Romans 4 - ORIYA (Tamil)
1 ତା' ହେଲେ ଆମ୍ଭର ଜାଗତିକ ପୂର୍ବପୁରୁଷ ଅବ୍ରାହାମଙ୍କ ବିଷୟ ରେ କ'ଣ କହି ପାରିବା?அப்படியானால், நம்முடைய தகப்பனாகிய ஆபிரகாம் மாம்சத்தின்படி என்னத்தைக் கண்டடைந்தான் என்று சொல்லுவோம்?
2 ସେ ବିଶ୍ବାସ ବିଷୟ ରେ କ'ଣ ଶିଖିଲେ? ଅବ୍ରାହାମ ଯଦି ନିଜର କର୍ମ ପାଇଁ ଧାର୍ମିକ ବୋଲି ଧରା ହେଲେ, ତା' ହେଲେ, ସେଥି ରେ ତାହାଙ୍କର ଗର୍ବ କରିବା କଥା। କିନ୍ତୁ ଅବ୍ରାହାମ ପରମେଶ୍ବରଙ୍କ ଆଗ ରେ ଗର୍ବ କରି ପାରିଲେ ନାହିଁ।ஆபிரகாம் கிரியைகளினாலே நீதிமானாக்கப்பட்டானாகில் மேன்மைபாராட்ட அவனுக்கு ஏதுவுண்டு; ஆகிலும் தேவனுக்கு முன்பாக மேன்மைபாராட்ட ஏதுவில்லை.
3 ଶାସ୍ତ୍ର କୁ ହେ, ଅବ୍ରାହାମ ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଲେ। ପରମେଶ୍ବର ତାହାଙ୍କର ବିଶ୍ବାସକୁ ଗ୍ରହଣ କଲେ। ଏହା ଦ୍ବାରା ପରମେଶ୍ବରଙ୍କ ପ୍ରତି ଅବ୍ରାହାମ ଧାର୍ମିକ ହେଲେ।வேதவாக்கியம் என்ன சொல்லுகிறது? ஆபிரகாம் தேவனை விசுவாசித்தான், அது அவனுக்கு நீதியாக எண்ணப்பட்டது என்று சொல்லுகிறது.
4 କାମ କରୁଥିବା ଲୋକକୁ ମଜୁରୀ ବା ଦରମା ଦବୋ ଦାନ ନୁହେଁ। ସେ ମଜୁରୀ ବା ଦରମା ଅର୍ଜନ କରେ।கிரியை செய்கிறவனுக்கு வருகிற கூலி கிருபையென்றெண்ணப்படாமல், கடனென்றெண்ணப்படும்.
5 କିନ୍ତୁ ଜଣେ ଲୋକ ପରମେଶ୍ବରଙ୍କ ପ୍ରତି ଧାର୍ମିକ ହବୋ ଭଳି କାମ କରି ପରନୋହିଁ। ତାହାହ ପରମେଶ୍ବରଙ୍କ ପ୍ରତି ବିଶ୍ବାସ ରହିବା ଉଚ଼ିତ। ତା' ହେଲେ ପରମେଶ୍ବର ସେ ଲୋକର ବିଶ୍ବାସକୁ ଗ୍ରହଣ କରନ୍ତି ଓ ଏହା ତାହାକୁ ପରମେଶ୍ବରଙ୍କ ପ୍ରତି ଧାର୍ମିକ କରେ। ପରମେଶ୍ବର ମନ୍ଦ ଲୋକକୁ ମଧ୍ଯ ଧାର୍ମିକ କରି ପାରନ୍ତି।ஒருவன் கிரியை செய்யாமல் பாவியை நீதிமானாக்குகிறவரிடத்தில் விசுவாசம் வைக்கிறவனாயிருந்தால், அவனுடைய விசுவாசமே அவனுக்கு நீதியாக எண்ணப்படும்.
6 ଦାଉଦ ସହେି କଥା କହୁଛନ୍ତି, ମଣିଷ ଯାହା କରିଛି ତାହାର ହିସାବ ନକରି ପରମେଶ୍ବର ଯେତବେେଳେ ତାହାକୁ ଧାର୍ମିକ ହିସାବ ରେ ଗଣନା କରନ୍ତି, ସେ ଲୋକ ହିଁ ପ୍ରକୃତ ରେ ଧନ୍ଯ:அந்தப்படி, கிரியைகளில்லாமல் தேவனாலே நீதிமானென்றெண்ணப்படுகிற மனுஷனுடைய பாக்கியத்தைக் காண்பிக்கும் பொருட்டு;
7 ଲୋକେ ପ୍ରକୃତ ରେ ଧନ୍ଯ, ଯେତବେେଳେ ସମାନଙ୍କେର ଅପରାଧ କ୍ଷମା କରାଯାଏ, ଓ ଯେତବେେଳେ ସମାନଙ୍କେର ପାପଗୁଡ଼ିକୁ ଢ଼ାଙ୍କି ଦିଆ ଯାଏ!எவர்களுடைய அக்கிரமங்கள் மன்னிக்கப்பட்டதோ, எவர்களுடைய பாவங்கள் மூடப்பட்டதோ, அவர்கள் பாக்கியவான்கள்.
