Hebrews 11 - ORIYA (Tamil)

1 ବିଶ୍ବାସର ଅର୍ଥ ହେଉଛି ଆମ୍ଭେ ଭରସା କରୁଥିବା ବିଷୟ ପ୍ରତି ସୁନିଶ୍ଚିତତା। ବିଶ୍ବାସ ଏଭଳି ସୁନିଶ୍ଚିତ ବୋଧ ଯେ, ଆମ୍ଭେ ଯାହା ନ ଦେଖୁ, ତାହା ବାସ୍ତବ ବୋଲି ଜାଣୁ।விசுவாசமானது நம்பப்படுகிறவைகளின் உறுதியும், காணப்படாதவைகளின் நிச்சயமுமாயிருக்கிறது.

2 ପ୍ରାଚୀନ କାଳ ରେ, ଲୋକମାନଙ୍କର ଏହି ଭଳି ବିଶ୍ବାସ ଥିଲା ବୋଲି, ପରମେଶ୍ବର ସମାନଙ୍କେ ଉପରେ ପ୍ରସନ୍ନ ଥିଲେ।அதினாலே முன்னோர்கள் நற்சாட்சிபெற்றார்கள்.

3 ବିଶ୍ବାସ ଦ୍ବାରା ଆମ୍ଭେ ବୁଝିଛୁ ଯେ ସମଗ୍ର ସୃଷ୍ଟିର ରଚନା ପରମେଶ୍ବର ନିଜ ଆଜ୍ଞା ବଳ ରେ କରିଥିଲେ। ଏହାର ଅର୍ଥ ଯେ, ଆମ୍ଭକୁ ଦିଶୁଥିବା ବିଷୟଗୁଡ଼ିକର ସୃଷ୍ଟି ଅଦୃଶ୍ଯ ବିଷୟ ଦ୍ବାରା ହାଇେଛି।விசுவாசத்தினாலே நாம் உலகங்கள் தேவனுடைய வார்த்தையினால் உண்டாக்கப்பட்டதென்றும், இவ்விதமாய், காணப்படுகிறவைகள் தோன்றப்படுகிறவைகளால் உண்டாகவில்லையென்றும் அறிந்திருக்கிறோம்.

4 କଯିନ ଓ ହବେଲ ଦୁ ହେଁ ପରମେଶ୍ବରଙ୍କୁ ବଳି ଉତ୍ସର୍ଗ କଲେ। କିନ୍ତୁ ବିଶ୍ବାସ ଥିବା ହତେୁ ହବେଲ ଭଲ ବଳି ଉତ୍ସର୍ଗ କଲେ। ପରମେଶ୍ବର କହିଲେ, ଯେ, ସେ ହବେଲ ଉତ୍ସର୍ଗ କରିଥିବା ବଳି ପାଇଁ ପ୍ରସନ୍ନ ଥିଲେ। ପରମେଶ୍ବରଙ୍କଠା ରେ ହବେଲର ବିଶ୍ବାସ ହତେୁ ତାହାକୁ ଭଲ ଲୋକ ବୋଲି କହିଲେ। ହବେଲ ମରି ଯାଇଛି କିନ୍ତୁ ନିଜ ବିଶ୍ବାସ ହତେୁ ଏବେ ସୁଦ୍ଧା ସେ କଥା କହୁଛି।விசுவாசத்தினாலே ஆபேல் காயீனுடைய பலியிலும் மேன்மையானபலியை தேவனுக்குச் செலுத்தினான்; அதினாலே அவன் நீதிமானென்று சாட்சிபெற்றான்; அவனுடைய காணிக்கைகளைக்குறித்து தேவனே சாட்சிகொடுத்தார்; அவன் மரித்தும் இன்னும் பேசுகிறான்.

5 ବିଶ୍ବାସ ହତେୁ ହନୋକଙ୍କୁ ଏହି ପୃଥିବୀରୁ ଉଠାଇ ନିଆ ହେଲା। ସେ କବେବେି ମୃତ୍ଯୁ ଅନୁଭବ କଲେ ନାହିଁ। ଶାସ୍ତ୍ର କୁ ହେ ଯେ, ହନୋକଙ୍କୁ ଉଠାଇ ନଇେ ୟିବା ପୂର୍ବରୁ ସେ ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିଥିଲେ। ପରେ ଲୋକେ ତାହାଙ୍କୁ ଖାଜେି ପାରିଲେ ନାହିଁ, କାରଣ ପରମେଶ୍ବର ହନୋକଙ୍କୁ ନିଜ ସହିତ ରହିବା ଲାଗି ନଇଗେଲେ।விசுவாசத்தினாலே ஏனோக்கு மரணத்தைக் காணாதபடிக்கு எடுத்துக்கொள்ளப்பட்டான்; தேவன் அவனை எடுத்துக்கொண்டபடியினாலே, அவன் காணப்படாமற்போனான்; அவன் தேவனுக்குப் பிரியமானவனென்று அவன் எடுத்துக்கொள்ளப்படுவதற்கு முன்னமே சாட்சிபெற்றான்.

