Ecclesiastes 11 - ORIYA (Tamil)
1 ତୁମ୍ଭେ ଯେଉଁଠାକୁ ୟାଅ, ଉତ୍ତମ କାର୍ୟ୍ଯ କର। କିଛି ସମୟ ପ ରେ ତୁମ୍ଭେ କରିଥିବା ଉତ୍ତମ କଥା ତୁମ୍ଭ ପାଖକୁ ଫରେି ଆସିବ।உன் ஆகாரத்தைத் தண்ணீர்கள்மேல் போடு; அநேக நாட்களுக்குப் பின்பு அதின் பலனைக் காண்பாய்.
2 ସାତ ଜଣଙ୍କୁ, ନଚେତ୍ ଆଠ ଜଣଙ୍କୁ ଅଂଶ ବିତରଣ କର, କାରଣ ପୃଥିବୀ ରେ କି ବିପଦ ଘଟିବ ତାହା ତୁମ୍ଭେ ଜାଣ ନାହିଁ।ஏழுபேருக்கும் எட்டுபேருக்கும் பங்கிட்டுக்கொடு; பூமியின்மேல் என்ன ஆபத்து நேரிடுமோ உனக்குத் தெரியாது.
3 କେତଗେୁଡ଼ିଏ କଥା ଅଛି ଯାହାକି ତୁମ୍ଭେ ନିଶ୍ଚିତ ହବେ। ଯଦି ମେଘମାଳା ବର୍ଷାବିନ୍ଦୁ ରେ ପୂର୍ଣ୍ଣ ହାଇେଥାନ୍ତି, ତବେେ ସଗେୁଡ଼ିକ ପୃଥିବୀ ରେ ପାଣି ଢ଼ାଳି ଦବେେ। ଏବଂ ବୃକ୍ଷ ଯଦି ଦକ୍ଷିଣ କିଅବା ଉତ୍ତର ଦିଗ ରେ ପଡ଼େ ତବେେ ଯେଉଁ ସ୍ଥାନ ରେ ପଡ଼େ ସହେି ସ୍ଥାନ ରେ ରହିବ।மேகங்கள் நிறைந்திருந்தால் மழையைப் பூமியின்மேல் பொழியும்; மரமானது தெற்கே விழுந்தாலும் வடக்கே விழுந்தாலும், விழுந்த இடத்திலேயே மரம் கிடக்கும்.
4 ଯଦି ଗୋଟିଏ ଲୋକ େଛାଟ ଗଛ ରୋପଣ କରିବା ପାଇଁ ଠିକ୍ ପାଗକୁ ଅପେକ୍ଷା କରେ, ତାହା ହେଲେ ସେ କବେେ ହେଲେ େଛାଟଗଛ ରୋପଣ କରିବାକୁ ସକ୍ଷମ ହବେ ନାହିଁ। ଯଦି ଜଣେ ସବୁବେଳେ ମେଘମାଳାକୁ ଚାହିଁବ ତବେେ ସେ ଅମଳ କରିପାରିବ ନାହିଁ।காற்றைக் கவனிக்கிறவன் விதைக்கமாட்டான்; மேகங்களை நோக்குகிறவன் அறுக்கமாட்டான்.
5 ତୁମ୍ଭେ ବାଯୁର ଗତି ଜାଣିପାରିବ ନାହିଁ। ଏବଂ ତୁମ୍ଭେ ଜାଣିପାରିବ ନାହିଁ ମା ପଟେ ରେ ଶିଶୁଟି କିପରି ବଢ଼େ। ଠିକ୍ ସହେିପରି ପରମେଶ୍ବର କ'ଣ କରନ୍ତି ତୁମ୍ଭେ ଜାଣିପାରିବ ନାହିଁ। ସେ ପ୍ରେତ୍ୟକକ କଥା ଘଟାନ୍ତି।ஆவியின் வழி இன்னதென்றும், கர்ப்பவதியின் வயிற்றில் எலும்புகள் உருவாகும் விதம் இன்னதென்றும் நீ அறியாதிருக்கிறதுபோலவே, எல்லாவற்றையும் செய்கிற தேவனுடைய செயல்களையும் நீ அறியாய்.
