁ ୟାଇ କହିଲେ, ତୁମ୍ଭେ ଜାଣ ଯେ ଆମ୍ଭ ମିକଟ ରେ ଆଉ ରୂପା ନାହିଁ। ଏବଂ ଆମ୍ଭମାନଙ୍କର ସମସ୍ତ ପଶୁ ସମ୍ପଦ ମଧ୍ଯ ମହାଶୟଙ୍କର ହାଇେଅଛି। ଏବେ ମହାଶୟଙ୍କ ସାକ୍ଷାତ ରେ ଆମ୍ଭମାନଙ୍କର ଦହେ ଓ ଭୂମି ବିନା ଆଉ କିଛି ଆମ୍ଭ ନିକଟରେ ନାହିଁ।

Genesis 47:19
ନିଶ୍ଚିତ ରେ ଆମ୍ଭମାନେେ ତୁମ୍ଭ ସମ୍ମୁଖ ରେ ନିଶ୍ଚିତ ମରିବୁ। କିନ୍ତୁ ଯଦି ତୁମ୍ଭେ ଆମ୍ଭକୁ ଖାଦ୍ୟ ଦିଅ ତବେେ ଆମ୍ଭେ ଆମ୍ଭର ଭୂମି ଫାରୋଙ୍କୁ ଦବେୁ। ଏବଂ ଆମ୍ଭେ ତାଙ୍କର ଦାସ ହବେୁ। ଆମ୍ଭକୁ କିଛି ବିହନ ମଧ୍ଯ ଦିଅନ୍ତୁ। ଆମ୍ଭେ ଗଛ କରି ପାରିବୁ। ଏଥି ରେ ଆମ୍ଭେ ମରି ନୟାଇ ବଞ୍ଚିବୁ। ଏବଂ ଭୂମି ମଧ୍ଯ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଯୋଗଇବ।

Genesis 47:20
ତେଣୁ ଯୋଷଫେ ଫାରୋଙ୍କ ନିମନ୍ତେ ସମସ୍ତ ଭୂମି ମିଶର ରେ କ୍ରଯ କଲେ। ମିଶର ରେ ସମସ୍ତ ଲୋକ ସମାନଙ୍କେର ସମସ୍ତ ଭୂମି ସବୁ ବକ୍ରଯ କଲେ। ସମାନେେ ଭୋକରେ ଥିବାରୁ ଏହିପରି କଲେ।

Genesis 47:21
ଏବଂ ଏହିପରି ଭାବରେ ସମସ୍ତ ଲୋକ ଫାରୋଙ୍କର ଦାସ ହେଲେ। ମିଶର ରେ ଚାରିଆଡ଼େ ଲୋକମାନେ ଫାରୋଙ୍କର ଦସ ହେଲେ।

Genesis 47:22
ସେ କବଳେ ଯାଜକମାନଙ୍କର ଭୂମି କ୍ରଯ କଲେ ନାହିଁ। କାରଣ ଫାରୋ ସମାନଙ୍କେୁ ବୃତ୍ତି ଯୋଗାଇଲେ। ଏଣୁ ଫାରୋଙ୍କର ଦ୍ବାରା ଦିଆ ୟାଇଥିବା ବୃତ୍ତି ରେ ସମାନେେ ବଞ୍ଚୁଥିଲେ। ସମାନେେ ଆପଣା ଭୂମି ବିକ୍ରଯ କଲେ ନାହିଁ।

Genesis 47:23
ଏହାପରେ ଯୋଷଫେ ପ୍ରଜାମାନଙ୍କୁ କହିଲେ, ଆଜି ପର୍ୟ୍ଯନ୍ତ ମୁଁ ଫାରୋଙ୍କ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ଭୂମି ସବୁ କିଣିଲୁ। ଏବେ ଏହି ବିହନ ନଇେ ଭୂମିରେ ବୁଣ।

Genesis 47:24
ତହିଁରୁ ଯାହା ଉତ୍ପନ୍ନ ହବେ। ତାହାର ପଞ୍ଚମାଂଶ ଫାରୋଙ୍କୁ ଦବେ। ପୁଣୁ ଅନ୍ୟ ଚାରିଅଂଶ ଭୂମିର ବିହନପାଇଁ ଓ ତୁମ୍ଭେ ତୁମ୍ଭର ପରିଜନ ଏବଂ ତୁମ୍ଭର ପିଲାମାନଙ୍କ ପାଇଁ ଖାଦ୍ୟ ରହିବ।

Genesis 47:25
ଲୋକମାନେ କହିଲେ, ଆପଣ ଆମ୍ଭମାନଙ୍କ ପ୍ରାଣ ରକ୍ଷା କଲେ। ଆପଣଙ୍କ କୃପା ଦୃଷ୍ଟି ହେଲେ ଆମ୍ଭମାନେ ଫାରୋଙ୍କର ଦାସ ହବେୁ।

Genesis 47:26
ପଞ୍ଚମାଂଶ ଫାରୋ ପାଇବେ। ମିଶରର ସମସ୍ତ ଭୂମି ବିଷଯ ରେ ଯୋଷଫଙ୍କେର ସ୍ଥାପିତ ଏହି ନିଯମ ଆଜି ପର୍ୟ୍ଯନ୍ତ ଚଳୁଅଛି। କବଳେ ଯାଜକମାନଙ୍କର ଭୂମି ଫାରୋଙ୍କର ହେଲା ନାହିଁ।

Oriya Bible