6 ବିଶ୍ବାସ ବିନା ଜଣେ ପରମେଶ୍ବରଙ୍କୁ ପ୍ରସନ୍ନ କରି ପାରିବ ନାହିଁ। ପରମେଶ୍ବରଙ୍କ ପାଖକୁ ଆସୁଥିବା ପ୍ରେତ୍ୟକକ ଲୋକ ପରମେଶ୍ବର ଅଛନ୍ତି ବୋଲି ବିଶ୍ବାସ କରିବା ଉଚିତ୍। ୟିଏ ପରମେଶ୍ବରଙ୍କ ପାଖକୁ ଆସିବ ସେ ବିଶ୍ବାସ କରିବା ଦରକାର ଯେ ୟିଏ ପ୍ରକୃତ ରେ ତାହାଙ୍କୁ ଖୋଜେ, ପରମେଶ୍ବର ତାହାକୁ ପୁରସ୍କାର ପ୍ରଦାନ କରନ୍ତି।விசுவாசமில்லாமல் தேவனுக்குப் பிரியமாயிருப்பது கூடாதகாரியம்; ஏனென்றால், தேவனிடத்தில் சேருகிறவன் அவர் உண்டென்றும், அவர் தம்மைத்தேடுகிறவர்களுக்குப் பலன் அளிக்கிறவரென்றும் விசுவாசிக்கவேண்டும்.

7 କେତକେ ଦେଖି ନ ପାରୁ ଥିବା ବିଷୟଗୁଡ଼ିକ ପ୍ରତି ପରମେଶ୍ବର ନୋହଙ୍କୁ ସତର୍କ କରି ଦଇେଥିଲେ। ନୋହଙ୍କର ପରମେଶ୍ବରଙ୍କ ପ୍ରତି ବିଶ୍ବାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ବାସ ବଳ ରେ ନୋହ ଦଖାଇେଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ବର ବିଶ୍ବାସ ବଳ ରେ ଧାର୍ମିକ କରନ୍ତି, ସମାନଙ୍କେ ଭିତରୁ ନୋହ ଜଣେ ଥିଲେ।விசுவாசத்தினாலே நோவா தற்காலத்திலே காணாதவைகளைக்குறித்து தேவ எச்சரிப்புப்பெற்று, பயபக்தியுள்ளவனாகி, தன் குடும்பத்தை இரட்சிப்பதற்குப் பேழையை உண்டுபண்ணினான்; அதினாலே அவன் உலகம் ஆக்கினைக்குள்ளானதென்று தீர்த்து, விசுவாசத்தினாலுண்டாகும் நீதிக்குச் சுதந்தரவாளியானான்.

8 ପରମେଶ୍ବର ଅବ୍ରହାମଙ୍କୁ ତାହାଙ୍କ ସ୍ଥାନ ଛାଡ଼ିବାକୁ, ଓ ଅନ୍ୟ ଗୋଟିଏ ସ୍ଥାନକୁ ୟିବା ପାଇଁ ଡାକିଲେ। ପରମେଶ୍ବର ତାହାଙ୍କୁ ସହେି ଦେଶ ଦବୋ ପାଇଁ ପ୍ରତିଜ୍ଞା କରିଥିଲେ। ସେ କେଉଁଠାକୁ ଯାଉଅଛନ୍ତି, ତାହା ଅବ୍ରହାମ ଜାଣି ନ ଥିଲେ। କିନ୍ତୁ ଅବ୍ରହାମ ନିଜ ବିଶ୍ବାସ ଦ୍ବାରା ମାନିଲେ, ଓ ସହେି ସ୍ଥାନ ପାଇଁ ପ୍ରସ୍ଥାନ କଲେ।விசுவாசத்தினாலே ஆபிரகாம் தான் சுதந்தரமாகப் பெறப்போகிற இடத்திற்குப் போகும்படி அழைக்கப்பட்டபோது, கீழ்ப்படிந்து, தான் போகும் இடம் இன்னதென்று அறியாமல் புறப்பட்டுப்போனான்.

