2 Thessalonians 2 - ORIYA (Tamil)

1 ଭାଇ ଓ ଭଉଣୀମାନେ ! ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆସିବା ବିଷୟ ରେ ଆମ୍ଭର କିଛି କହିବାକୁ ଅଛି। ଯେତବେେଳେ ଆମ୍ଭେ ସମସ୍ତେ ମିଶି ତାହାଙ୍କୁ ଭଟେିବା, ସହେି ସମୟ ବିଷୟ ରେ ଆମ୍ଭେ ତୁମ୍ଭକୁ କହିବାକୁ ଚାହୁଁ।அன்றியும், சகோதரரே, நம்முடைய கர்த்தராகிய இயேசுகிறிஸ்துவின் வருகையையும், நாம் அவரிடத்திலே சேர்க்கப்படுவதையுங்குறித்து, நாங்கள் உங்களை வேண்டிக்கொள்ளுகிறது என்னவென்றால்,

2 ଯଦି ତୁମ୍ଭମାନେେ ଶୁଣ ଯେ, ପ୍ରଭୁଙ୍କର ସହେି ଦିନଟି ଆସିଗଲାଣି, ତୁମ୍ଭମାନେେ ଚିନ୍ତା ରେ ସହଜ ରେ ବିବ୍ରତ ହାଇେ ଯାଅ ନାହିଁ କି ଭୟ କର ନାହିଁ। କେତଜେଣ ଏହାକୁ କୌଣସି ଭବିଷ୍ଯତ୍ ବାଣୀ ବା କୌଣସି ସମ୍ବାଦ ବୋଲି କହି ପାରନ୍ତି, କିମ୍ବା କେତକେ ଲୋକ ଏହାକୁ ଆମ୍ଭର ଏକ ଚିଠି ବୋଲି କହି ପାରନ୍ତି ଓ ଦାବି କରିପାରନ୍ତି ଯେ, ଆମ୍ଭମାନଙ୍କ ଦ୍ବାରା ଏହି ପତ୍ର ଲଖାଯାେଇଅଛି।ஒரு ஆவியினாலாவது, வார்த்தையினாலாவது, எங்களிடத்திலிருந்து வந்ததாய்த் தோன்றுகிற ஒரு நிருபத்தினாலாவது, கிறிஸ்துவினுடைய நாள் சமீபமாயிருக்கிறதாகச் சொல்லப்பட்டால், உடனே சஞ்சலப்படாமலும் கலங்காமலும் இருங்கள்.

3 ଏପରି ଭାବରେ, କୌଣସି ଲୋକକୁ କୌଣସି ପ୍ରକା ରେ ତୁମ୍ଭମାନଙ୍କୁ ଠକିବାକୁ ଦିଅ ନାହିଁ। ପରମେଶ୍ବରଙ୍କ ବିରୁଦ୍ଧ ରେ ବିଦ୍ରୋହ ସଂଘଟିତ ନ ହେଲା ପର୍ୟ୍ଯନ୍ତ ପ୍ରଭୁଙ୍କର ସହେି ଦିନଟି ଆସିବ ନାହିଁ। ମନ୍ଦ ବ୍ଯକ୍ତିର ଦଖାେ ନ ଦବୋ ପର୍ୟ୍ଯନ୍ତ ସହେି ଦିନଟି ଆସିବ ନାହିଁ। ସହେି ମନ୍ଦ ବ୍ଯକ୍ତି ନରକର ଅଟେ।எவ்விதத்தினாலும் ஒருவனும் உங்களை மோசம்போக்காதபடிக்கு எச்சரிக்கையாயிருங்கள்; ஏனெனில் விசுவாச துரோகம் முந்தி நேரிட்டு, கேட்டின் மகனாகிய பாவமனுஷன் வெளிப்பட்டாலொழிய, அந்த நாள் வராது.