8 ଓ ସେ ଲୋକମାନେ ପ୍ରକୃତ ରେ ଧନ୍ଯ, ଯେତବେେଳେ ପାପରହିତ ଭାବେ ପରମେଶ୍ବର ତାହାଙ୍କୁ ଗ୍ରହଣ କରି ନଇେଛନ୍ତି। ଗୀତସଂହିତା 32:1-2எவனுடைய பாவத்தைக் கர்த்தர் எண்ணாதிருக்கிறாரோ, அவன் பாக்கியவான் என்று தாவீது சொல்லியிருக்கிறான்.
9 ତବେେ ଏହି ଖୁସି କଣ କବଳେ ସୁନ୍ନତ ହାଇେଥିବା ଯିହୂଦୀମାନଙ୍କ ପାଇଁ ଅଟେ? ବା ଯେଉଁ ଅଣଯିହୂଦୀମାନେ ସୁନ୍ନତ ହାଇେ ନାହାଁନ୍ତି ସମାନଙ୍କେ ପାଇଁ ମଧ୍ଯ ଅଟେ? ଆମ୍ଭେ କହି ସାରିଛୁ ଯେ, ପରମେଶ୍ବର ଅବ୍ରାହାମଙ୍କ ବିଶ୍ବାସକୁ ଗ୍ରହଣ କଲେ ଓ ସହେି ବିଶ୍ବାସ ଅବ୍ରାହାମକୁ ତାଙ୍କ ପ୍ରତି ଧାର୍ମିକ କଲା।இந்த பாக்கியம் விருத்தசேதனமுள்ளவனுக்குமாத்திரம் வருமோ, விருத்தசேதனமில்லாதவனுக்கும் வருமோ? ஆபிரகாமுக்கு விசுவாசம் நீதியாக எண்ணப்பட்டது என்று சொல்லுகிறோமே.
10 ଏହା ଘଟିଲା କିପରି? ପରମେଶ୍ବର ଅବ୍ରାହାମଙ୍କୁ ସୁନ୍ନତ ହବୋପରେ ଗ୍ରହଣ କଲେ, ନା ସୁନ୍ନତ ହବୋ ପୂର୍ବରୁ ଗ୍ରହଣ କଲେ? ସେ ସୁନ୍ନତ ହାଇେ ସାରିଲା ପରେ ଏହା ପ୍ରକୃତ ରେ ଘଟିନାହିଁ, କିନ୍ତୁ ସେ ସୁନ୍ନତ ନ ହାଇେଥିଲା ବେଳେ ଏହା ଘଟିଛି।அது எப்பொழுது அவனுக்கு அப்படி எண்ணப்பட்டது? அவன் விருத்தசேதனமுள்ளவனாயிருந்தபோதோ, விருத்தசேதனமில்லாதவனாயிருந்தபோதோ? விருத்தசேதனமுள்ளவனாயிருந்தபோதல்ல, விருத்தசேதனமில்லாதவனாயிருந்தபோதே.