9 ପରମେଶ୍ବର ପ୍ରତିଜ୍ଞା ଅନୁସାରେ ଅବ୍ରହାମ ସହେି ସ୍ଥାନ ରେ ରହିଲେ। ସେ ଜଣେ ଯାତ୍ରୀ ଭଳି ରହିଲେ, ଜଣେ ବାସିନ୍ଦା ଭଳି ନୁହେଁ। ବିଶ୍ବାସ ଥିବା ହତେୁ ସେ ଏପରି କଲେ। ଇସ୍ହାକ ଓ ଯାକୁବଙ୍କ ସହିତ ଅବ୍ରହାମ ତମ୍ବୁ ରେ ରହିଲେ। ଇସ୍ହାକ ଓ ଯାକୁବ ମଧ୍ଯவிசுவாசத்தினாலே அவன் வாக்குத்தத்தம்பண்ணப்பட்ட தேசத்திலே பரதேசியைப்போலச் சஞ்சரித்து, அந்த வாக்குத்தத்தத்திற்கு உடன் சுதந்தரராகிய ஈசாக்கோடும் யாக்கோபோடும் கூடாரங்களிலே குடியிருந்தான்;

10 ପରମେଶ୍ବରଙ୍କଠାରୁ ସହେି ପ୍ରତିଜ୍ଞା ପାଇଥିଲେ।। ଅବ୍ରହାମ ସୁଦୃଢ଼ ମୂଳଦୁଆ ଥିବା ନଗରୀ320 ର ଅପେକ୍ଷା ରେ ଥିଲେ। ପରମେଶ୍ବର ସ୍ବଯଂ ସହେି ନଗରୀଟିର ଯୋଜନା ଓ ନିର୍ମାଣ କରିଥିଲେ।ஏனெனில், தேவன் தாமே கட்டி உணடாக்கின அஸ்திபாரங்களுள்ள நகரத்துக்கு அவன் காத்திருந்தான்.

11 ପିଲାପିଲି ହବୋ ପାଇଁ ଅବ୍ରହାମଙ୍କର ବୟସ ଅଧିକ ହାଇେ ଯାଇଥିଲା। ଆହୁରି ମଧ୍ଯ ସାରାର ପିଲାପିଲି ହାଇେ ପାରି ନ ଥିଲା। କିନ୍ତୁ ପରମେଶ୍ବରଙ୍କଠା ରେ ଅବ୍ରହାମଙ୍କର ବିଶ୍ବାସ ଥିଲା, ଅତଏବ ପରମେଶ୍ବର ସମାନଙ୍କେୁ ସନ୍ତାନ ହବୋ ପାଇଁ ସକ୍ଷମ କଲେ। ପରମେଶ୍ବରଙ୍କ ପ୍ରତିଜ୍ଞା ପୂରଣ କରିବା ବିଷୟ ରେ ଅବ୍ରହାମ ତାହାଙ୍କ ଉପରେ ବିଶ୍ବାସ ରଖିଥିଲେ।விசுவாசத்தினாலே சாராளும் வாக்குத்தத்தம்பண்ணினவர் உண்மையுள்ளவரென்றெண்ணி, கர்ப்பந்தரிக்கப் பெலனடைந்து, வயதுசென்றவளாயிருந்தும் பிள்ளைபெற்றாள்.

12 ଏହି ଲୋକ ଜଣକ ଏତେ ବୃଦ୍ଧ ଥିଲେ ଯେ ସେ ମୃତବତ ଥିଲେ। କିନ୍ତୁ ସହେି ଜଣେ ଲୋକଙ୍କଠାରୁ ଆକାଶର ତାରାଗଣ ଓ ସମୁଦ୍ର କୂଳର ବାଲି ଭଳି ଅସଂଖ୍ଯ ସନ୍ତାନ ଜନ୍ମଗ୍ରହଣ କଲେ।ஆனபடியால், சரீரஞ்செத்தவனென்று எண்ணத்தகும் ஒருவனாலே, வானத்திலுள்ள பெருக்கமான நட்சத்திரங்களைப்போலவும் கடற்கரையிலுள்ள எண்ணிறந்த மணலைப்போலவும், மிகுந்த ஜனங்கள் பிறந்தார்கள்.

13 ସହେି ସମସ୍ତ ମହାନ ଲୋକ ମୃତ୍ଯୁ ପର୍ୟ୍ଯନ୍ତ ନିଜର ବିଶ୍ବାସ ସହିତ ଜୀବିତ ରହିଲେ। ପରମେଶ୍ବର ନିଜ ଲୋକଙ୍କୁ ପ୍ରତିଜ୍ଞା କରିଥିବା ବସ୍ତୁମାନ ସହେି ଲୋକମାନେ ପାଇଲେ ନାହିଁ। ସମାନେେ ଖାଲି ଦେଖିଲେ ଯେ, ସହେି ବିଷୟଗୁଡ଼ିକ ସୁଦୂର ଭବିଷ୍ଯତ ରେ ଆସିବ, ଓ ସମାନେେ ( ସତେିକି ରେ) ଖୁସି ହେଲେ। ସମାନେେ ଗ୍ରହଣ କରି ନେଲେ ଯେ ସମାନେେ ଏହି ପୃଥିବୀ ରେ ଯାତ୍ରୀ ଓ ଅପରିଚିତ ବ୍ଯକ୍ତି ଅଟନ୍ତି।இவர்களெல்லாரும், வாக்குத்தத்தம்பண்ணப்பட்டவைகளை அடையாமல், தூரத்திலே அவைகளைக் கண்டு, நம்பி அணைத்துக்கொண்டு, பூமியின்மேல் தங்களை அந்நியரும் பரதேசிகளும் என்று அறிக்கையிட்டு, விசுவாசத்தோடே மரித்தார்கள்.