4 ସହେି ମନ୍ଦ ବ୍ଯକ୍ତି, ପରମେଶ୍ବରଙ୍କ କିମ୍ବା ଏପରି କିଛି ଯାହା ଲୋକଙ୍କ ଦ୍ବାରା ଉପାସିତ, ଏହିପରି ପ୍ରେତ୍ୟକକ ବିଷୟର ବିରୋଧୀ କରେ। ସେ ନିଜକୁ ପ୍ରେତ୍ୟକକଠାରୁ ଉଚ୍ଚ ବୋଲି ଦଖାେଏ, ଈଶ୍ବରଙ୍କ ନାମ ରେ ଖ୍ଯାତ ଓ ପୂଜା ପାଉଥିବା ସମସ୍ତଙ୍କର ସେ ବି ରୋଧ କରେ। ସେ ଲୋକ ପରମେଶ୍ବରଙ୍କ ମନ୍ଦିରକୁ ଯାଇ, ସିଂହାସନ ରେ ବସି ନିଜକୁ ପରମେଶ୍ବର ବୋଲି ଘାଷେଣା କରେ।அவன் எதிர்த்துநிற்கிறவனாயும், தேவன் என்னப்படுவதெதுவோ, ஆராதிக்கப்படுவதெதுவோ, அவையெல்லாவற்றிற்கும் மேலாகத் தன்னை உயர்த்துகிறவனாயும், தேவனுடைய ஆலயத்தில் தேவன்போல உட்கார்ந்து, தன்னைத்தான் தேவனென்று காண்பிக்கிறவனாயும் இருப்பான்.

5 ମୁଁ ପୂର୍ବରୁ କହିଥିଲି ଯେ ଏହି ଘଟଣାଗୁଡ଼ିକ ଘଟିବ।நான் உங்களிடத்திலிருந்தபோது இவைகளைச் சொன்னது உங்களுக்கு ஞாபகமில்லையா?

6 ମନେ ଅଛି କି ? ଏବେ ମନ୍ଦବ୍ଯକ୍ତିକୁ କିଏ ଅଟକାଇ ରଖିଛି, ଏହା ତୁମ୍ଭମାନେେ ଜାଣିଛ। ଯେତବେେଳେ ଉଚିତ ସମୟ ଆସିବ, ସେ ନିଜକୁ ପ୍ରକାଶ କରିବ ବୋଲି ତାହାକୁ ବର୍ତ୍ତମାନ ଅଟକାଇ ରଖାଯାଇଛି।அவன் தன் காலத்திலே வெளிப்படும்படிக்கு, இப்பொழுது அவனைத் தடைசெய்கிறது இன்னதென்றும் அறிந்திருக்கிறீர்கள்.

7 ସଂସାର ରେ ଏବେ ମନ୍ଦ ବ୍ଯକ୍ତିର ଗୁପ୍ତ ଶକ୍ତି କାମ କରୁଛି। କିନ୍ତୁ ଜଣେ ମାତ୍ର ଅଛନ୍ତି ୟିଏ, ମନ୍ଦ ବ୍ଯକ୍ତିର ଗୁପ୍ତ ଶକ୍ତିକୁ ଅଟକାଉଛନ୍ତି। ସେ ଦୃଶ୍ଯପଟରୁ ଦୂ ରଇେ ନ ୟିବା ପର୍ୟ୍ଯନ୍ତ ସହେି ଶକ୍ତିକୁ ପ୍ରତିରୋଧ କରୁଥିବେ,அக்கிரமத்தοன் இரகசியம் இப்பொழுதே கிரியைசெய்கிறது; ஆனாலும் தடைசெய்கிறவன் நடுவிலிருந்து நீக்கப்படுமுன்னே அது வெளிப்படாது.

8 ତା'ପରେ ଯାଇ ମନ୍ଦ ବ୍ଯକ୍ତି ପ୍ରକାଶିତ ହବେ। ପ୍ରଭୁଯୀଶୁ ସହେି ମନ୍ଦ ବ୍ଯକ୍ତିକୁ, ତାହାଙ୍କର ମୁହଁରୁ ନିର୍ଗତ ହେଉଥିବା ନିଶ୍ବାସ ଦ୍ବାରା ନଷ୍ଟ କରି ଦବେେ। ପ୍ରଭୁ ଯୀଶୁ ନିଜର ମହିମାମୟ ଆଗମନ ଦ୍ବାରା ତାହାକୁ ବିନଷ୍ଟ କରି ଦବେେ। ମନ୍ଦ ବ୍ଯକ୍ତି ଶୟତାନର ଶକ୍ତି ନଇେ ଆସିବ।நீக்கப்படும்போது, அந்த அக்கிரமக்காரன் வெளிப்படுவான்; அவனைக் கர்த்தர் தம்முடைய வாயின் சுவாசத்தினாலே அழித்து, தம்முடைய வருகையின் பிரசன்னத்தினாலே நாசம்பண்ணுவார்.

