3 John 1 - ORIYA (Tamil)

1 ପ୍ରାଚୀନ ଯେ ମୁଁ, ମୁଁ ମୋର ପ୍ରିୟ ବନ୍ଧୁ ଗାୟଙ୍କ ନିକଟକୁ ଲେଖୁଛି। ମୁଁ ତାହାଙ୍କୁ ସତ୍ୟରେ ରହି ପ୍ରେମ କରେ।மூப்பனாகிய நான் சத்தியத்தின்படி நேசிக்கிற பிரியமான காயுவுக்கு எழுதுகிறதாவது:

2 ପ୍ରିୟ ବନ୍ଧୁ, ମୁଁ ଜାଣେ, ତୁମ୍ଭର ଆତ୍ମା କୁଶଳ ରେ ଅଛି। ତେଣୁ ମୁଁ ପ୍ରାର୍ଥନା କରେ, ତୁମ୍ଭେ ସବୁ ଦୃଷ୍ଟିରୁ ଭଲ ରେ ଥିବ। ତୁମ୍ଭର ଉତ୍ତମ ସ୍ବାସ୍ଥ୍ଯ ପାଇଁ ମୁଁ ପ୍ରାର୍ଥନା କରୁଛି।பிரியமானவனே, உன் ஆத்துமா வாழ்கிறதுபோல நீ எல்லாவற்றிலும் வாழ்ந்து சுகமாயிருக்கும்படி வேண்டுகிறேன்.

3 ଖ୍ରୀଷ୍ଟ ରେ କେତକେ ଭାଇମାନେ ଏଠାକୁ ଆସିଲେ ଓ ସତ୍ଯ ପ୍ରତି ତୁମ୍ଭର ବିଶ୍ବସ୍ତତା ସମ୍ପର୍କ ରେ କହିଲେ। ସମାନେେ ମାେତ କହିଲେ ଯେ ତୁମ୍ଭେ ଅବିରତ ସତ୍ଯ ପଥ ଅନୁସରଣ କରୁଛ। ଏହା ଶୁଣି ମୁଁ ଅତ୍ଯନ୍ତ ଆନନ୍ଦିତ ହଲିେ।சகோதரர் வந்து நீ சத்தியத்திலே நடந்துகொள்ளுகிறாய் என்று உன்னுடைய உண்மையைக்குறித்துச் சாட்சி கொடுத்தபோது மிகவும் சந்தோஷப்பட்டேன்.

4 ମୁଁ ଯେତବେେଳେ ଶୁଣେ ଯେ ମାରେ ପିଲାମାନେ ସତ୍ଯର ମାର୍ଗ ଅନୁସରଣ କରୁଛନ୍ତି, ତାହା ମାେତେ ବିଶଷେ ଆନନ୍ଦ ଦିଏ।என் பிள்ளைகள் சத்தியத்திலே நடக்கிறார்கள் என்று கேள்விப்படுகிற சந்தோஷத்திலும் அதிகமான சந்தோஷம் எனக்கு இல்லை.

5 ମାରେ ପ୍ରିୟ ବନ୍ଧୁ, ଏହା ଉତ୍ତମ ଯେ ତୁମ୍ଭେ ଖ୍ରୀଷ୍ଟ ରେ ଥିବା ଭାଇମାନଙ୍କୁ ସାହାୟ୍ଯ କରୁଛ। ତୁମ୍ଭେ ଅପରିଚିତ ଭାଇମାନଙ୍କୁ ମଧ୍ଯ ସାହାୟ୍ଯ କରୁଛ।பிரியமானவனே, நீ சகோதரருக்கும் அந்நியருக்கும் செய்கிற யாவற்றையும் உண்மையாய்ச் செய்கிறாய்.

6 ସହେି ଭାଇମାନେ, ତୁମ୍ଭର ପ୍ ରମେ ସମ୍ବନ୍ଧ ରେ ମଣ୍ଡଳୀକୁ କହିଛନ୍ତି। ଦୟାକରି ତୁମ୍ଭେ ସମାନଙ୍କେୁ ସମାନଙ୍କେର ଯାତ୍ରା ରେ ସାହାୟ୍ଯ କର। ତୁମ୍ଭେ ସମାନଙ୍କେୁ ଏପରି ସାହାୟ୍ଯ କର, ଯେପରି ତାହା ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିବ।அவர்கள் உன்னுடைய அன்பைக் குறித்துச் சபைக்குமுன்பாகச் சாட்சிசொன்னார்கள்; தேவனுக்கு முன்பாகப் பாத்திரமானபடி அவர்களை நீ வழிவிட்டனுப்பினால் நலமாயிருக்கும்.