14 ଯେଉଁ ଲୋକମାନେ ସହେିଭଳି କଥା ମାନି ନିଅନ୍ତି, ସମାନେେ ସମାନଙ୍କେର ନିଜର ଗୋଟିଏ ଦେଶ ପାଇଁ ଅପେକ୍ଷାରତ ଅଛନ୍ତି ବୋଲି ପ୍ରଦର୍ଶିତ କରନ୍ତି।இப்படி அறிக்கையிடுகிறவர்கள் சுயதேசத்தை நாடிப்போகிறோம் என்று தெரியப்படுத்துகிறார்கள்.

15 ଯଦି ସମାନେେ ପୂର୍ବରୁ ଛାଡ଼ି ଥିବା ଦେଶ ବିଷୟ ରେ ଭାବୁ ଥିଲେ, ସମାନେେ ସହେି ସ୍ଥାନକୁ ଫରେିବାକୁ ଗୋଟିଏ ସୁଯୋଗ ଖାଜେି ପାଇ ପାରିଥାଆନ୍ତେ।தாங்கள் விட்டுவந்த தேசத்தை நினைத்தார்களானால், அதற்குத் திரும்பிப்போவதற்கு அவர்களுக்குச் சமயங்கிடைத்திருக்குமே.

16 କିନ୍ତୁ ବାସ୍ତବିକ ସମାନେେ ଗୋଟିଏ ଅପେକ୍ଷାକୃତ ଭଲ ଦେଶ ପାଇଁ ଅପେକ୍ଷା କରୁେଥିଳେ, ଯାହାକି ଗୋଟିଏ ସ୍ବର୍ଗୀୟ ଦେଶ। ତେଣୁ ପରମେଶ୍ବର ସଙ୍କତେ କଲେ ନାହିଁ, ସମାନଙ୍କେର ପରମେଶ୍ବର ଭାବରେ ପରିଚିତ ହବୋ ପାଇଁ। ସହେି ଲୋକମାନଙ୍କ ଲାଗି ପରମେଶ୍ବର ଗୋଟିଏ ନଗର ତିଆରି କରି ରଖିଅଛନ୍ତି।அதையல்ல, அதிலும் மேன்மையான பரமதேசத்தையே விரும்பினார்கள்; ஆகையால் தேவன் அவர்களுடைய தேவனென்னப்பட வெட்கப்படுகிறதில்லை; அவர்களுக்கு ஒரு நகரத்தை ஆயத்தம்பண்ணினாரே.

17 ପରମେଶ୍ବର ଅବ୍ରହାମଙ୍କୁ ପରୀକ୍ଷା କରିଥିଲେ। ଅବ୍ରହାମଙ୍କୁ ପରମେଶ୍ବର କହିଥିଲେ ଯେ, ଇସ୍ହାକଙ୍କୁ ବଳିରୂପେ ସମର୍ପିତ କରିବ। ଅବ୍ରହାମଙ୍କ ବିଶ୍ବାସ ଥିବାରୁ ସେ ତାହା ମାନିଲେ। ପରମେଶ୍ବରଙ୍କଠାରୁ ଅବ୍ରହାମ ପୂର୍ବରୁ ପ୍ରତିଜ୍ଞା ପାଇଥିଲେ।மேலும் விசுவாசத்தினாலே ஆபிரகாம் தான் சோதிக்கப்பட்டபோது. ஈசாக்கைப் பலியாக ஒப்புக்கொடுத்தான்

18 ପରମେଶ୍ବର ଅବ୍ରହାମଙ୍କୁ କହି ସାରିଥିଲେ ଯେ, ଇସହାକଙ୍କ ଦ୍ବାରା ତୁମ୍ଭର ବଂଶଧରମାନେ ଆସିବେ। କିନ୍ତୁ ନିଜର ଏକମାତ୍ର ପୁତ୍ର ଇସ୍ହାକଙ୍କୁ ସେ ସମର୍ପିତ କରିବା ପାଇଁ ପ୍ରସ୍ତୁତ ଥିଲେ। ବିଶ୍ବାସ ଥିବାରୁ ଅବ୍ରହାମ ଏପରି କଲେ।ஈசாக்கினிடத்தில் உன் சந்ததி விளங்கும் என்று அவனோடே சொல்லப்பட்டிருந்ததே, இப்படிப்பட்ட வாக்குத்தத்தங்களைப் பெற்றவன், மரித்தோரிலிருந்து எழுப்ப தேவன் வல்லவராயிருக்கிறாரென்றெண்ணி,