6 ତୁମ୍ଭେ ସକାଳରୁ ସନ୍ଧ୍ଯା ପର୍ୟ୍ଯନ୍ତ ବୀଜ ବୁଣ ଏବଂ ତା'ପ ରେ ତୁମ୍ଭର କାମ ବନ୍ଦ କରିବା ଉଚିତ୍। ପ୍ରଭାତ ରେ ବୀଜ ବୁଣ ଓ ସନ୍ଧ୍ଯା ବେଳେ ଆପଣା ହସ୍ତ ବନ୍ଦ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କେଉଁ ମଞ୍ଜି ଭଲ ବଢ଼ିବ ଯାହାକୁ ତୁମ୍ଭେ ସକାଳ ରେ ବୁଣିଥିଲ, ଯେଉଁଗୁଡ଼ିକ ସନ୍ଧ୍ଯା ରେ ବୁଣିଥିଲ କିଅବା ପ୍ରାଯ ଉଭୟ ଭଲ ବଢ଼ିବ।காலையிலே உன் விதையை விதை; மாலையிலே உன் கையை நெகிழவிடாதே; அதுவோ, இதுவோ, எது வாய்க்குமோ என்றும், இரண்டும் சரியாய்ப் பயன்படுமோ என்றும் நீ அறியாயே.
7 ପ୍ରକୃତ ରେ ଆଲୋକ ସୁଖ ଦାୟକ, ପୁଣି ସୂର୍ୟ୍ଯାଲୋକ ଦେଖିବା ଆଶ୍ଚର୍ୟ୍ଯ ଅଟେ।வெளிச்சம் இன்பமும், சூரியனைக் காண்பது கண்களுக்குப் பிரியமுமாமே.
8 ତୁମ୍ଭେ ଆପଣା ଜୀବନର ପ୍ରେତ୍ୟକକ ଦିନକୁ ଉପ ଭୋଗ କରିବା ଉଚିତ୍, ତୁମ୍ଭେ ଯେତଦେିନ ପର୍ୟ୍ଯନ୍ତ ଜୀବିତ ରହୁଛ। କିନ୍ତୁ ମନରେଖ, ନିଶ୍ଚିତ ରେ ତୁମ୍ଭମାନେେ ମରିବ। ମନରେଖ ଯେ ତୁମ୍ଭମାନେେ ଯେତଦେିନ ବଞ୍ଚିଛ ତା'ଠାରୁ ଅଧିକ ମୃତ ହାଇେ ରହିବ ଏବଂ ତୁମ୍ଭମାନେେ ସହେି ସମସ୍ତ ସମୟ ନିରର୍ଥକ।மனுஷன் அநேக வருஷம் ஜீவித்து, அவைகளிலெல்லாம் மகிழ்ச்சியாயிருந்தாலும், அவன் இருளின் நாட்களையும் நினைக்கவேண்டும்; அவைகள் அநேகமாயிருக்கும்; வந்து சம்பவிப்பதெல்லாம் மாயையே.
9 ହେ ୟୁବକ, ତୁମ୍ଭେ ଆପଣା ୟୌବନାବସ୍ଥା ରେ ଆନନ୍ଦ କର ଓ ୟୌବନ କାଳ ରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ। ତୁମ୍ଭର ହୃଦଯ ଯାହା କରିବା ପାଇଁ ତୁମ୍ଭକୁ ଆଗଇେ ନେଉଛି, ତାହା କର। ଯାହା ଚାହୁଁଛ ତାହା କର। କିନ୍ତୁ ମନରେଖ ଯେ, ତୁମ୍ଭମାନେେ ଯାହାସବୁ କରୁଛ, ପରମେଶ୍ବର ତା'ର ବିଚାର କରିବେ।வாலிபனே! உன் இளமையிலே சந்தோஷப்படு, உன் வாலிப நாட்களிலே உன் இருதயம் உன்னைப் பூரிப்பாக்கட்டும்; உன் நெஞ்சின் வழிகளிலும், உன் கண்ணின் காட்சிகளிலும் நட; ஆனாலும் இவையெல்லாவற்றினிமித்தமும் தேவன் உன்னை நியாயத்திலே கொண்டுவந்து நிறுத்துவார் என்று அறி.
10 ତୁମ୍ଭେ ମନରୁ ବିରକ୍ତି, ବାହାର କରିଦିଅ ଏବଂ ତୁମ୍ଭର ଶରୀରକୁ ଖରାପ ଜିନିଷଠାରୁ ଦୂର ରେ ରକ, କାରଣ ବାଲ୍ଯାବସ୍ଥା ଏବଂ ୟୌବନ ଅର୍ଥହୀନ ଅଟେ।நீ உன் இருதயத்திலிருந்து சஞ்சலத்தையும், உன் மாம்சத்திலிருந்து தீங்கையும் நீக்கிப்போடு; இளவயதும் வாலிபமும் மாயையே.
Tamil Bible