2 Peter 2 - ORIYA (Tamil)

1 ଅତୀତକାଳ ରେ ପରମେଶ୍ବରଙ୍କ ଲୋକମାନଙ୍କ ମଧିଅରେ ମିଥ୍ଯା ଭବିଷ୍ଯଦ୍ ବକ୍ତା ଥିଲେ। ଏବେ ମଧ୍ଯ ସହଭେଳି ଅଛନ୍ତି। ତୁମ୍ଭ ଦଳ ରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସମାନେେ ଏପରି ଭୁଲ ଶିକ୍ଷା ଦବେେ ଯେ, ଲୋକେ ନିଜକୁ ହଜାଇ ଦବେେ। ସମାନେେ ଏଭଳି ଭାବରେ ଶିକ୍ଷା ଦବେେ ଯେ ସମାନେେ ଯେ ଭୁଲ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହବେ। ସମାନେେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ଯ ମନା କରିବେ। ସେପ୍ରକା ରେ ସମାନେେ ନିଜକୁ ଶୀଘ୍ର ନଷ୍ଟ କରି ଦବେେ।கள்ளத்தீர்க்கதரிசிகளும் ஜனங்களுக்குள்ளே இருந்தார்கள், அப்படியே உங்களுக்குள்ளும் கள்ளப்போதகர்கள் இருப்பார்கள்; அவர்கள் கேட்டுக்கேதுவான வேதப்புரட்டுகளைத் தந்திரமாய் நுழையப்பண்ணி, தங்களைக் கிரயத்துக்குக்கொண்ட ஆண்டவரை மறுதலித்து, தங்களுக்குத் தீவிரமான அழிவை வருவித்துக்கொள்ளுவார்கள்.

2 ସମାନେେ କହୁଥିବା ମନ୍ଦ କାମକୁ ଅନକେ ଲୋକ ଅନୁସରଣ କରିବେ। ସମାନଙ୍କେ ହତେୁରୁ ଅନ୍ୟ ଲୋକେ ମଧ୍ଯ ସତ୍ଯର ମାର୍ଗ ବିଷୟ ରେ ସମାଲୋଚନା କରିବେ।அவர்களுடைய கெட்ட நடக்கைகளை அநேகர் பின்பற்றுவார்கள்; அவர்கள்நிமித்தம் சத்தியமார்க்கம் தூஷிக்கப்படும்.

3 ସହେି ଭଣ୍ଡ ଶିକ୍ଷକମାନେ କବଳେ ତୁମ୍ଭର ଧନ ଚାହାଁନ୍ତି। ସମାନେେ ଖାଲି ମିଛ କଥା କହି ତୁମ୍ଭର ମନ ନବେେ। ଏହି ଭଣ୍ଡ ଶିକ୍ଷକଙ୍କର ନ୍ଯାୟ ବିଚାର ବହୁ ପୂର୍ବରୁ ପ୍ରସ୍ତୁତ ହାଇେ ରହିଛି। ପରମେଶ୍ବର ସମାନଙ୍କେୁ ନଷ୍ଟ କରି ଦବେେ। ସମାନେେ ତାହାଙ୍କଠାରୁ ରକ୍ଷା ପାଇବେ ନାହିଁ।பொருளாசையுடையவர்களாய், தந்திரமான வார்த்தைகளால் உங்களைத் தங்களுக்கு ஆதாயமாக வசப்படுத்திக்கொள்ளுவார்கள்; பூர்வகாலமுதல் அவர்களுக்கு விதிக்கப்பட்ட ஆக்கினை அயர்ந்திராது, அவர்களுடைய அழிவு உறங்காது.