19 ଅବ୍ରହାମ ବିଶ୍ବାସ କରିଥିଲେ ଯେ, ପରମେଶ୍ବର ଲୋକମାନଙ୍କୁ ମୃତ୍ଯୁରୁ ଉଠାଇ ଆଣି ପାରିବେ। ପ୍ରକୃତ ରେ ଯେତବେେଳେ ସେ ଇସ୍ହାକଙ୍କୁ ମାରିବା ପାଇଁ ଗଲା ବେଳେ ପରମେଶ୍ବର ଅବ୍ରହାମଙ୍କୁ ଅଟକାଇ ଦେଲେ। ସେତବେେଳେ ଅବ୍ରହାମ ଯେପରି ଇସ୍ହାକଙ୍କୁ ମୃତ୍ଯୁରୁ ଫରେି ପାଇଲେ।தனக்கு ஒரேபேறானவனையே பலியாக ஒப்புக்கொடுத்தான்; மரித்தோரிலிருந்து அவனை பாவனையாகத் திரும்பவும் பெற்றுக்கொண்டான்.

20 ବିଶ୍ବାସ କାରଣରୁ ଇସ୍ହାକ, ଯାକୁବ ଓ ଏସୌଙ୍କୁ ସମାନଙ୍କେ ଭବିଷ୍ଯତ ବିଷୟ ରେ ଆଶୀର୍ବାଦ ଦେଲେ।விசுவாசத்தினாலே ஈசாக்கு வருங்காரியங்களைக்குறித்து யாக்கோபையும் ஏசாவையும் ஆசீர்வதித்தான்.

21 ବିଶ୍ବାସ କାରଣରୁ ହିଁ, ମଲାବେଳେ ଯାକୁବ, ଯୋଷଫଙ୍କେ ପ୍ରେତ୍ୟକକ ପୁତ୍ରକୁ ଆଶୀର୍ବାଦ କଲେ। ସେ ନିଜର ବାଡ଼ି ଉପରେ ନଇଁ ପଡ଼ି ପରମେଶ୍ବରଙ୍କୁ ଉପାସନା କଲେ।விசுவாசத்தினாலே யாக்கோபு தன் மரணகாலத்தில் யோசேப்பினுடைய குமாரர் இருவரையும் ஆசீர்வதித்து, தன்கோலின் முனையிலே சாய்ந்து தொழுதுகொண்டான்.

22 ବିଶ୍ବାସ ଦ୍ବାରା ହଁ, ନିଜର ଶଷେ ସମୟ ନିକଟ ହବୋ ପୂର୍ବରୁ ଯୋଷଫେ ଇଶ୍ରାୟେଲ ନିବାସୀମାନଙ୍କର ମିଶର ଦେଶରୁ ନିର୍ଗମନ ବିଷୟ ରେ, ତାହାଙ୍କ ମୃତ୍ଯୁ ପରେ ତାହାଙ୍କୁ କିପରି କବର ଦବେେ, ସେ ବିଷୟ ରେ କହିଥିଲେ।விசுவாசத்தினாலே யோசேப்பு இஸ்ரவேல் புத்திரர் எகிப்து தேசத்தைவிட்டுப் புறப்படுவார்களென்பதைப்பற்றித் தன் அந்தியகாலத்தில் பேசி, தன் எலும்புகளைக்குறித்துக் கட்டளைகொடுத்தான்.

23 ବିଶ୍ବାସ ଦ୍ବାରା ମୁଁ, ମାଶାଙ୍କେର ମା ଓ ବାପା ମାଶାଙ୍କେୁ ଜନ୍ମ ଦଲୋ ପରେ ତନିମାସ ଧରି ଲୁଚାଇ ରଖିଲେ। କାରଣ ସମାନେେ ଦେଖିଲେ ଯେ ମାଶାେ ସୁନ୍ଦର ଶିଶୁଟିଏ। ସମାନେେ ରାଜାଜ୍ଞାକୁ ଅବଜ୍ଞା କରିବାକୁ ଭୟ କରି ନ ଥିଲେ।மோசே பிறந்தபோது அவனுடைய தாய்தகப்பன்மார் அவனை அழகுள்ள பிள்ளையென்று கண்டு, விசுவாசத்தினாலே, ராஜாவினுடைய கட்டளைக்குப் பயப்படாமல் அவனை மூன்றுமாதம் ஒளித்துவைத்தார்கள்.