11 ପରମେଶ୍ବର ଗ୍ରହଣ କରି ନଇେଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରାହାମଙ୍କୁ ପରେ ସୁନ୍ନତ କରାଯାଇ ଥିଲା। ଏହି ସୁନ୍ନତ ପ୍ରମାଣ କରୁଛି ଯେ ସୁନ୍ନତ ହବୋ ପୂର୍ବରୁ ପରମେଶ୍ବରଙ୍କ ପ୍ରତି ସେ ଧାର୍ମିକ ଥିଲେ। ସେଥିପାଇଁ, ଯେଉଁମାନେ ପରମେଶ୍ବରଙ୍କୁ ବିଶ୍ବାସ କରନ୍ତି ଓ ସୁନ୍ନତ ହାଇେ ନାହାଁନ୍ତି, ସେ ସମସ୍ତ ଲୋକଙ୍କର ପିତା ଅବ୍ରାହାମ ଅଟନ୍ତି। ସମାନେେ ବିଶ୍ବାସ କରନ୍ତି ଓ ଏହି କାରଣରୁ ସମାନେେ ପରମେଶ୍ବରଙ୍କ ପାଇଁ ଧାର୍ମିକ ବୋଲି ନିରୁପିତ ହୁଅନ୍ତି।மேலும், விருத்தசேதனமில்லாதகாலத்தில் அவன் விசுவாசத்தினாலே அடைந்த நீதிக்கு முத்திரையாக விருத்தசேதனமாகிய அடையாளத்தைப் பெற்றான். விருத்தசேதனமில்லாதவர்களாய் விசுவாசிக்கிற யாவருக்கும் நீதி எண்ணப்படும்பொருட்டாக அவர்களுக்கு அவன் தகப்பனாயிருக்கும்படிக்கும்,
12 ଅସୁନ୍ନତ ଲୋକଙ୍କର ପିତା ମଧ୍ଯ ଅବ୍ରାହାମ। ସୁନ୍ନତ ହାଇେଥିବା କାରଣରୁ ଅବ୍ରାହାମ ସମାନଙ୍କେର ପିତା ନୁହଁନ୍ତି। ସୁନ୍ନତ ହବୋ ପୂର୍ବରୁ ଅବ୍ରାହାମଙ୍କର ଯେଉଁ ବିଶ୍ବାସ ଥିଲା, ଯଦି ସମାନେେ ମଧ୍ଯ ସହେି ବିଶ୍ବାସ ଗ୍ରହଣ କରନ୍ତି, ତା' ହେଲେ ଅବ୍ରାହାମ ସମାନଙ୍କେର ପିତା।விருத்தசேதனத்தைப் பெற்றவர்களாய்மாத்திரமல்ல, நம்முடைய தகப்பனாகிய ஆபிரகாம் விருத்தசேதனமில்லாதகாலத்தில் அடைந்த விசுவாசமாகிய அடிச்சுவடுகளில் நடக்கிறவர்களாயுமிருக்கிறவர்களுக்குத் தகப்பனாயிருக்கும்படிக்கும், அந்த அடையாளத்தைப் பெற்றான்.
13 ଅବ୍ରାହାମ ଓ ତାହାଙ୍କର ବଂଶଜମାନଙ୍କୁ ପ୍ରତିଜ୍ଞା ମିଳିଥିଲା ଯେ ସମାନେେ ସଂସାରର ଉତ୍ତରାଧିକାରୀ ହବେେ। କିନ୍ତୁ ଅବ୍ରାହାମ ଏହି ପ୍ରତିଶ୍ରୁତି ବ୍ଯବସ୍ଥା ପାଳନ କରିଥିବାରୁ ମିଳି ନଥିଲା। ବିଶ୍ବାସ ଦ୍ବାରା ସେ ପରମେଶ୍ବରଙ୍କଠା ରେ ଧାର୍ମିକ ହାଇେଥିବାରୁ ତାହାଙ୍କୁ ଏହି ପ୍ରତିଶ୍ରୁତି ମିଳିଥିଲା।அன்றியும், உலகத்தைச் சுதந்தரிப்பான் என்கிற வாக்குத்தத்தம் ஆபிரகாமுக்காவது அவன் சந்ததிக்காவது நியாயப்பிரமாணத்தினால் கிடையாமல் விசுவாசத்தினால் வருகிற நீதியினால் கிடைத்தது.
14 ବ୍ଯବସ୍ଥା ପାଳନ କରିବା ଦ୍ବାରା ଯଦି ଜଣେ ଲୋକ ପରମେଶ୍ବର ଯାହା ପ୍ରତିଜ୍ଞା ଦଇେଥିଲେ ତାହା ପାଏ, ତା' ହେଲେ ବିଶ୍ବାସର କିଛି ଅର୍ଥ ନାହିଁ ଓ ପ୍ରତିଜ୍ଞାର କିଛି ମୂଲ୍ଯ ନାହିଁ।நியாயப்பிரமாணத்தைச் சார்ந்தவர்கள் சுதந்தரவாளிகளானால் விசுவாசம் வீணாய்போம், வாக்குத்தத்தமும் அவமாகும்.
15 କାରଣ ବ୍ଯବସ୍ଥା ପାଳନ ନକରିବା ଦ୍ବାରା ବ୍ଯବସ୍ଥା ପରମେଶ୍ବରଙ୍କର କୋରଧ ଆଣିଥାଏ। କିନ୍ତୁ ଯଦି ବ୍ଯବସ୍ଥା ନଥାନ୍ତା, ତା' ହେଲେ ଅବାଧ୍ଯ ହବୋର ପ୍ରଶ୍ନ ଉଠିବ ନାହିଁ।மேலும் நியாயப்பிரமாணம் கோபாக்கினையை உண்டாக்குகிறது, நியாயப்பிரமாணமில்லாவிட்டால் மீறுதலுமில்லை.