4 ଯେତବେେଳେ ସ୍ବର୍ଗଦୂତମାନେ ପାପ କଲେ, ପରମେଶ୍ବର ସମାନଙ୍କେୁ ଦଣ୍ଡ ନ ଦଇେ ଛାଡ଼ିଲେ ନାହିଁ। ପରମେଶ୍ବର ସହେି ଦୂତମାନଙ୍କୁ ନରକକୁ ପଠାଇ ଦେଲେ। ସେ ସମାନଙ୍କେୁ ଅନ୍ଧକାରର ଗୁମ୍ଫାମାନଙ୍କ ରେ ପକାଇ ରଖିଲେ। ବିଚାର ଦିନ ପର୍ୟ୍ଯନ୍ତ ସମାନେେ ସଠାେରେ ପଡ଼ିଥିବେ।பாவஞ்செய்த தூதர்களை தேவன் தப்பவிடாமல், அந்தகாரச் சங்கிலிகளினாலே கட்டி நரகத்திலே தள்ளி நியாயத்தீர்ப்புக்கு வைக்கப்பட்டவர்களாக ஒப்புக்கொடுத்து;

5 ଅତି ପୂର୍ବକାଳ ରେ ରହୁଥିବା ମନ୍ଦ ଲୋକଙ୍କୁ ପରମେଶ୍ବର ଦଣ୍ଡ ଦଇେଥିଲେ। ପରମେଶ୍ବର ଆପଣା ବିରୋଧୀ ଲୋକମାନଙ୍କ ପାଇଁ ଏକ ପ୍ରଳୟଙ୍କାରୀ ବନ୍ଯା ଆଣିଥିଲେ। କିନ୍ତୁ ପରମେଶ୍ବର ନୋହ ଓ ତାହାଙ୍କ ସହ୍ଯ ଅନ୍ୟ ସାତଜଣଙ୍କୁ ସହେି ପ୍ରଳୟଙ୍କାରୀ ବନ୍ଯାରୁ ରକ୍ଷା କରିଥିଲେ। ଲୋକମାନଙ୍କୁ ନୋହ ଉତ୍ତମ ଜୀବନ କାଟିବାକୁ ଉପଦେଶ ଦେଉଥିଲେ।பூர்வ உலகத்தையும் தப்பவிடாமல், நீதியைப் பிரசங்கித்தவனாகிய நோவா முதலான எட்டுப்பேரைக் காப்பாற்றி, அவபக்தியுள்ளவர்கள் நிறைந்த உலகத்தின்மேல் ஜலப்பிரளயத்தை வரப்பண்ணி; சோதோம் கொமோரா என்னும் பட்டணங்களையும் சாம்பலாக்கிக் கவிழ்த்துப்போட்டு, ஆக்கினைக்குள்ளாகத் தீர்த்து, பிற்காலத்திலே அவபக்தியாய் நடப்பவர்களுக்கு அவைகளைத் திருஷ்டாந்தமாக வைத்து;

6 ପରମେଶ୍ବର ଦଣ୍ଡ ସ୍ବରୂପେ ଦୁଷ୍ଟ ନଗରୀ ସଦୋମ ଓ ଗ ମାରୋକୁ ପୋଡ଼ି ପାଉଁଶ କରି ଦଇେଥିଲେ। ଯେଉଁମାନେ ପରମେଶ୍ବରଙ୍କ ବିରୋଧୀ, ସମାନଙ୍କେ ପ୍ରତି କ'ଣ ଘଟିବ, ଏହି ନଗରଗୁଡ଼ିକ ତାହାର ଉଦାହରଣ ସ୍ବରୂପ ଅଟେ।அக்கிரமக்காரருக்குள் வாசமாயிருக்கையில் அவர்களுடைய காமவிகார நடக்கையால் வருத்தப்பட்டு;

7 କିନ୍ତୁ ସହେି ନଗର ମଧ୍ଯରୁ ପରମେଶ୍ବର ଲୋଟକୁ ରକ୍ଷା କଲେ। ସେ ଜଣେ ଅତି ଭଲଲୋକ ଥିଲେ। ଲୋକମାନଙ୍କର ଦୁଷ୍ଟାଚରଣ ହତେୁ ସେ ଦୁଃଖ ପାଉଥିଲେ।நாள்தோறும் அவர்களுடைய அக்கிரமக்கிரியைகளைக் கண்டு கேட்டு நீதியுள்ள தன்னுடைய இருதயத்தில் வாதிக்கப்பட்ட நீதிமானாகிய லோத்தை அவர் இரட்சித்திருக்க;