24 ମାଶାେ ବଡ଼ ହାଇେ ମଣିଷ ହେଲେ। ସେ ଫାରୋଙ୍କ ଝିଅର ପୁତ୍ର ହବୋ ପାଇଁ ମନା କଲେ।விசுவாசத்தினாலே மோசே தான் பெரியவனானபோது பார்வோனுடைய குமாரத்தியின் மகன் என்னப்படுவதை வெறுத்து,

25 ସେ ପାପର କ୍ଷଣକ ସୁଖଭୋଗ କରିବା ପାଇଁ ଚାହିଁଲେ ନାହିଁ। ତା' ପରିବର୍ତେ ସେ ଈଶ୍ବରଙ୍କ ଲୋକମାନଙ୍କ ସହ୍ଯ ହେଉଥିବା ଦୁର୍ବ୍ଯବହାର ସହିବା ପସନ୍ଦ କଲେ। ନିଜର ବିଶ୍ବାସ ହତେୁ ସେ ଏପରି କଲେ।அநித்தியமான பாவ சந்தோஷங்களை அநுபவிப்பதைப்பார்க்கிலும் தேவனுடைய ஜனங்களோடே துன்பத்தை அநுபவிப்பதையே தெரிந்துகொண்டு,

26 ମିଶର ଦେଶର ସମସ୍ତ ଧନଭଣ୍ଡାର ପ୍ରାପ୍ତ କରିବା ବଦଳ ରେ ଖ୍ରୀଷ୍ଟଙ୍କ ପାଇଁ କଷ୍ଟ ସହନ କରିବା, ମାଶାେ ଅପେକ୍ଷାକୃତ ଭଲ ମନେ କଲେ। ପରମେଶ୍ବରଙ୍କ ଦ୍ବାରା ଭବିଷ୍ଯତ ରେ ମିଳିବାକୁ ଥିବା ପ୍ରତିଦାନ ପାଇଁ ସେ ପ୍ରତୀକ୍ଷା କଲେ।இனிவரும் பலன்மேல் நோக்கமாயிருந்து, எகிப்திலுள்ள பொக்கிஷங்களிலும் கிறிஸ்துவினிமித்தம் வரும் நிந்தயை அதிக பாக்கியமென்று எண்ணினான்.

27 ନିଜ ବିଶ୍ବାସ କାରଣରୁ ମାଶାେ ମିଶର ଦେଶ ଛାଡ଼ିଲେ। ସେ ରାଜାଙ୍କର କୋରଧ ପ୍ରତି ଭୟଭୀତ ନ ଥିଲେ। ସେ ଅନ୍ୟମାନଙ୍କୁ ଅଦୃଶ୍ଯ ପରମେଶ୍ବରଙ୍କୁ ଦେଖି ପାରିଲା ଭଳି ନିଜ ବିଶ୍ବାସ ରେ ଦୃଢ଼ ଥିଲେ।விசுவாசத்தினாலே அவன் அதரிசனமானவரைத் தரிசிக்கிறதுபோல உறுதியாயிருந்து, ராஜாவின் கோபத்துக்குப் பயப்படாமல் எகிப்தைவிட்டுப் போனான்.

28 ମାଶାେ ନିସ୍ତାର ଭୋଜି321 (ପର୍ବ) କରି ଦ୍ବାର ମାନଙ୍କ ରେ ରକ୍ତ ସିଞ୍ଚନ କଲେ। ଯିହୂଦୀମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ମୃତ୍ଯୁର ଦୂତ ଯେପରି ମରି ପାରିବେ ନାହିଁ, ସେଥିପାଇଁ ମାଶାେ ଏପରି କଲେ। ମାଶାଙ୍କେର ବିଶ୍ବାସ ଥିବାରୁ ସେ ଏପରି କଲେ।விசுவாசத்தினாலே, முதற்பேறானவைகளைச் சங்கரிக்கிறவன் இஸ்ரவேலரைத் தொடாதபடிக்கு, அவன் பஸ்காவையும் இரத்தம் பூசுதலாகிய நியமத்தையும் ஆசரித்தான்.

29 ବିଶ୍ବାସଥିବା ହତେୁ ହିଁ ମାଶାଙ୍କେ ନତେୃତ୍ବ ରେ ସମସ୍ତେ ସୁଫସାଗର ମଧ୍ଯ ଦଇେ ଶୁଖିଲା ଭୂଇଁ ଥିଲା ଭଳି ଚାଲିଚାଲି ପାର ହାଇଗେଲେ। ଯେତବେେଳେ ମିଶରଦେଶର ଲୋକେ ସୁଫସାଗର ଦଇେ ୟିବାପାଇଁ ଚେଷ୍ଟା କଲେ ସମାନେେ ବୁଡ଼ି ଗଲେ।விசுவாசத்தினாலே அவர்கள் சிவந்தசமுத்திரத்தை உலர்ந்த தரையைக் கடந்துபோவதுபோலக், கடந்துபோனார்கள்; எகிப்தியர் அப்படிச் செய்யத்துணிந்து அமிழ்ந்துபோனார்கள்.

30 ଈଶ୍ବରଙ୍କ ଲୋକମାନଙ୍କ ବିଶ୍ବାସ ହତେୁ ଯିରୀହାେ ନଗରର ପାଚରେୀଗୁଡ଼ିକ ସମାନେେ ସାତଦିନ ପରିକ୍ରମା କଲାପରେ, ଭାଙ୍ଗି ପଡ଼ିଗଲା।விசுவாசத்தினாலே எரிகோ பட்டணத்தின் மதில்கள் ஏழுநாள் சுற்றிவரப்பட்டு விழுந்தது.

