Psalm 4 - ORIYA (Tamil)

1 ହେ ମାରେ ଧର୍ମସ୍ବରୂପ ପରମେଶ୍ବର, ମାେତେ ଉତ୍ତର ଦିଅ। ମୁଁ ଯେତବେେଳେ ତୁମ୍ଭକୁ ପ୍ରାର୍ଥନା କରୁଛି, ମାରେ ଗୁହାରି ଶୁଣ। ମାେ ପ୍ରତି ସଦଯ ହୁଅ। ମାେତେ ମାରେ ସମସ୍ତ ଦୁଃଖ ୟନ୍ତ୍ରଣାରୁ ମୁକ୍ତି ପ୍ରଦାନ କର।என் நீதியின் தேவனே, நான் கூப்பிடுகையில் எனக்குச் செவிகொடும்; நெருக்கத்தில் இருந்த எனக்கு விசாலமுண்டாக்கினீர்; எனக்கு இரங்கி என் விண்ணப்பத்தைக் கேட்டருளும்.

2 ହେ ଲୋକମାନେ ଆଉ କେତେ ଦିନ ଏପରି ଖରାପ କଥା ମାେ ବିରୁଦ୍ଧରେ ପ୍ରଚାର କରିବ। ତୁମ୍ଭମାନେେ କେତଦେିନ ନାନା ପ୍ରକାର ନୂଆ ନୂଆ ମିଥ୍ଯା କଥା ମାେ ବିଷଯରେ କହିବ। କାହିଁକି ତୁମ୍ଭମାନେେ ସହେି ମନ୍ଦ କଥା କହିବାକୁ ଭଲ ପାଉଛ।மனுபுத்திரரே, எதுவரைக்கும் என் மகிமையை அவமானப்படுத்தி, வீணானதை விரும்பி, பொய்யை நாடுவீர்கள். (சேலா.)

3 ତୁମ୍ଭେ ଜାଣ ସଦାପ୍ରଭୁ ସବୁବେଳେ ତାଙ୍କ ଆଶ୍ରିତ ଧାର୍ମିକ ବ୍ଯକ୍ତିମାନଙ୍କ କଥା ଶୁଣନ୍ତି। ତଣେୁ ସେ ମାେ କଥା ମଧ୍ଯ ଶୁଣନ୍ତି, ମୁଁ ଯେତବେେଳେ ତାଙ୍କୁ ପ୍ରାର୍ଥନା କରେ।பக்தியுள்ளவனைக் கர்த்தர் தமக்காகத் தெரிந்துகொண்டாரென்று அறியுங்கள்; நான் கர்த்தரை நோக்கிக்கூப்பிடுகையில் அவர் கேட்பார்.

4 ୟଦି ତୁମ୍ଭକୁ କୌଣସି କଥା ବିବ୍ରତ କରୁଛି, ତୁମ୍ଭେ ବିଛଣାକୁ ଶାଇେବାକୁ ୟିବା ପୂର୍ବରୁ ସହେି କଥାଗୁଡ଼ିକ ଚିନ୍ତା କର ଓ ଆନନ୍ଦ ମନରେ ଶାନ୍ତିରେ ଆରାମ କର।நீங்கள் கோபங்கொண்டாலும், பாவஞ்செய்யாதிருங்கள்; உங்கள் படுக்கையிலே உங்கள் இருதயத்தில் பேசிக்கொண்டு அமர்ந்திருங்கள். (சேலா.)

5 ସଦାସର୍ବଦା ସଦାପ୍ରଭୁଙ୍କ ଉପରେ ବିଶ୍ବାସ ରଖି ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଧର୍ମ ବଳିଦାନ ଉତ୍ସର୍ଗ କର।நீதியின் பலிகளைச் செலுத்தி, கர்த்தர்மேல் நம்பிக்கையாயிருங்கள்.

6 ଅନକେ ଲୋକ କହନ୍ତି, କିଏ ଆମ୍ଭମାନଙ୍କୁ ପରମେଶ୍ବରଙ୍କ ଉତ୍ତମତା ଦଖାଇେ ପାରିବ। ହେ ସଦାପ୍ରଭୁ ତୁମ୍ଭେ ତୁମ୍ଭର ତଜେ ପ୍ରକାଶ ମୁଖକୁ ଆମ୍ଭମାନଙ୍କୁ ଦଖାେଅ।எங்களுக்கு நன்மை காண்பிப்பவன் யார் என்று சொல்லுகிறவர்கள் அநேகர்; கர்த்தாவே, உம்முடைய முகத்தின் ஒளியை எங்கள்மேல் பிரகாசிக்கப்பண்ணும்.

7 ହେ ସଦାପ୍ରଭୁ, ତୁମ୍ଭେ ମାେତେ ବହୁ ଭାବରେ ଅତି ଆନନ୍ଦ ପ୍ରଦାନ କରି ସୁଖୀ କରିଛ। ମୁଁ ବର୍ତ୍ତମାନ ବହୁତ ଖୁସି। ଫସଲ ଅମଳ ସମୟଠାରୁ। ଯେତବେେଳେ ଆମ୍ଭେ ଶସ୍ଯ ଅମଳ କରୁ, ଦ୍ରାକ୍ଷାରସ ଉତ୍ପାଦନ କରୁ ସେତବେେଳେ ଆମ୍ଭେ ଆନନ୍ଦରେ ଏହାକୁ ପର୍ବ ଭାବରେ ପାଳନ କରୁ।அவர்களுக்குத் தானியமும் திராட்சரசமும் பெருகியிருக்கிறகாலத்தின் சந்தோஷத்தைப்பார்க்கிலும், அதிக சந்தோஷத்தை என் இருதயத்தில் தந்தீர்.

8 ମୁଁ ବିଛଣାରେ ଶାନ୍ତିରେ ଶଯନ କରେ, କାରଣ ହେ ସଦାପ୍ରଭୁ ତୁମ୍ଭେ ମାେତେ ରକ୍ଷାକରି ନିରାପଦରେ ଶାଇେବାକୁ ସୁଯୋଗ ଦଇେଛ।சமாதானத்தோடே படுத்துக்கொண்டு நித்திரைசெய்வேன்; கர்த்தாவே, நீர் ஒருவரே என்னைச் சுகமாய்த் தங்கப்பண்ணுகிறீர்.

Tamil Bible