8 ଲୋଟ ଜଣେ ଭଲ ଲୋକ ଥିଲେ। କିନ୍ତୁ ପ୍ରତିଦିନ ସହେି ମନ୍ ଦଲୋକଙ୍କ ମଧିଅରେ ବାସ କରୁଥିଲେ। ସମାନଙ୍କେର ମନ୍ଦ ବିଷୟଗୁଡ଼ିକ ଦେଖି ଓ ଶୁଣି ସେ ହୃଦୟ ରେ ଆଘାତ ପାଉଥିଲେ।கர்த்தர் தேவபக்தியுள்ளவர்களைச் சோதனையினின்று இரட்சிக்கவும், அக்கிரமக்காரரை ஆக்கினைக்குள்ளானவர்களாக நியாயத்தீர்ப்பு நாளுக்கு வைக்கவும் அறிந்திருக்கிறார்.

9 ପରମେଶ୍ବର ଏହି ସମସ୍ତ କାର୍ୟ୍ଯ କଲେ। ଅତଏବ ଯେଉଁମାନେ ତାହାଙ୍କୁ ସବୋ କରୁଛନ୍ତି, ପ୍ରଭୁ ସର୍ବଦା ସମାନଙ୍କେୁ ରକ୍ଷା କରିବେ। ସମସ୍ଯା ରେ ପଡ଼ିଥିଲା ବେଳେ ସେ ସମାନଙ୍କେୁ ରକ୍ଷା କରିବେ। ଏହା ସହିତ, ପ୍ରଭୁ ମନ୍ଦ ଲୋକମାନଙ୍କୁ ବିଚାର ଦିନ ରେ ଦଣ୍ଡ ଦବେେ।விசேஷமாக அசுத்த இச்சையோடே மாம்சத்திற்கேற்றபடி நடந்து, கர்த்தத்துவத்தை அசட்டைபண்ணுகிறவர்களை அப்படிச் செய்வார்.

10 ଯେଉଁମାନେ ନିଜର ପାପପୂର୍ଣ୍ଣ ପ୍ରକୃତିଗୁଡ଼ିକର ଇଚ୍ଛା ପୂରଣ ପାଇଁ ମନ୍ଦକାର୍ୟ୍ଯ କରିବ ଜୀବିତ ରହିଛନ୍ତି ଓ ପ୍ରଭୁଙ୍କର କତ୍ତୃର୍ତ୍ବକୁ ଅବମାନନା କରନ୍ତି, ସମାନେେ ଏଭଳି ଦଣ୍ଡର ଯୋଗ୍ଯ।இவர்கள் துணிகரக்காரர், அகங்காரிகள், மகத்துவங்களை தூஷிக்க அஞ்சாதவர்கள்.

11 ଏହି ଭଣ୍ଡ ଶିକ୍ଷକମାନଙ୍କ ତୁଳନା ରେ ସ୍ବର୍ଗଦୂତମାନେ ଅତ୍ଯଧିକ ଶକ୍ତିଶାଳୀ ଓ ବଳବାନ। କିନ୍ତୁ ସମାନେେ କବେେ ହେଲେ ଏହି ଭଣ୍ଡ ଶିକ୍ଷକମାନଙ୍କୁ ଦୋଷୀ ସାବ୍ଯସ୍ତ କରନ୍ତି ନାହିଁ ବା ସମାନଙ୍କେ ବିରୁଦ୍ଧ ରେ ମନ୍ଦ କଥା ପ୍ରଭୁଙ୍କୁ କହନ୍ତି ନାହିଁ।அதிக பெலனையும் வல்லமையையுமுடைய தேவதூதர்கள் முதலாய்க் கர்த்தருக்குமுன்பாக அவர்களைத் தூஷணமாய்க் குற்றப்படுத்தமாட்டார்களே.