31 ନିଜର ବିଶ୍ବାସ ଦ୍ବାରା, ରାହବ ନାମ୍ନୀ ବେଶ୍ଯା, ଇଶ୍ରାୟେଲର ଗୁପ୍ତଚରମାନଙ୍କୁ ମିତ୍ର ଭଳି ସ୍ବାଗତ କଲା, ଓ ସମାନଙ୍କେୁ ସାହାୟ୍ଯ କଲା, ଓ ଅନ୍ୟ ଯେଉଁ ଲୋକମାନେ ମାନିବାକୁ ମନା କରିଥିଲେ, ସମାନଙ୍କେ ସହିତ ମୃତ ହେଲା ନାହିଁ।விசுவாசத்தினாலே ராகாப் என்னும் வேசி வேவுகாரரைச் சமாதானத்தோடே ஏற்றுக்கொண்டு, கீழ்ப்படியாதவர்களோடேகூடச் சேதமாகாதிருந்தாள்.

32 ମୁଁ ଅଧିକ ଆଉ କ'ଣ କହିବି, ଓ କି ଉଦାହରଣମାନ ପ୍ରସ୍ତୁତ କରିବି ? ଗିଦିଯୋନ, ବାରାକ, ଶାମ୍ଶୋନ, ୟିପ୍ତାହ ଦାଉଦ, ଶାମୁଯଲେ, ଓ ଭବିଷ୍ଯଦ୍ ବକ୍ତାମାନଙ୍କ ବିଷୟ ରେ କହିବା ପାଇଁ ମାେ ପାଖ ରେ ଅଧିକ ସମୟ ନାହିଁ,பின்னும் நான் என்ன சொல்லுவேன்? கிதியோன், பாராக், சிம்சோன், யெப்தா, தாவீது, சாமுவேல் என்பவர்களையும், தீர்க்கதரிசிகளையுங்குறித்து நான் விவரஞ்சொல்லவேண்டுமானால் காலம் போதாது.

33 ସେ ସମସ୍ତଙ୍କର ବହୁତ ଅଧିକ ବିଶ୍ବାସ ଥିଲା। ସହେି ବିଶ୍ବାସ ବଳ ରେ ସମାନେେ ସାମ୍ରାଜ୍ଯଗୁଡ଼ିକୁ ପରାସ୍ତ କରିଥିଲେ। ସମାନେ ସମସ୍ତେ ଧାର୍ମିକ କାର୍ୟ୍ଯ କଲେ, ପରମେଶ୍ବରଙ୍କ ପ୍ରତିଜ୍ଞାର ବିଷୟଗୁଡ଼ିକ ପାଇଲେ। ସମାନେେ ନିଜ ବିଶ୍ବାସ ଦ୍ବାରା ସିଂହମାନଙ୍କର ମୁହଁ ବନ୍ଦ କଲେ।விசுவாசத்தினாலே அவர்கள் ராஜ்யங்களை ஜெயித்தார்கள், நீதியை நடப்பித்தார்கள், வாக்குத்தத்தங்களைப் பெற்றார்கள், சிங்கங்களின் வாய்களை அடைத்தார்கள்,

34 ସହେି ବିଶ୍ବାସ ବଳ ରେ କେତେ ଜଣ ଅଗ୍ନିର ଶକ୍ତି ବନ୍ଦ କଲେ, ଓ କେତେ ଲୋକ ଖଡ୍ଗ ଦ୍ବାରା ମରିବାରୁ ରକ୍ଷା ପାଇଲେ। ବିଶ୍ବାସ କାରଣରୁ ଦୁର୍ବଳ ଲୋକ ଶକ୍ତିଶାଳୀ ହେଲେ। ସମାନେେ ୟୁଦ୍ଧ ରେ ଶକ୍ତିଶାଳୀ ହାଇେ ଶତୃ ସନୋଙ୍କୁ ପରାସ୍ତ କଲେ।அக்கினியின் உக்கிரத்தை அவித்தார்கள், பட்டயக்கருக்குக்குத் தப்பினார்கள், பலவீனத்தில் பலன்கொண்டார்கள், யுத்தத்தில் வல்லவர்களானார்கள், அந்நியருடைய சேனைகளை முறியடித்தார்கள்.