16 ସେଥିପାଇଁ ବିଶ୍ବାସ ଦ୍ବାରା ଲୋକେ ପରମେଶ୍ବରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ଯର ଦାନ ହାଇପୋ ରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ଯ ରେ ପ୍ରତିଜ୍ଞା ଦାନ ମିଳେ ତା' ହେଲେ ଅବ୍ରାହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କବଳେ ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ନୁହେଁ। ଅବ୍ରାହାମ ଭଳି ବିଶ୍ବାସ ପୂର୍ବକ ଜୀବନ ଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି। ଅବ୍ରାହାମ ଆମ୍ଭ ସମସ୍ତଙ୍କର ପିତା।ஆதலால், சுதந்தரமானது கிருபையினால் உண்டாகிறதாயிருக்கும்படிக்கு அது விசுவாசத்தினாலே வருகிறது; நியாயப்பிரமாணத்தைச் சார்ந்தவர்களாகிய சந்ததியாருக்குமாத்திரமல்ல, நம்மெல்லாருக்கும் தகப்பனாகிய ஆபிரகாமுடைய விசுவாசத்தைச் சார்ந்தவர்களான எல்லாச் சந்ததியாருக்கும் அந்த வாக்குத்தத்தம் நிச்சயமாயிருக்கும்படிக்கு அப்படி வருகிறது.
17 ଶାସ୍ତ୍ର ରେ ଲଖାେ ଅଛି, ମୁଁ ତୁମ୍ଭକୁ (ଅବ୍ରାହାମ) ଅନକେ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି। ପରମେଶ୍ବରଙ୍କ ଆଗ ରେ ଏହା ସତ୍ଯ ଅଟେ। ଅବ୍ରାହାମ ଯେଉଁ ପରମେଶ୍ବରଙ୍କୁ ବିଶ୍ବାସ କରିଥିଲେ, ସହେି ପରମେଶ୍ବର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ଯାପି ଘଟି ନାହିଁ ସଗେୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି।அநேக ஜாதிகளுக்கு உன்னைத் தகப்பனாக ஏற்படுத்தினேன் என்று எழுதியிருக்கிறபடி, அவன் தான் விசுவாசித்தவருமாய், மரித்தோரை உயிர்ப்பித்து, இல்லாதவைகளை இருக்கிறவைகளைப்போல் அழைக்கிறவருமாயிருக்கிற தேவனுக்கு முன்பாக நம்மெல்லாருக்கும் தகப்பனானான்.
18 ଅବ୍ରାହାମଙ୍କର ସନ୍ତାନ ହବୋର ଆଶା ନଥିଲା। କିନ୍ତୁ ଅବ୍ରାହାମ ପରମେଶ୍ବରଙ୍କୁ ବିଶ୍ବାସ କଲେ ଓ ଭରସାକୁ ବଜାୟ ରଖିଲେ। ସେଥିପାଇଁ ସେ ଅନକେ ଜାତିର ପିତା ହେଲେ। ପରମେଶ୍ବର ତାହାଙ୍କୁ କହିଥିଲେ: ତୁମ୍ଭର ଅଗଣିତ ବଂଶଧର ହବେେ।உன் சந்ததி இவ்வளவாயிருக்கும் என்று சொல்லப்பட்டபடியே, தான் அநேக ஜாதிகளுக்குத் தகப்பனாவதை நம்புகிறதற்கு ஏதுவில்லாதிருந்தும், அதை நம்பிக்கையோடே விசுவாசித்தான்.
19 ଅବ୍ରାହାମଙ୍କୁ 100 ବର୍ଷ ବୟସ ହାଇେଥିଲା, ଅତଏବ ପିଲାପିଲି ହବୋ ସମୟ ଚ଼ାଲି ଯାଇଥିଲା। ତାହାଙ୍କ ସ୍ତ୍ରୀ ସାରା ମଧ୍ଯ ସନ୍ତାନ ଜନ୍ମ କରି ପାରିବେ ନାହିଁ, ଅବ୍ରାହାମ ଏ କଥା ଭାବିଥିଲେ।அவன் விசுவாசத்திலே பலவீனமாயிருக்கவில்லை; அவன் ஏறக்குறைய நூறு வயதுள்ளவனாயிருக்கும்போது, தன் சரீரம் செத்துப்போனதையும், சாராளுடைய கர்ப்பம் செத்துப்போனதையும் எண்ணாதிருந்தான்.