12 କିନ୍ତୁ ଏହି ଭଣ୍ଡ ଶିକ୍ଷକମାନ ନିଜେ ବୁଝି ନ ଥିବା ବିଷୟଗୁଡ଼ିକ ସମ୍ବନ୍ଧ ରେ ମନ୍ଦକଥା କୁହନ୍ତି। ଏହି ଭଣ୍ଡ ଶିକ୍ଷକମାନେ ଚିନ୍ତା କରିବାର ଶକ୍ତି ନ ଥିବା ପଶୁ ଭଳି ଆଚରଣ କରନ୍ତି, ପୁଣି ବନ୍ଯ ପଶୁମାନଙ୍କ ପରି ଧରାଯାଇ ମରା ୟିବା ନିମନ୍ତେ ଜନ୍ମ ହାଇେଛନ୍ତି। ସହେି ପଶୁମାନଙ୍କ ଭଳି ଏହି ଭଣ୍ଡଶିକ୍ଷକମାନେ ମଧ୍ଯ ନଷ୍ଟ ହବେେ।இவர்களோ பிடிபட்டழிக்கப்படுவதற்கு உண்டான புத்தியற்ற மிருகஜீவன்களைப்போலத் தங்களுக்குத் தெரியாதவைகளைத் தூஷித்து, தங்கள் கேட்டிலே கெட்டழிந்து, அநீதத்தின் பலனை அடைவார்கள்.

13 ଏହି ଭଣ୍ଡ ଶିକ୍ଷକମାନେ ଅନକେ ଲୋକଙ୍କୁ ଦୁଃଖ ଦଇେଛନ୍ତି। ଅତଏବ ସମାନେେ ନିଜେ ଦୁଃଖ ପାଇବେ। ସମାନେେ କରିଥିବା କାମର ଏହା ହେଉଛି ପ୍ରତିଦାନ। ଏହି ଭଣ୍ଡ ଶିକ୍ଷକମାନେ ଭାବନ୍ତି ଯେ ସମସ୍ତଙ୍କ ଆଗ ରେ ଖାେଲାଖାଲିେ ଭାବେ ମନ୍ଦ କାମ କରିବା ଗୋଟିଏ ଆନନ୍ଦର ବିଷୟ ଅଟେ। ମନ୍ଦ କାମ କରି ସମାନେେ ଆନନ୍ଦ ଉପଭୋଗ କରନ୍ତି। ତୁମ୍ଭମାନଙ୍କ ସହିତ ଭୋଜିଉତ୍ସବ ରେ ସମ୍ମିଳିତ ହବୋ ବେଳେ, ସମାନେେ ତୁମ୍ଭ ନିମନ୍ତେ ମଇଳା ଦାଗ ଓ କଳଙ୍କି ଦାଗ ଭଳି ଲଜ୍ଜାର କାରଣ ସ୍ବରୂପ ଅଟନ୍ତି।இவர்கள் ஒருநாள் வாழ்வை இன்பமென்றெண்ணி, கறைகளும் இலச்சைகளுமாயிருந்து; உங்களோடே விருந்துண்கையில் தங்கள் வஞ்சனைகளில் உல்லாசமாய் வாழ்கிறவர்கள்;

14 ପ୍ରେତ୍ୟକକ ଥର କୌଣସି ସ୍ତ୍ରୀଲୋକକୁ ଦେଖିଲେ, ସମାନେେ ବ୍ଯଭିଚାର କରିବା ପାଇଁ ଚାହାଁନ୍ତି। ଏହିଭଳି ଭାବରେ ସମାନେେ ସବୁବେଳେ ପାପ କରୁଥାନ୍ତି। ସମାନେେ ଦୁର୍ବଳ ଲୋକମାନଙ୍କୁ ପାପର ଫାନ୍ଦ ରେ ପକାଇ ଦିଅନ୍ତି। ସମାନଙ୍କେ ହୃଦୟଗୁଡ଼ିକ ସ୍ବାର୍ଥପରତା ରେ ପରିପୂର୍ଣ୍ଣ। ସମାନେେ ଅଭିଶପ୍ତ।விபசார மயக்கத்தால் நிறைந்தவைகளும், பாவத்தைவிட்டோயாதவைகளுமாயிருக்கிற கண்களையுடையவர்கள்; உறுதியில்லாத ஆத்துமாக்களைத் தந்திரமாய்ப் பிடித்து, பொருளாசைகளில் பழகின இருதயத்தையுடைய சாபத்தின் பிள்ளைகள்.