35 ମୃତ୍ଯୁରୁ ଲୋକମାନେ ପୁନଃଜୀବିତ ହାଇେ ପରିବାର ରେ ନିଜ ନାରୀମାନଙ୍କ ପାଖକୁ ଗଲେ। ଅନ୍ୟ ଲୋକମାନଙ୍କୁ ଯାତନା ଦିଆ ହେଲା, ସମାନେେ ସ୍ବାଧୀନ ହବୋକୁ ଚାହିଁଲେ ନାହିଁ କାରଣ ସମାନେେ ମୃତ୍ଯୁରୁ ପୁନଃଜୀବନ ଲାଭ କରି ଗୋଟିଏ ଅଧିକ ଭଲ ଜୀବନ ପାଇ ପାରିବେ ବୋଲି ଭାବି ଏହି ସବୁ କାର୍ୟ୍ଯ କରିଥିଲେ।ஸ்திரீகள் சாகக்கொடுத்த தங்களுடையவர்களை உயிரோடெழுந்திருக்கப்பெற்றார்கள்; வேறுசிலர் மேன்மையான உயிர்த்தெழுதலை அடையும்படிக்கு, விடுதலைபெறச் சம்மதியாமல், வாதிக்கப்பட்டார்கள்;

36 କେତେ ଲୋକ ହାସ୍ଯର ପାତ୍ର ହେଲେ ଓ କୋରଡ଼ା ଆଘାତ ପାଇଲେ। ଅନ୍ୟମାନେ ବନ୍ଧା ହେଲେ, ଓ ବନ୍ଦୀଘ ରେ ରଖା ଗଲେ।வேறு சிலர் நிந்தைகளையும் அடிகளையும் கட்டுகளையும் காவலையும் அநுபவித்தார்கள்;

37 ସମାନଙ୍କେୁ ପଥର ମାରି ଦିଆ ହେଲା, ଓ କରତ ରେ ଦୁଇଫାଳ କରି ଚିରି ଦିଆ ହେଲା। କେତକଙ୍କେୁ ଖଡ୍ଗଦ୍ବାରା ମାରି ଦିଆ ହେଲା। ସମାନଙ୍କେ ଭିତରୁ କେତେ ଜଣ ମଷେ ଓ ଛଳେିର ଚମଡ଼ା ପିନ୍ଧିଲେ। ସମାନେେ ଗରିବ ଥିଲେ, ନିର୍ୟ୍ଯାତିତ ହେଲେ, ଓ ଅନ୍ୟମାନଙ୍କ ଦ୍ବାରା ମନ୍ଦ ବ୍ଯବହାର ପାଇଲେ।கல்லெறியுண்டார்கள், வாளால் அறுப்புண்டார்கள், பரீட்சைபார்க்கப்பட்டார்கள், பட்டயத்தினாலே வெட்டப்பட்டு மரித்தார்கள், செம்மறியாட்டுத் தோல்களையும் வெள்ளாட்டுத் தோல்களையும் போர்த்துக்கொண்டு திரிந்து, குறைவையும் உபத்திரவத்தையும் துன்பத்தையும் அநுபவித்தார்கள்;

38 ଏହି ମହାନ୍ ଲୋକମାନଙ୍କ ଲାଗି ପୃଥିବୀ ଉପୟୁକ୍ତ ନ ଥିଲା। ସମାନେେ ମରୁଭୂମିରେ ଓ ପାହାଡ଼ ରେ ବୁଲିଲେ ଓ ଗୁମ୍ଫା ଏବଂ ଭୂମିରେ ଥିବା ଗାତମାନଙ୍କ ରେ ନିଜକୁ ଲୁଚାଇ ରଖିଲେ।உலகம் அவர்களுக்குப் பாத்திரமாயிருக்கவில்லை; அவர்கள் வனாந்தரங்களிலேயும் மலைகளிலேயும் குகைகளிலேயும் பூமியின் வெடிப்புகளிலேயும் சிதறுண்டு அலைந்தார்கள்.

39 ଏହି ସମସ୍ତ ଲୋକମାନେ ନିଜର ବିଶ୍ବାସ ପାଇଁ ଜଣା ଶୁଣା। କିନ୍ତୁ ଏମାନଙ୍କ ଭିତରୁ କହେି ହେଲ ପରମେଶ୍ବରଙ୍କ ମହାନ୍ ପ୍ରତିଜ୍ଞା ପାଇପାରି ନ ଥିଲେ।இவர்களெல்லாரும் விசுவாசத்தினாலே நற்சாட்சிபெற்றும், வாக்குத்தத்தம்பண்ணப்பட்டதை அடையாமற்போனார்கள்.

40 ପରମେଶ୍ବର ଆମ୍ଭକୁ କିଛି ଅପେକ୍ଷାକୃତ ଭଲ ଦବୋ ପାଇଁ ଯୋଜନା କରିଥିଲେ। ପରମେଶ୍ବରଙ୍କ ଯୋଜନା ଥିଲା ଯେ, ସମାନେେ କବଳେ ଆମ୍ଭ ସହିତ ପରିପୂର୍ଣ୍ଣ ହବେେ।அவர்கள் நம்மையல்லாமல் பூரணராகாதபடிக்கு விசேஷித்த நன்மையானதொன்றை தேவன் நமக்கென்று முன்னதாக நியமித்திருந்தார்.

Tamil Bible