20 କିନ୍ତୁ ପରମେଶ୍ବରଙ୍କ ପ୍ରତି ତାହାଙ୍କର ବିଶ୍ବାସ ଦୁର୍ବଳ ହେଲା ନାହିଁ। ପରମେଶ୍ବର ତାହାଙ୍କୁ ଯାହା ପ୍ରତିଶ୍ରୁତି ଦଇେଛନ୍ତି ତାହା ସେ କରିବା ରେ ସମର୍ଥ ଏଥି ରେ ଅବ୍ରାହାମ ଟିକେ ହେଲେ ସନ୍ଦହେ କଲେ ନାହିଁ। ବରଂ ତାହାଙ୍କର ବିଶ୍ବାସ ଅଧିକ ଦୃଢ଼ ହେଲା ଓ ସେ ପରମେଶ୍ବରଙ୍କୁ ଗୌରବ ଦେଲେ।தேவனுடைய வாக்குத்தத்தத்தைக் குறித்து அவன் அவிசுவாசமாய் சந்தேகப்படாமல்,
21 ଅବ୍ରାହାମ ଦୃଢ଼ ଭାବରେ ଅନୁଭବ କଲେ ଯେ ପରମେଶ୍ବର ଯାହା ପ୍ରତିଶ୍ରୁତି ଦଇେଛନ୍ତି, ତାହା କରିବା ରେ ସେ ସକ୍ଷମ ଥିଲେ।தேவன் வாக்குத்தத்தம்பண்ணினதை நிறைவேற்ற வல்லவராயிருக்கிறாரென்று முழு நிச்சயமாய் நம்பி, தேவனை மகிமைப்படுத்தி, விசுவாசத்தில் வல்லவனானான்.
22 ସେଥିପାଇଁ ପରମେଶ୍ବର, ଅବ୍ରାହାମଙ୍କ ବିଶ୍ବାସକୁ ଗ୍ରହଣ କଲେ। ସେ ବିଶ୍ବାସ ଅବ୍ରାହାମଙ୍କୁ ପରମେଶ୍ବରଙ୍କ ପ୍ରତି ଧାର୍ମିକ କରି ରଖିଥିଲା।ஆகையால் அது அவனுக்கு நீதியாக எண்ணப்பட்டது.
23 ପରମେଶ୍ବର ଅବ୍ରାହାମଙ୍କ ବିଶ୍ବାସ ଗ୍ରହଣ କଲେ, ଏହି ବାକ୍ଯଗୁଡ଼ିକ କବଳେ ଅବ୍ରାହାମଙ୍କ ପାଇଁ ଲଖାେ ଯାଇ ନଥିଲା।அது அவனுக்கு நீதியாக எண்ணப்பட்டதென்பது, அவனுக்குமாத்திரமல்ல, நமக்காகவும் எழுதப்பட்டிருக்கிறது.
24 ଏହି ବାକ୍ଯଗୁଡ଼ିକ ଆମ୍ଭ ପାଇଁ ମଧ୍ଯ ଲଖାେ ଯାଇଥିଲା। ଆମ୍ଭେ ବିଶ୍ବାସ କରୁଥିବା ୟୋଗୁ ପରମେଶ୍ବର ଆମ୍ଭକୁ ମଧ୍ଯ ଗ୍ରହଣ କରିବେ। ଆମ୍ଭେ ତାହାଙ୍କୁ ବିଶ୍ବାସ କରୁ ୟିଏ ଆମ୍ଭର ପ୍ରଭୁ ଯୀଶୁଙ୍କୁ ମୃତ୍ଯୁରୁ ପୁନର୍ଜୀବିତ କଲେ।நம்முடைய கர்த்தராகிய இயேசுவை மரித்தோரிலிருந்து எழுப்பினவரை விசுவாசிக்கிற நமக்கும் அப்படியே எண்ணப்படும்.
25 ଆମ୍ଭର ପାପ ଲାଗି ଯୀଶୁଙ୍କୁ ମୃତ୍ଯୁ ନିମନ୍ତେ ସମର୍ପିତ କରା ହେଲା। ଆମ୍ଭକୁ ପରମେଶ୍ବରଙ୍କଠା ରେ ଧାର୍ମିକ କରିବା ଲାଗି ଯୀଶୁ ମୃତ୍ଯୁରୁ ପୁନର୍ଜୀବିତ ହେଲେ।அவர் நம்முடைய பாவங்களுக்காக ஒப்புக்கொடுக்கப்பட்டும், நாம் நீதிமான்களாக்கப்படுவதற்காக எழுப்பப்பட்டும் இருக்கிறார்.
Tamil Bible