15 ଏହି ଭଣ୍ଡ ଶିକ୍ଷକମାନେ ଉତ୍ତମ ପଥ ଛାଡ଼ି ଦଇେଛନ୍ତି ଓ ବିଯୋରର ପୁତ୍ର ବିଲିଯାମର ଭୁଲ ମାର୍ଗ ଅନୁସରଣ କରିଛନ୍ତି। ସେ ମନ୍ଦ କାମ କରି ଧନ ପାଇବାକୁ ଭଲ ପାଉଥିଲା।செம்மையான வழியைவிட்டுத் தப்பிநடந்து, பேயோரின் குமாரனாகிய பிலேயாமின் வழியைப் பின்பற்றிப்போனவர்கள்; அவன் அநீதத்தின் கூலியைவிரும்பி,

16 କିନ୍ତୁ ଗୋଟିଏ ଗଧ ତାହାକୁ କହିଲା ଯେ ସେ ଭୁଲ କରୁଛି। ଗଧ ସାଧାରଣ ଭାବରେ କଥା କହିପା ରେ ନାହିଁ, କିନ୍ତୁ ସହେି ଗଧଟି ମଣିଷର ଭାଷା ରେ କଥା କହିଲା ଓ ବିଲିଯାମର ବିକୃତ ଚିନ୍ତାଧାରାରୁ ତାହାକୁ ବିରତ କଲା।தன்னுடைய அக்கிரமத்தினிமித்தம் கடிந்துகொள்ளப்பட்டான்; பேசாத மிருகம் மனுஷர்பேச்சைப் பேசித் தீர்க்கதரிசியினுடைய மதிகேட்டைத் தடுத்தது.

17 ଏହି ଭଣ୍ଡ ଶିକ୍ଷକମାନେ ପାଣି ନ ଥିବା ନଈ ଭଳି, ସମାନେେ ପ୍ରଚଣ୍ଡ ଝଡ଼ ରେ ଉଡ଼ୁଥିବା ମେଘଗୁଡ଼ାକ ଭଳି, ସମାନଙ୍କେ ନିମନ୍ତେ ଘାରେ ଅନ୍ଧକାର ସ୍ଥାନ ରଖା ଯାଇଅଛି।இவர்கள் தண்ணீரில்லாத கிணறுகளும், சுழல்காற்றினால் அடியுண்டோடுகிற மேகங்களுமாயிருக்கிறார்கள்; என்றென்றைக்குமுள்ள காரிருளே இவர்களுக்கு வைக்கப்பட்டிருக்கிறது.

18 ସହେି ଭଣ୍ଡ ଶିକ୍ଷକମାନେ ନିରର୍ଥକ କଥାଗୁଡ଼ିକ ପାଇଁ ଗର୍ବ କରନ୍ତି। ସମାନେେ ଲୋକମାନଙ୍କୁ ପାପ ରାସ୍ତା ରେ କଢ଼ାଇ ନିଅନ୍ତି। ମନ୍ଦ ଭାବରେ ରହୁଥିବା ଲୋକଙ୍କଠାରୁ ବାହାରି ଆସି ଭଲ ମାର୍ଗ ରେ ୟିବାକୁ ଆରମ୍ଭ କରିଥିବା ଲୋକଙ୍କୁ ଏମାନେ ଆକର୍ଷିତ କରନ୍ତି। ପାପପୂର୍ଣ୍ଣ ଆତ୍ମା ରେ ମନ୍ଦ ଇଚ୍ଛାଗୁଡ଼ିକୁ ଜାଗତ୍ର କରାଇ ଭଣ୍ଡ ଶିକ୍ଷକମାନେ ଏପରି କରନ୍ତି।வஞ்சகமாய் நடக்கிறவர்களிடத்திலிருந்து அரிதாய்த் தப்பினவர்களிடத்தில் இவர்கள் அகந்தையான வீண்வார்த்தைகளைப் பேசி, மாம்ச இச்சைகளினாலும் காமவிகாரங்களினாலும் அவர்களைத் தந்திரமாய்ப் பிடிக்கிறார்கள்.