9 ତା'ର ମହାନ ଶକ୍ତି ଥିବ ଓ ସେ ଅସତ୍ଯ ଆଧାରିତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ, ଚିହ୍ନ ଓ ଅଦ୍ଭୁତ କାର୍ୟ୍ଯମାନ ଘଟାଇବ।அந்த அக்கிரமக்காரனுடைய வருகை சாத்தானுடைய செயலின்படி சகல வல்லமையோடும் அடையாளங்களோடும் பொய்யான அற்புதங்களோடும்,

10 ଯେଉଁ ଲୋକମାନେ ହଜିଯାଇଛନ୍ତି, ସମାନଙ୍କେୁ ଠକିବାକୁ ଏହି ମନ୍ଦବ୍ଯକ୍ତି ପ୍ରେତ୍ୟକକ ପ୍ରକାରର ମନ୍ଦ ଫାନ୍ଦ ସୃଷ୍ଟି କରିବ। କାରଣ ସମାନେେ ସତ୍ଯକୁ ଭଲ ପାଇବା ପାଇଁ ଅସ୍ବୀକାର କଲେ, ଯାହା ଦ୍ବାର ସମାନେେ ଉଦ୍ଧାର ପାଇଥାନ୍ତେ।கெட்டுப்போகிறவர்களுக்குள்ளே அநீதியினால் உண்டாகும் சகலவித வஞ்சகத்தோடும் இருக்கும் இரட்சிக்கப்படத்தக்கதாக சத்தியத்தின்மேலுள்ள அன்பை அவர்கள் அங்கிகரியாமற்போனபடியால் அப்படி நடக்கும்.

11 ସତ୍ଯକୁ ଭଲ ପାଇବା ପାଇଁ ସମାନେେ ମନା କରିବାରୁ, ପରମେଶ୍ବର ମଧ୍ଯ ସମାନଙ୍କେ ପାଖକୁ ସତ୍ଯ ଠାରୁ ଦୂ ରଇେ ନଇେ ୟିବା ଭଳି ଏକ ଶକ୍ତିକୁ ପଠାନ୍ତି। ଅସତ୍ଯକୁ ବିଶ୍ବାସ କରିବା ଲାଗି ପରମେଶ୍ବର ସମାନଙ୍କେ ପାଖକୁ ସହେି ଶକ୍ତି ପଠାନ୍ତି।ஆகையால் சத்தியத்தை விசுவாசியாமல் அநீதியில் பிரியப்படுகிற யாவரும் ஆக்கினைக்குள்ளாக்கப்படும்படிக்கு,

12 ଅତଏବ ଯେଉଁମାନେ ସତ୍ଯକୁ ବିଶ୍ବାସ କରୁ ନାହାଁନ୍ତି, ସମାନେେ ଦୋଷୀ ବୋଲି ବିଚାରିତ ହବେେ। ସମାନେେ ସତ୍ଯକୁ ମାନି ନାହାଁନ୍ତି ଓ ମନ୍ଦ କର୍ମ କରିବା ରେ ଆନନ୍ଦ ପାଇଛନ୍ତି।அவர்கள் பொய்யை விசுவாசிக்கத்தக்கதாகக் கொடிய வஞ்சகத்தைத் தேவன் அவர்களுக்கு அனுப்புவார்.

13 ଭାଇ ଓ ଭଉଣୀମାନେ ! ପ୍ରଭୁ ତୁମ୍ଭମାନଙ୍କୁ ପ୍ ରମେ କରନ୍ତି। ସେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମରୁ ବାଛିଛନ୍ତି। ଅତଏବ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପରମେଶ୍ବରଙ୍କୁ ଧନ୍ଯବାଦ ଦବୋ ଉଚିତ। ଆତ୍ମା ତୁମ୍ଭକୁ ପବିତ୍ର କରିବା ଯୋଗୁଁ ଓ ସତ୍ଯ ରେ ତୁମ୍ଭମାନଙ୍କର ବିଶ୍ବାସ ଥିବା ଯୋଗୁଁ ତୁମ୍ଭମାନେେ ଉଦ୍ଧାର ପାଇଛ।கர்த்தருக்குப் பிரியமான சகோதரரே, நீங்கள் ஆவியினாலே பரிசுத்தமாக்கப்படுகிறதினாலும், சத்தியத்தை விசுவாசிக்கிறதினாலும் இரட்சிப்படையும்படிக்கு, ஆதிமுதல் தேவன் உங்களைத் தெரிந்துகொண்டபடியினாலே, நாங்கள் உங்களைக்குறித்து எப்பொழுதும் தேவனை ஸ்தோத்திரிக்கக் கடனாளிகளாயிருக்கிறோம்.