7 ସହେି ଭାଇମାନେ ଖ୍ରୀଷ୍ଟଙ୍କର ସବୋ ପାଇଁ ଭ୍ରମଣ କରନ୍ତି। ସମାନେେ ବିଶ୍ବାସ ନ କରୁଥିବା ଲୋକମାନଙ୍କଠାରୁ କିଛି ଗ୍ରହଣ କରନ୍ତି ନାହିଁ।ஏனெனில் அவர்கள் புறஜாதியாரிடத்தில் ஒன்றும் வாங்காமல் அவருடைய நாமத்தினிமித்தம் புறப்பட்டுப்போனார்கள்.

8 ତେଣୁ ଆମ୍ଭେ ସହେି ଭାଇମାନଙ୍କୁ ସାହାୟ୍ଯ କରିବା ଉଚିତ। ଆମ୍ଭେ ତାହାଙ୍କୁ ସାହାୟ୍ଯ କରିବା ଦ୍ବାରା ଆମ୍ଭେ ସତ୍ଯ ନିମନ୍ତେ ସମାନଙ୍କେର କାର୍ୟ୍ଯ ରେ ଭାଗୀଦାର ହାଇପୋରିବା।ஆகையால் நாம் சத்தியத்திற்கு உடன்வேலையாட்களாயிருக்கும்படி அப்படிப்பட்டவர்களைச் சேர்த்துக்கொள்ள கடனாளிகளாயிருக்கிறோம்.

9 ମୁଁ ମଣ୍ଡଳୀକୁ ଗୋଟିଏ ପତ୍ର ଲେଖିଥିଲି। କିନ୍ତୁ ଦିୟତ୍ରଫା ଆମ୍ଭ କଥା ଶୁଣିବା ପାଇଁ ରାଜି ନୁହେଁ। ସେ ସର୍ବଦା ସଠାେରେ ନେତା ହାଇେ ରହିବା ପାଇଁ ଚା ହେଁ।நான் சபைக்கு எழுதினேன்; ஆனாலும் அவர்களில் மேன்மையாயிருக்க விரும்புகிற தியோத்திரேப்பு என்பவன் எங்களை ஏற்றுக்கொள்ளவில்லை.

10 ମୁଁ ସଠାରୁେ ଆସିଲେ, ଦିୟତ୍ରିଫାର କାର୍ୟ୍ଯ ବିଷୟ ରେ କଥାବାର୍ତ୍ତା କରିବି। ସେ ଆମ୍ଭମାନଙ୍କ ବିଷୟ ରେ ମିଥ୍ଯା ଓ ମନ୍ଦ କଥାମାନ କହୁଛି। ଏହାଛଡ଼ା, ସେ ଖ୍ରୀଷ୍ଟଙ୍କ ପାଇଁ ସବୋ କରୁଥିବା ଭାଇମାନଙ୍କୁ ମଧ୍ଯ ସାହାୟ୍ଯ କରୁ ନାହିଁ। ଯେଉଁମାନେ ସହେି ଭାଇମାନଙ୍କୁ ସାହାୟ୍ଯ କରିବାକୁ ଚାହାଁନ୍ତି, ସମାନଙ୍କେୁ ମଧ୍ଯ ସେ ମନା କରୁଛି। ସେ ସମାନଙ୍କେୁ ମଣ୍ଡଳୀରୁ ବାହାର କରିଦିଏ।ஆனபடியால் நான் வந்தால், அவன் எங்களுக்கு விரோதமாய்ப் பொல்லாத வார்த்தைகளை அலப்பி, செய்துவருகிற கிருபைகளை நினைத்துக்கொள்வேன். அவன் இப்படிச் செய்துவருவதும் போதாமல், தான் சகோதரரை ஏற்றுக்கொள்ளாமலிருக்கிறதுமன்றி, ஏற்றுக்கொள்ள மனதாயிருக்கிறவர்களையும் தடைசெய்து, சபைக்குப் புறம்பே தள்ளுகிறான்.