19 ଏହି ଭଣ୍ଡ ଶିକ୍ଷକମାନେ ସହେି ଲୋକମାନଙ୍କୁ ମୁକ୍ତିର ପ୍ରତିଜ୍ଞା ଦିଅନ୍ତି। ମାତ୍ର ଏହି ଭଣ୍ଡ ଶିକ୍ଷକମାନେ ନିଜେ ମୁକ୍ତି ପାଇ ନାହାଁନ୍ତି। ସମାନେେ ନିଜେ ବିନଷ୍ଟ ବିଷୟର ଦାସ ଅଟନ୍ତି। ଜଣେ ବ୍ଯକ୍ତି ଯାହା ଦ୍ବାରା ନିୟନ୍ତ୍ରିତ ହୁଏ, ସେ ସେଥିର ଦାସ ଅଟେ।தாங்களே கேட்டுக்கு அடிமைகளாயிருந்தும், அவர்களுக்குச் சுயாதீனத்தை வாக்குத்தத்தம்பண்ணுகிறார்கள்; எதினால் ஒருவன் ஜெயிக்கப்பட்டிருக்கிறானோ அதற்கு அவன் அடிமைப்பட்டிருக்கிறானே.

20 ସହେି ଲୋକମାନଙ୍କୁ ସଂସାରର ମନ୍ଦ ବିଷୟରୁ ମୁକ୍ତ କରାଯାଇଥିଲା। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ବାରା ସମାନେେ ମୁକ୍ତି ପାଇଥିଲେ। କିନ୍ତୁ ଯଦି ସମାନେେ ପୁନର୍ବାର ମନ୍ଦ ବିଷୟଗୁଡ଼ିକ ପ୍ରତି ଆକର୍ଷିତ ହାଇେ ତାହାର ବନ୍ଧନ ରେ ବାନ୍ଧି ହାଇଯେିବେ, ତବେେ ସମାନଙ୍କେ ପୂର୍ବ ଅବସ୍ଥାଠାରୁ ବର୍ତ୍ତମାନର ଅବସ୍ଥା ଆହୁରି ଅଧିକ ଖରାପ ହବେ।கர்த்தரும் இரட்சகருமாயிருக்கிற இயேசுகிறிஸ்துவை அறிகிற அறிவினாலே உலகத்தின் அசுத்தங்களுக்குத் தப்பினவர்கள் மறுபடியும் அவைகளால் சிக்கிக்கொண்டு ஜெயிக்கப்பட்டால், அவர்களுடைய பின்னிலைமை முன்னிலைமையிலும் கேடுள்ளதாயிருக்கும்.

21 ଯଦି ସମାନେେ ମୂଳରୁ ଠିକ ରାସ୍ତା ଜାଣି ନ ଥାନ୍ତେ, ସମାନଙ୍କେ ପକ୍ଷେ ଭଲ ହାଇେଥାନ୍ତା। ଉତ୍ତମ ମାର୍ଗ ଜାଣି, ପବିତ୍ର ଶାସ୍ତ୍ରର ଶିକ୍ଷାରୁ ବିମୁଖ ହବୋ ଅପେକ୍ଷା ତାହା ନ ଜାଣିଥିଲେ, ଅଧିକ ଭଲ ହାଇେଥାନ୍ତା।அவர்கள் நீதியின் மார்க்கத்தை அறிந்த பின்பு தங்களுக்கு ஒப்புவிக்கப்பட்ட பரிசுத்த கற்பனையை விட்டு விலகுவதைப்பார்க்கிலும் அதை அறியாதிருந்தார்களானால் அவர்களுக்கு நலமாயிருக்கும்.

22 ସହେି ଲୋକମାନଙ୍କ ପ୍ରତି ଯାହା ଘଟିଲା, ତାହା ନିମ୍ନ ସତ୍ଯ ପ୍ରବାଦ ଭଳି : କୁକୁର ବାନ୍ତି କଲା ପରେ ପୁନର୍ବାର ତା' ବାନ୍ତି ଖାଇବାକୁକ ଆ ସେ341 ଓ ଘୁଷୁରୀଟିକୁ ଧୋଇ ପରିଷ୍କାର କଲା ପରେ ସେ ପୁନର୍ବାର ଯାଇ ପଙ୍କ ରେ ଗଡ଼େ।நாய் தான் கக்கினதைத் தின்னவும், கழுவப்பட்ட பன்றி சேற்றிலே புரளவும் திரும்பினது என்று சொல்லப்பட்ட மெய்யான பழமொழியின்படியே அவர்களுக்குச் சம்பவித்தது.

Tamil Bible