14 ପରମେଶ୍ବର ସହେି ମୁକ୍ତି ଦବୋ ଲାଗି ତୁମ୍ଭମାନଙ୍କୁ ଡାକିଲେ। ଆମ୍ଭ ଦ୍ବାରା ପ୍ରଚାରିତ ସୁସମାଚାର ମାଧ୍ଯମ ରେ ସେ ତୁମ୍ଭମାନଙ୍କୁ ଡାକିଲେ। ଆମ୍ଭମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମହିମା ରେ ଅଂଶ ଗ୍ରହଣ କରିବା ପାଇଁ ସେ ତୁମ୍ଭମାନଙ୍କୁ ଡାକିଲେ।நீங்கள் நம்முடைய கர்த்தராகிய இயேசுகிறிஸ்துவின் மகிமையை அடையும்பொருட்டாக எங்கள் சுவிசேஷத்தினாலே அந்த இரட்சிப்புக்கு அவர் உங்களை அழைத்தார்.

15 ଅତଏବ, ଭାଇ ଓ ଭଉଣୀମାନେ ଦୃଢ଼ ଭାବରେ ଠିଆ ହୁଅ ଓ ଆମ୍ଭ ଦ୍ବାରା ଦିଆ ଯାଇଥିବା ଶିକ୍ଷାଗୁଡ଼ିକୁ ଅବିରତ ବିଶ୍ବାସ କର। ଆମ୍ଭେ ଏହି ଶିକ୍ଷାଗୁଡ଼ିକୁ କହି ଓ ଚିଠି ମାଧ୍ଯମ ରେ ଲେଖି, ତୁମ୍ଭମାନଙ୍କୁ ଶିଖାଇଛୁ।ஆகையால், சகோதரரே, நீங்கள் நிலைகொண்டு, வார்த்தையினாலாவது நிருபத்தினாலாவது நாங்கள் உங்களுக்கு உபதேசித்த முறைமைகளைக் கைக்கொள்ளுங்கள்.

16 ତୁମ୍ଭମାନଙ୍କ ପାଇଁ ପ୍ରେତ୍ୟକକ ଉତ୍ତମ କାର୍ୟ୍ଯ କରିବାକୁ ଓ ପ୍ରେତ୍ୟକକ ଉତ୍ତମ କଥା କହିବା ପାଇଁ ସକ୍ଷମ ହବେ। ସେଥିପାଇଁ ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ଓ ଆମ୍ଭର ପରମପିତା ଓ ପରମେଶ୍ବର ତୁମ୍ଭମାନଙ୍କୁ ଉତ୍ସାହ ଓ ଶକ୍ତି ପ୍ରଦାନ କରନ୍ତୁ ଓ ସାନ୍ତ୍ବନା ଦିଅନ୍ତୁ, ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ।நம்முடைய கர்த்தராகிய இயேசுகிறிஸ்துவும், நம்மிடத்தில் அன்புகூர்ந்து நித்திய ஆறுதலையும் நல்நம்பிக்கையையும் கிருபையாய் நமக்குக் கொடுத்திருக்கிற நம்முடைய பிதாவாகிய தேவனும்,

17 ପରମେଶ୍ବର ଆମ୍ଭକୁ ପ୍ ରମେ କରନ୍ତି। ନିଜ ଅନୁଗ୍ରହ ମାଧ୍ଯମ ରେ ସେ ଆମ୍ଭକୁ ଅନନ୍ତକାଳସ୍ଥାଯୀ ଉତ୍ସାହ ଓ ଉତ୍ତମ ଭରସା ଦଇେଛନ୍ତି।உங்கள் இருதயங்களைத் தேற்றி, எல்லா நல்வசனத்திலும் நற்கிரியையிலும் உங்களை ஸ்திரப்படுத்துவாராக.

Tamil Bible