11 ମାରେ ପ୍ରିୟ ବନ୍ଧୁ, ମନ୍ଦ ବିଷୟକୁ ଅନୁସରଣ କର ନାହିଁ, କିନ୍ତୁ ଉତ୍ତମ ବିଷୟର ଅନୁଗାମୀ ହୁଅ। ଉତ୍ତମ କାର୍ୟ୍ଯ କରୁଥିବା ବ୍ଯକ୍ତି ପରମେଶ୍ବରଙ୍କ ପାଖରୁ ଆସିଥାଏ। କିନ୍ତୁ ମନ୍ଦ କାର୍ୟ୍ଯ କରୁଥିବା ବ୍ଯକ୍ତି ପରମେଶ୍ବରଙ୍କୁ କବେେ ଦେଖି ନାହିଁ।பிரியமானவனே, நீ தீமையானதைப் பின்பற்றாமல், நன்மையானதைப் பின்பற்று, நன்மைசெய்கிறவன் தேவனால் உண்டாயிருக்கிறான்; தீமைசெய்கிறவன் தேவனைக் காணவில்லை.

12 ଦୀମୀତ୍ରିୟଙ୍କ ବିଷୟ ରେ ସମସ୍ତେ ଭଲକଥା କହନ୍ତି। ସମାନେେ ଯାହା କହନ୍ତି, ସତ୍ଯ ଏଥିର ସାକ୍ଷ୍ଯ ଦିଏ। ଆମ୍ଭେ ମଧ୍ଯ ତାହା ବିଷୟ ରେ ଭଲକଥା କହୁ, ଏବଂ ତୁମ୍ଭେ ଜାଣ ଯେ ଆମ୍ଭର ସାକ୍ଷ୍ଯ ସତ୍ଯ ଅଟେ।தேமேத்திரியு எல்லாராலும் நற்சாட்சிபெற்றதுமல்லாமல், சத்தியத்தாலும் நற்சாட்சிபெற்றவன்; நாங்களும் சாட்சிகொடுக்கிறோம், எங்கள் சாட்சி மெய்யென்று அறிவீர்கள்.

13 ମାରେ ତୁମ୍ଭକୁ କହିବା ପାଇଁ ବହୁତ ବିଷୟ ଅଛି। କିନ୍ତୁ ମୁଁ ତାହା କାଳି ଏବଂ କଲମ ରେ ଲେଖିବା ପାଇଁ ଚାହୁଁ ନାହିଁ।எழுதவேண்டிய காரியங்கள் அநேகமுண்டு; ஆனால் மையினாலும் இறகினாலும் எழுத எனக்கு மனதில்லை.

14 ମାରେ ତୁମ୍ଭ ସହିତ ଶୀଘ୍ର ଦଖାେ ହବେ ବୋଲି ଆଶା କରୁଛି। ସେତବେେଳେ ଆମ୍ଭେ ଏକାଠି ହାଇେ କଥା ହବୋ। [15 ] ତୁମ୍ଭ ପ୍ରତି ଶାନ୍ତି ହେଉ। ମାରେ ଏଠା ରେ ଥିବା ବନ୍ଧୁମାନେ ତୁମ୍ଭ ପାଖକୁ ସମାନଙ୍କେର ପ୍ ରମେ ଜଣାଉଛନ୍ତି। ଦୟାକରି ଆମ୍ଭର ପ୍ ରମେ ସଠାେରେ ଥିବା ପ୍ରେତ୍ୟକକ ବନ୍ଧୁଙ୍କୁ ଜଣାଇବ।சீக்கிரமாய் உன்னைக் காணலாமென்று நம்பியிருக்கிறேன், அப்பொழுது முகமுகமாய் பேசிக்கொள்ளுவோம். உனக்குச் சமாதானம் உண்டாவதாக. சிநேகிதர் உனக்கு வாழ்த்துதல் சொல்லுகிறார்கள். சிநேகிதரைப் பேர்பேராக வாழ்த்துவாயாக.;

Tamil Bible